Browsing Category
Breaking News
ମାଗଣାରେ ଚାଲିବ ChatGPT ଭଏସ୍ ଚାଟ୍ ଫିଚର, କେବଳ ଏହି ଷ୍ଟେପକୁ କରିବାକୁ ପଡିବ ଫଲୋ
ନୂଆଦିଲ୍ଲୀ: ChatGPT ଆସିବା ପରେ, ଇଣ୍ଟରନେଟରେ ସର୍ଚ୍ଚ ପଦ୍ଧତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ChatGPT OPAI ଦ୍ୱାରା ବିକଶିତ ହୋଇଛି ଏବଂ ଏହା ମାଧ୍ୟମରେ ଭାଷା ଅନୁବାଦ କରାଯାଇପାରେ। ଏହା ବ୍ୟତୀତ ବିଭିନ୍ନ ବିଷୟ…
ଆଧାର କାର୍ଡ ଠକେଇକୁ ଏଡାଇବାକୁ ଚାହୁଁଛନ୍ତି କି? ତେବେ ସହଜରେ ଏମିତି ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କରନ୍ତୁ…
ନୂଆଦିଲ୍ଲୀ: ଆଜିର ସମୟରେ ଆଧାର କାର୍ଡ ହେଉଛି ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର। ଆଧାର ବିନା ଆମର ଅନେକ କାର୍ୟ୍ୟ ଅଟକି ଯାଇପାରେ। ଆଧାର କାର୍ଡ ବର୍ତ୍ତମାନ କେବଳ ଏକ ନୂତନ ସିମ୍ କିଣିବା…
ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା US ପାଇଁ ବିପଦ: ପୂର୍ବତନ ହ୍ୱାଇଟ ହାଉସ୍ ଚିକିତ୍ସକ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି । ଏନେଇ ଟେକ୍ସାସର ରିପବ୍ଲିକାନ ପ୍ରତିନିଧୀ ରନି ଜ୍ୟାକସନ ହ୍ୱାଇଟ ହାଉସର ପୂର୍ବତନ ଚିକିତ୍ସକ କହିଛନ୍ତି ଯେ, ମୁଁ ତିନିଜଣ…
ଗ୍ରାମବାସୀଙ୍କ ଲାଗି ମଇଁଷି କ୍ଷୀର ସୃଷ୍ଟି କରିଛି ଅଜବ ସମସ୍ୟା, ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକଙ୍କୁ ଦେଉଛନ୍ତି ଟୀକା
କଚ୍ଛ:ଏବେ ସାରା ଦେଶରେ ବୁଲା କୁକୁରଙ୍କ ଆତଙ୍କ ବଢିବାରେ ଲାଗିଛି । ରାସ୍ତାରେ ଯାଉଥିବା ପିଲାଙ୍କ ଠାରୁ ଆରମ୍ଭ କରି ପୋଷାଜୀବଙ୍କ ପର୍ଯ୍ୟନ୍ତ କେହି ଏବେ ସୁରକ୍ଷିତ ନୁହଁନ୍ତି । ଗୁଜରାଟ କଚ୍ଛରେ କୁକୁର ସହ ଜଡିତ ଏପରି…
ମାଲେସିଆ ଯିବା ପାଇଁ ଦରକାର ପଡ଼ିବନି ଭିସା, ଭାରତୀୟଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଘୋଷଣା କଲେ ସରକାର
ନୂଆଦିଲ୍ଲୀ: ଏଣିକି ମାଲେସିଆ ଯାଉଥିବା ଭାରତୀୟଙ୍କ ପାଇଁ ଡିସେମ୍ବର ୧ରୁ ଦରକାର ପଡ଼ିବନି ଭିସା। କାରଣ ଭାରତୀୟଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଘୋଷଣା କରିଛନ୍ତି ମାଲେସିଆ ସରକାର ସରକାର। ଶ୍ରୀଲଙ୍କା, ଭିଏତନାମ ଏବଂ…
ରଶ୍ମିକାଙ୍କ ପରେ ଏବେ ଡିପ୍ ଫେକର ଶିକାର ହେଲେ ଆଲିଆ ଭଟ୍ଟ, AI ବଢାଉଛି ଚିନ୍ତା
ନୂଆଦିଲ୍ଲୀ: ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଏବଂ କାଜଲ ଅଗ୍ରୱାଲଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ଡିପ୍ ଫେକ୍ ଟେକ୍ନୋଲୋଜୀର ଶିକାର ହୋଇଛନ୍ତି । ଆଲିଆ ଭଟ୍ଟଙ୍କ ଡିପ୍ ଫେକ୍ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ…
ଏହି ବ୍ୟାଙ୍କ ବଢାଇଲା ଏଫ୍ଡି ଉପରେ ସୁଧହାର, ଦେଖନ୍ତୁ ଏସ୍ବିଆଇ ଓ ଅନ୍ୟ ବ୍ୟାଙ୍କ ତୁଳନାରେ କେତେ ଅଧିକ ରହିଛି
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେଇଛି ବଡ ଉପହାର । ବ୍ୟାଙ୍କ ଏଫ୍ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୨ କୋଟିରୁ କମ୍ ଏଫ୍ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି…
ଦଳରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଦର୍ଶନ କଲେ ବିଜେଡି ନେତା ଭି.କେ ପାଣ୍ଡିଆନ
ଓଡିଶା ଭାସ୍କର: ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ତେବେ ସେ ଦଳରେ ଯୋଗ ଦେବା ପରେ…
ଜୀବନ ନେଲା କାର୍ତ୍ତିକ ମାସର ଡଙ୍ଗା, ୧୨ ବର୍ଷର ନାବାଳିକାଙ୍କ ମୃତ୍ୟୁ
ସୋର: କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ବେଳେ ଏକ ଅଘଟଣ ଘଟିବା ଖବର ସାମ୍ନାକୁ ଆସିଛି । ପୋଖରୀରେ ଭାସୁଥିବା ଡଙ୍ଗାକୁ କାଢିବା ବେଳେ ଜଣେ ନାବଳିକା ବୁଡ଼ିଯାଇଛନ୍ତି । ତେବେ ପୋଖରୀରେ ବୁଡ଼ି ୧୨ ବର୍ଷର…
(video)କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାରାଣସୀରେ ଗଙ୍ଗା ଆରତୀ ଦେଖିବେ ବିଶ୍ୱର ୭୦ ଦେଶ, କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି
ବାରାଣସୀ: କାଶୀରେ ଦୀପାବଳି ପରେ ଏବେ ଦେବଦୀପାବଳି ବେଶ୍ ଧୁମଧାମ୍ରେ ପାଳିତ ହେଉଛି । ଦେବଦୀପାବଳି ଦେଖିବାକୁ ଏବେ ସାରା ବିଶ୍ୱରୁ ଲୋକେ ଏଠାରେ ଠୁଳ ହେଉଛନ୍ତି । ଏହି କ୍ରମରେ ୭୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ…