Browsing Category
Breaking News
ଇସ୍ରାଏଲ୍ ଆକ୍ରମଣରେ ହମାସର ବାୟୁସେନା ମୁଖ୍ୟ ମୃତ, ଗତ ସପ୍ତାହରେ ନରସଂହାର ସମୟରେ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେବାରେ ଥିଲା ବଡ ଭୂମିକା
ନୂଆଦିଲ୍ଲୀ: ହମାସ ପକ୍ଷରୁ ପ୍ରଥମ ଆକ୍ରମଣ ପରେ ଇସ୍ରାଏଲ ଲଗାତର ଗାଜାପଟ୍ଟୀ ଉପରେ ଆକ୍ରମଣ କରିଆସିଛି । ଗତ ରାତିରେ ମଧ୍ୟ ଗାଜା ଉପରେ ଇସ୍ରାଏଲ୍ ପକ୍ଷରୁ ଜୋରଦାର ବମ୍ ମାଡ କରାଯାଇଛି । ଏହି ଆକ୍ରମଣରେ ହମାସର ଜଣେ…
(video)ନିଜର ସକରାତ୍ମକ ଛବି ଉପସ୍ଥାପନ କରିବାକୁ ହମାସ ଜାରି କଲା ଏକ ଭିନ୍ନ ଭିଡିଓ, ସାରା ବିଶ୍ୱ ଚକିତ
ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଜାରି ଯୁଦ୍ଧ ମଧ୍ୟରେ ହମାସ ଏକ ଏପରି ଭିଡିଓ ଜାରି କରିଛି ଯାହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଆତଙ୍କବାଦୀ ଗୋଷ୍ଠୀଙ୍କ କିଛି…
ଆଜି ସୂର୍ଯ୍ୟ ପରାଗରେ ସୃଷ୍ଟି ହେଉଛି ତ୍ରିଗ୍ରହୀ ଯୋଗ, ଏହି ରାଶିଙ୍କ ଲାଗି ଅତ୍ୟନ୍ତ ଶୁଭ
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗର ବେଶ୍ ମହତ୍ତ୍ୱ ରହିଛି । ଆଜି ସୂର୍ଯ୍ୟ ପରାଗ ହୋଇଥିବାରୁ ୫୦ ବର୍ଷ ପରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେଉଛି । ସୂର୍ଯ୍ୟ ପରାଗରେ ଏଥର କନ୍ୟା ରାଶିରେ ସୂର୍ଯ୍ୟ, ଚନ୍ଦ୍ର ଓ ବୁଧ…
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଗୁଜୁରାଟ ଭୂକମ୍ପ ଝଟକା, ଜାଣନ୍ତୁ କେତେ ଥିଲା ତୀବ୍ରତା
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଅର୍ଥାତ୍ ୧୪ ଅକ୍ଟୋବରେରେ ବିଶ୍ୱକପର ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଗୁଜୁରାଟର ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି…
ବିଶ୍ୱର କ୍ଷୁଧା ତାଲିକାରେ ୧୨୫ ଦେଶ ମଧ୍ୟରୁ ୧୧୧ ନମ୍ବର ସ୍ଥାନରେ ଭାରତ: ରିପୋର୍ଟ
ନୂଆଦିଲ୍ଲୀ: ଅକ୍ଟୋବର ୧୨, ୨୦୨୩ ରେ ଦୁଇଟି ୟୁରୋପୀୟ ଏଜେନ୍ସି ଦ୍ୱାରା ପ୍ରକାଶିତ ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ ୧୨୫ ଦେଶ ମଧ୍ୟରେ ଭାରତ ୧୧୧ ସ୍ଥାନ ପାଇଛି। ଗତ ବର୍ଷ ତୁଳନାରେ ଭାରତ ଚାରିଟି ସ୍ଥାନ ହ୍ରାସ…
ଏଣିକି ୭୦ ଟଙ୍କାରେ ଦେଖିବେ ସିନେମା ! PVR ଓଟିଟି ପକ୍ଷରୁ ଲଞ୍ଚ ହେବ ସବସ୍କ୍ରିପସନ୍ ମଡେଲ୍
ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ମାତ୍ର ୭୦ ଟଙ୍କାରେ ପିଭିଆର ସିନେମାରେ ଫିଲ୍ମ ଦେଖିପାରିବେ । ଓଟିଟି ପରି ଟିଏଟରକୁ ଦର୍ଶକ ଆଣିବା ପାଇଁ ପିଭିଆର ଆଇନକ୍ସ ଏକ ସବସ୍କ୍ରିପସନ୍ ମଡେଲ୍ ଆଣିବାକୁ ଯୋଜନା କରିଛି ।
ଏହା…
ବାଙ୍କୀରେ ବଡ଼ ଧରଣର ଦୁର୍ଘଟଣା: ଟ୍ରକ ଧକ୍କାରେ ୨ ନାବାଳକ ଛାତ୍ର ମୃତ, ଜଣେ ଗୁରୁତର
ବାଙ୍କୀ: ବାଙ୍କୀରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି…
ଅକ୍ଟୋବର ୩୧କୁ ବୃଦ୍ଧି ପାଇଲା ମେଧାବୀଙ୍କ ମାଗଣା ଲାପଟପ୍ ପାଇଁ ଆବେଦନ ଅବଧି, ‘ଏକ୍ସ’ ରେ ସୂଚନା ଦେଲେ ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ୱର: ରାଜ୍ୟରେ ମେଧାବୀମାନଙ୍କୁ ବିଜୁ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ତେବେ ଏଥିପାଇଁ ଅବେଦନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି । ଯୋଗ୍ୟ…
ଆସନ୍ତା ୪ ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗରୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାବର୍ତ୍ତନ କରିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି…
(Video) ବାଥରୁମରେ ଲୁଚିଥିଲେ ଲୋକେ, ହମାସ ଆତଙ୍କବାଦୀମାନେ ବାହାରୁ ଚଳାଇଲେ ଗୁଳି, ଦେଖନ୍ତୁ ଭୟଙ୍କର ଭିଡିଓ
ନୂଆଦିଲ୍ଲୀ: ଇସ୍ରାଏଲ-ହାମାସ ଯୁଦ୍ଧକୁ ଆଠ ଦିନ ବିତିଗଲାଣି। ଅକ୍ଟୋବରରେ ୭ ତାରିଖରେ ଆତଙ୍କବାଦୀ ସଂଗଠନ ହାମାସ ଇସ୍ରାଏଲର ସୀମାରେ ପ୍ରବେଶ କରି ଏକ ହତ୍ୟାକାଣ୍ଡ ଘଟାଇଥିଲା। ଏହି ସମୟ ମଧ୍ୟରେ ସେମାନେ ପିଲା, ବୃଦ୍ଧ…