Browsing Category

Breaking News

ପାକିସ୍ତାନ ନୁହେଁ, ଏହି ଦେଶ ମଧ୍ୟ ଆତଙ୍କବାଦକୁ ଦେଉଛି ଶରଣ: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନଜ୍ଜରୀ ହତ୍ୟା ପରେ ଭାରତ ଏବଂ କାନାଡ଼ା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ତେବେ ଭାରତ-କାନାଡ଼ା ଭିତରେ ଜାରି ରହିଥିବା ଏହି ବିବାଦ ମଧ୍ୟରେ ଆମେରିକାରୁ ଏକ ବଡ଼ ବୟାନ…

ଅକ୍ଟୋବର ପହିଲାରୁ ଅନଲାଇନ୍ ଗେମିଂ ଉପରେ ୨୮% GST ଆଦାୟ କରିବେ ସରକାର: ସିବିଡିଟି ମୁଖ୍ୟ

ଓଡ଼ିଶା ଭାସ୍କର: ଏଣିକି ଅନଲାଇନ୍ ଗେମିଂ ଏବଂ ଘୋଡ଼ା ଚଢ଼ିବା ଉପରେ ୨୮ ପ୍ରତିଶତ GCT ଆଦାୟ କରିବେ ସରକାର। ଏନେଇ ସ୍ପଷ୍ଟ କରିଛନ୍ତି ସିବିଡିଟି ମୁଖ୍ୟ, ୫୧ତମ ଜିଏସଟି ପରିଷଦ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ…

ଆମକୁ ଖାଇବାକୁ ଦେଉନି BCCI… ବିଶ୍ୱକପ ପୂର୍ବରୁ ପାକିସ୍ତାନ ବୋର୍ଡ ଆଣିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପରେ ଭାରତ ମାଟିରେ ପାଦ ଥାପିଛି ପାକିସ୍ତାନ ଟିମ୍ । ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଭାରତ ଆସିଛି । ଏଠାରେ ଦଳକୁ ଭବ୍ୟ ସ୍ୱାଗତ…

କେଉଁ ବୟସରେ ସ୍ୱଇଚ୍ଛାରେ କରିପାରିବେ SEX? ଶାରୀରିକ ସମ୍ପର୍କ ପାଇଁ ସମ୍ମତିକୁ ନେଇ କ’ଣ କହିଲେ ବିଧି ଆୟୋଗ?

ନୂଆଦିଲ୍ଲୀ: ସ୍ୱଇଚ୍ଛାରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ଏହି ବୟସରେ ପରିବର୍ତ୍ତନ କରିବା ନେଇ କୋର୍ଟରେ ଆଲୋଚନା ହୋଇଛି । କିନ୍ତୁ ପୋକ୍ସୋ ଆକ୍ଟ ଅନୁସାରେ,…

(Video) ଯଦି ନିଜ ଚାରିପଟେ ଘୁରିବନି ପୃଥିବୀ… କ’ଣ ହେବ ଏହା ପରର ପରିସ୍ଥିତି? ନଷ୍ଟ ହୋଇଯିବ ଜୀବଜଗତ!

ପିଲାବେଳେ ବିଜ୍ଞାନ ବହିରେ ଆମେ ପଢିଛେ, ଦିନ ଏବଂ ରାତି କିପରି ଘଟେ । ବର୍ଷ କିପରି ବଦଳେ । ଏହି ପୂରା ପ୍ରକ୍ରିୟା ପୃଥିବୀର ଅକ୍ଷରେ ଘୂର୍ଣ୍ଣନ ଏବଂ ସୂର୍ଯ୍ୟର ଘୂର୍ଣ୍ଣନ ଉପରେ ନିର୍ଭର କରେ । ପୃଥିବୀ ସର୍ବଦା…

‘ଉଲଗ୍ନ ଫଟୋ ଦିଅ ନହେଲେ ବମ୍ ପକାଇ ଉଡାଇ ଦେବି’: ଗୋଟିଏ ଧମକରେ ବନ୍ଦ ହେଲା ସ୍କୁଲ, ଏୟାରପୋର୍ଟ, ହସ୍ପିଟାଲ, ସପିଂ ମଲ୍‌

ଓଡିଶା ଭାସ୍କର: ନାବାଳିକା ମାନେ ନଗ୍ନ ଫଟୋ ନ ପଠାଇବାରୁ ବିଭିନ୍ନ ସ୍ଥାନରେ ବୋମା ମାଡ କରିବାକୁ ଧମକ ଦେଇ ଗିରଫ ହେଲା ଯୁବକ । ସ୍କୁଲ ସମେତ ଅନେକ ସାର୍ବଜନୀନ ସ୍ଥାନରେ ୧୫୦ରୁ ଅଧିକ ନକଲି ବୋମା ରଖିଥିବା କଥା କହିବା…

ନୂଆ ଡିଜାଇନ ଜୋତା ପିନ୍ଧି ବିଶ୍ୱକପ ଖେଳୁଛନ୍ତି ବାବର: ପାକିସ୍ତାନୀ ଅଧିନାୟକଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଛି ୱାର୍ମ-ଅପ୍ ମ୍ୟାଚ । ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ-ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚରେ ଷ୍ଟାର କ୍ରିକେଟର ମହମ୍ମଦ ରିଜୱାନ ଶତକ…

ଏଣିକି ବିଛଣାରେ ପଡୁ ପଡୁ ଆସିଯିବ ନିଦ, ଆପଣାନ୍ତୁ ୬୦ ସେକେଣ୍ଡରେ ନିଦର ଏହି ସହଜ ଟ୍ରିକ୍‌

ବହୁତ ଲୋକ ଅଭିଯୋଗ କରିଥାନ୍ତି ଯେ, ରାତିରେ ବହୁ ସମୟ ବିଛଣାରେ ପଡିବା ପରେ ସେମାନଙ୍କ ଆଖିକୁ ନିଦ ଆସୁନାହିଁ । ନିଦ ନ ଆସିବା ପଛରେ ଆମର ଭୁଲ୍ ଜୀବନଶୈଳୀ ଅଧିକ ମାତ୍ରାରେ ଦାୟୀ । ଅଧିକ ସୁଗାର ଓ ଫ୍ୟାଟ୍ ବାଲା ଡାଏଟ୍…

ପିପିଏଫ୍ ଓ ସୁକନ୍ୟା ପରି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଘୋଷଣା କଲେ ସରକାର, ଜାଣିନିଅନ୍ତୁ କେତେ ବଢିଲା

ନୂଆଦିଲ୍ଲୀ: ପିପିଏଫ୍ ଓ ସୁକନ୍ୟା ପରି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସରକାର ସୁଧ ହାର ଘୋଷଣା କରି ଦେଇଛନ୍ତି । କେନ୍ଦ୍ର ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସ ଲାଗି ୫ ବର୍ଷୀୟ ପୋଷ୍ଟଅଫିସ୍ ରେଫରିଂ ଡିପୋଜିଟ୍ (ଆରଡି)…

ଭୁବନେଶ୍ୱରରେ ବନ୍ଦ ହେଲା ଏକ ନମ୍ବର ମାର୍କେଟ: କେତେ ଦିନ ଖୋଲିବନି ଦୋକାନ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଗହଳିପୂର୍ଣ୍ଣ ମାର୍କେଟ ୧ ନମ୍ବର ମାର୍କେଟ ଆଜିଠୁ ବନ୍ଦ ହୋଇଛି । ଭୁବନେଶ୍ୱରର ୧ ନମ୍ବର ହାଟର ସବୁ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାର୍କେଟ ବନ୍ଦ…