Browsing Category

Breaking News

ଆଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର : FY2024 ପାଇଁ ୪୦,୦୦୦ ଫ୍ରେଶର୍ ନିଯୁକ୍ତ କରିବ TCS

ନୂଆଦିଲ୍ଲୀ: ଆଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଟିସିଏସରୁ ଆସିଛି ବଡ଼ ଖୁସି ଖବର । କମ୍ପାନୀର ସିଓଓ ଏନ୍ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, କମ୍ପାନୀ ଖୁବ ଶୀଘ୍ର FY2024 ପାଇଁ ୪୦,୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି…

ଦୀପାବଳି ଲାଗି ଚୀନ୍ ପଠାଉଛି ରୋଗ ସୃଷ୍ଟି କରୁଥିବା ବାଣ ! ପିଆଇବି କ’ଣ ଉତ୍ତର ରଖିଲା ଜାଣନ୍ତୁ

ନୂଆଦିଲ୍ଲୀ: ଦୁର୍ଗାପୂଜା ପରେ ପରେ ଆସିଯିବ ବହୁ ପ୍ରତୀକ୍ଷିତ ଦୀପାବଳି ପର୍ବ । ଯଦିଓ ଦୀପାବଳିକୁ ଆହୁରି ୨୫ ଦିନରୁ ଅଧିକ ସମୟ ବାକି ଅଛି ତଥାପି ଏବେ ଠାରୁ ବିଭିନ୍ନ ସ୍ଥାନରୁ ବାଣର ଶବ୍ଦ କାନରେ ବାଜିବା ଆରମ୍ଭ କଲାଣି…

କ୍ରିକେଟ ନିଶା ଏମିତି! ବାବର ଆଜମ ଆଉଟ୍ ହେବା ପରେ କ୍ରୋଧରେ ଟିଭି ଭାଙ୍ଗିଦେଲେ ପ୍ରଶଂସକ

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ସମାପ୍ତ ହୋଇଥିବା ବିଶ୍ୱକପ ମ୍ୟାଚରେ ଭାରତଠାରୁ ପାକିସ୍ତାନ ୭ ୱିକେଟରେ ପରାସ୍ତ ହୋଇଥିଲା । ଏହି ମ୍ୟାଚକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା ।…

ଆମେ ଭଗବାନ୍ ନୁହେଁ ଜଜ୍, ହାତ ଯୋଡି କଥା ହୁଅନ୍ତୁ ନାହିଁ: ଜାଣନ୍ତୁ କାହିଁକି ଏପରି କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ହାତ ଯୋଡ଼ି ମାମଲା ଉପସ୍ଥାପନ କରିବାର କୌଣସି ଆବଶ୍ୟକତା ନାହିଁ । ହାଇକୋର୍ଟଙ୍କ କହିବା ମୁତାବକ, ମକଦ୍ଦମାକାରୀ ଏବଂ ଆଇନଜୀବୀଙ୍କ…

ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଉପରେ ଆସିଲା ବଡ ଖବର, ଏହିଦିନ ବନ୍ଦ ହେବ ଦ୍ୱାର

ଡେରାଡୁନ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରିଦିଆଯାଇଛି । ଶ୍ରୀବଦ୍ରୀନାଥ ଧାମର…

ମହାଷ୍ଟମୀରେ ମୁସଲିମ୍ କନ୍ୟାଙ୍କ ହେବ ଦେବୀ ପରି ପୂଜା, ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରାରେ ଅନୁପ୍ରାଣୀତ

କୋଲକାତା: କୋଲକାତାର ନ୍ୟୁଟାଉନରେ ହେଉଥିବା ଦୁର୍ଗାପୂଜାରେ ଏଥର ହିନ୍ଦୁ ମୁସଲିମ୍ ଭାଇଚାରାର ସନ୍ଦେଶ ଦେବା ପାଇଁ ଟିକେ ଭିନ୍ନ ଧରଣର ଯୋଜନା ପ୍ରସ୍ତୁତ କରାଯାଇଛି । ମହାଷ୍ଟମୀରେ ହେବାକୁ ଯାଉଥିବା କୁମାରୀ ପୂଜା ଲାଗି…

SBIର ଗ୍ରାହକ UPI ମାଧ୍ୟମରେ ଦେୟ ଦେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି? ଏହା ହେଉଛି କାରଣ…

ନୂଆଦିଲ୍ଲୀ : ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI କୋଟି କୋଟି ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ବାସ୍ତବରେ, SBI ର UPI ସେବା ଗତ 3 ଦିନ ଧରି କାମ କରୁନାହିଁ । ଯେଉଁଥିପାଇଁ କି ୟୁପି ବ୍ୟବହାରକାରୀ…

ନିଠାରୀ କାଣ୍ଡ: ସୁରେନ୍ଦ୍ର କୋଲୀ ଓ ମନିନ୍ଦର ପଣ୍ଢେରଙ୍କ ଫାଶୀଦଣ୍ଡ ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ନୋଏଡ଼ାର ବହୁଚର୍ଚ୍ଚିତ ନିଠାରୀ କାଣ୍ଡ ସହ ଜଡ଼ିତ ଦୁଇଟି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଅଭିଯୁକ୍ତ ସୁରେନ୍ଦ୍ର କୋଲୀ ଓ ମନିନ୍ଦର ସିଂହ ପଣ୍ଢେରଙ୍କ ଫାଶୀଦଣ୍ଡାଦେଶକୁ…

ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସଙ୍ଗୀତ ଜଗତରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀ ଆଉ ନାହାନ୍ତି । ଓଡ଼ିଆ ସିନେମା ଜଗତରେ ଅନେକ ମନଛୁଆଁ ସଙ୍ଗୀତ ସୃଷ୍ଟି…

୨୦୦୦ କର୍ମଚାରୀଙ୍କର ଗଲା ଚାକିରି: ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା ୭ ହଜାର ଲୋକଙ୍କୁ କରିଛି ଛଟେଇ

ନୂଆଦିଲ୍ଲୀ: ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିପଡ଼ିଛନ୍ତି । ବର୍ତ୍ତମାନ ତୃତୀୟ ତ୍ରୈମାସିକରେ ସିଟିଗ୍ରୁପ୍ ଏହାର ୨୦୦୦ କର୍ମଚାରୀଙ୍କୁ ଛଟେଇ କରିଛି । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ସିଟିଗ୍ରୁପ୍…