Browsing Category
Breaking News
AIIMS ଡାକ୍ତର ସହକର୍ମୀଙ୍କ ଉପରେ ଲଗାଇଲେ ଦୁଷ୍କର୍ମର ଅଭିଯୋଗ, ପୁଣି କରାଇଛନ୍ତି ଗର୍ଭପାତ
ନୂଆଦିଲ୍ଲୀ: ଦିଲ୍ଲୀ ଏଆଇଏମ୍ଏସ୍ ଡାକ୍ତର ତାଙ୍କ ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗ କରିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଡାକ୍ତର ମଧ୍ୟ ତାଙ୍କୁ ଗର୍ଭପାତ କରାଇଛନ୍ତି।…
ମାଟି ଶୁଖିଯିବ, ରହିବନି ପାଣି- ଏବେଠୁ ସାବଧାନ୍ ହୁଅ: ଚେତାବନୀ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଗାମୀ ଭବିଷ୍ୟତକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଆସନ୍ତା ଦିନରେ ମାଟି ଶୁଖିଯିବା ସହିତ ପାଣି ମଧ୍ୟ ଶେଷ ହୋଇଯିବ ବୋଲି ସୁପ୍ରିମକୋର୍ଟ ତରଫରୁ ଚେତାବନୀ ଜାରି ହୋଇଛି ।…
ସମଲିଙ୍ଗୀ ବିବାହ ଅନୁମତି ପାଇଁ ମିଳିଲା ଗ୍ରୀନ ସିଗନାଲ
ବ୍ୟାଙ୍କକ: ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଜଣେ ଆଉ ଜଣକୁ ସ୍ୱାଧୀନ ଚିନ୍ତାଧାରାରେ ବିବାହ କରୁ ବୋଲି ଅନେକ ସ୍ଥାନରେ ଦାବି ମଧ୍ୟ ହୋଇଆସୁଛି । ତେବେ ଏହି ଅନୁମତିକୁ ନେଇ ଭାରତ…
Breaking; ପୁଣିଥରେ ନବଜାତ ଶିଶୁ ଅଦଳବଦଳ: ହସ୍ପିଟାଲରେ ପରିବାର ଲୋକଙ୍କ ହଙ୍ଗାମା
ରାୟଗଡ଼ା: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରେ ପୁଣିଥରେ ନବଜାତ ଶିଶୁ ଅଦଳବଦଳ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ମାମଲା ଜାଣିବାକୁ ମିଳିଛି । ଏହି…
ବିହାରରେ ଲାଗୁ ହେଲା ୭୫ ପ୍ରତିଶତ ସଂରକ୍ଷଣ, ନୀତିଶ ସରକାର ଜାରି କଲେ ନୋଟିଫିକେସନ
ପାଟଣା: ବିହାରରେ ବର୍ତ୍ତମାନ ୭୫ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି। ବିହାରର ନୀତୀଶ କୁମାର ସରକାର ଏ ସମ୍ପର୍କରେ ଏକ ନୋଟିଫିକେସନ ପ୍ରକାଶ କରିଛନ୍ତି। ଏହାର ଅର୍ଥ ହେଉଛି, ବର୍ତ୍ତମାନଠାରୁ ଅନୁସୂଚିତ ଜାତି / ଜନଜାତି,…
ପୁଣି ଭୟଙ୍କର ଟ୍ରେନ ଦୁର୍ଘଟଣା: ଗୋଟିଏ ଟ୍ରାକରେ ୩ଟି ଯାତ୍ରୀବାହୀ ଟ୍ରେନ ମୁହାଁମୁହିଁ
ରାଉରକେଲା: ବାହାନଗା ଦୁର୍ଘଟଣାର ଭୟଙ୍କର ଦୃଶ୍ୟକୁ ଆଜି ବି ଭୁଲିପାରି ନାହାନ୍ତି ଓଡ଼ିଶାବାସୀ । କାଳରାତି ମନେ ପଡ଼ଲେ ଆଜି ବି ଛାତି ଥରି ଉଠୁଥିବା ବେଳେ ଠିକ ଏତିକିବେଳେ ଆଉ ଏକ ଦୁର୍ଘଟଣର ପରିସ୍ଥିତି ସୃଷ୍ଟି ହୋଇଛି ।…
ନବଜାତ ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପା ଗିରଫ
ଭୁବନେଶ୍ୱର: ନିଜ ନବଜାତ ଶିଶୁକନ୍ୟାକୁ ହତ୍ୟା କରିବାକୁ ଉଦ୍ୟମ ଅଭିଯୋଗରେ ଆଜି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ କର । ତେବେ ଏପରି କରିବା ସମୟରେ ବାଦା ଦେବାରୁ ମାନସ ତାଙ୍କ ଶାଶୁ ଏବଂ…
ପଞ୍ଚୁକ ୫ ଦିନରେ ବଡ଼ ଦାଣ୍ଡର ସମସ୍ତ ଉଠାଦୋକାନ ବନ୍ଦ
ପୁରୀ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ନେଲା ବଡ଼ ନିଷ୍ପତି । ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ୟ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ମାର୍କେଟ ଛକରୁ ଗାଡ଼ି…
ରାଜ୍ୟ ଜଳ ସମ୍ପଦ ବିଭାଗ ଆରମ୍ଭ କରିବ ‘Go-Water’ ପଦ୍ଧତି: କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ହେବ ହିରାକୁଦ ଡ୍ୟାମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ ଏହାର ଜଳ ଉପରେ ରାଜ୍ୟର ୧୫ଟି ଜିଲ୍ଲାର ଲୋକମାନେ ନିର୍ଭର କରିଥାନ୍ତି । ହିରାକୁଦ ଜଳଭଣ୍ଡାରର ଜଳକୁ ପାନୀୟ ଜଳ, ଶିଳ୍ପ କାରଖାନା ଓ…
ବୋଲେରୋ-ବସ୍ ମୁହାଁମୁହିଁ: ୫ ମୃତ, ୬ ଗୁରତର
ଭୋପାଲ: ମଙ୍ଗଳବାର ଅପରାହ୍ନ ପ୍ରାୟ ୧୨ ଟା ସମୟରେ ରାୟପୁରା ପୋଲିସ ଷ୍ଟେସନର ବାଗ୍ରେହି ଲାଲାପୁର ନିକଟରେ ଏକ ପରିବହନ ବିଭାଗର ଜନରଥ ବସ୍ ଏବଂ ଏକ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ପାଞ୍ଚ ଜଣଙ୍କର…