Browsing Category
Breaking News
ବାରବାଟୀ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ୍: ବିଧାନସଭାରେ କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର କଟକର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ…
ଆଖିବୁଜା ଗୁଳିମାଡ଼: ଜଣେ ଡାକ୍ତରଙ୍କ ସହ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଆଜିକାଲି ୟୁରୋପରେ ଗୁଳି ଓ ଛୁରାମାଡ଼ ଘଟଣା ବୃଦ୍ଧି ପାଇଛି। ପୁଣି ଥରେ ନେଦରଲ୍ୟାଣ୍ଡ, ୟୁରୋପରେ ଗୁଳିକାଣ୍ଡ ଘଟିଛି ଯେଉଁଥିରେ ତିନି ଜଣ ପ୍ରାଣ ହରାଇଛନ୍ତି। ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୋଲିସ…
ବାଘେଲ ସରକାରଙ୍କ ଘୋଷଣା: ୬୦ ବର୍ଷରୁ ଅଧିକ ଶ୍ରମିକ, କୃଷକ ପାଇବେ ୧୫୦୦ଟଙ୍କାର ପେନସନ୍
ରାୟପୁର : ଦାରିଦ୍ର୍ୟ କଣ ତାହା ବିଜେପି ବୁଝେନାହିଁ । କେବଳ ଲୋକଙ୍କୁ ଭୂତାଇ ଶ୍ରମିକମାନଙ୍କ ବିକାଶ ପାଇଁ ବିଜେପି ସରକାର କାମ କରୁଥିବା କହିଛନ୍ତି ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍ଗେ । ଗୁରୁବାର…
୨୪ ଘଣ୍ଟାରେ ଆଉ ଏକ ଲଘୁଚାପ, ୪ ଦିନ ପ୍ରବଳ ବର୍ଷା!
ଭୁବନେଶ୍ୱର : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି…
କେବୁଲ ଟେଲିଭିଜନ ନେଟ ୱାର୍କ ଆଇନ ୧୯୯୪ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସଂଶୋଧନ
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କେବୁଲ ଟେଲିଭିଜନ ନେଟୱାର୍କ ଆଇନ ୧୯୯୪ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି । ନୂଆ ବ୍ୟବସ୍ଥାରେ ମଲଟି ସିଷ୍ଟମ ଅପରେଟର (ଏମ୍ଏସ୍ଓ) କାରବାର…
ଆଇସିଏମଆର ରିପୋର୍ଟକୁ ନେଇ ବଡ଼ ଖୁଲାସା: ୫ ବର୍ଷରେ ଦୁଇଗୁଣା ହାରରେ ଅକାମୀ ହେଉଛି ଔଷଧ
ଓଡ଼ିଶା ଭାସ୍କର: ଭାରତରେ ଆଣ୍ଟିବାୟୋଟିକ ନିଷ୍କ୍ରିୟ ହେବା ହାର ବଢିବାରେ ଲାଗିଛି । ଆଇସିଏମଆରର ଏବେର ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଭାରତରେ ଆଣ୍ଟିବାୟୋଟିକ କାମ କରୁନଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି…
ମନୀଷ ମଲହୋତ୍ରା କରିବେ ଏୟାର ଇଣ୍ଡିଆ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍, ଫ୍ୟାଶନେବଲ୍ ହେବ ବିମାନ କର୍ମଚାରୀଙ୍କ ଲୁକ୍
ନୂଆଦିଲ୍ଲୀ: ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ଏୟାର ଇଣ୍ଡିଆର ପାଇଲଟ୍, ଫ୍ଲାଇଟ୍ ଷ୍ଟାଫ୍ ଏବଂ କ୍ୟାବିନ କ୍ରୁଙ୍କ ୟୁନିଫର୍ମ ଡିଜାଇନ୍ କରିବେ। ଆଜି ଏୟାର ଇଣ୍ଡିଆ ଏହାର ଅଫିସିଆଲ୍ ସାଇଟରେ ଘୋଷଣା କରିଛି…
ପଞ୍ଜାବରେ କୃଷକଙ୍କ ରେଳ ଧର୍ମଘଟ: ଫିରୋଜପୁରରେ ୧୮ଟି ଟ୍ରେନ୍ ବାତିଲ, ୩ ଦିନ ପାଇଁ ଜାରି ରହିବ ଆନ୍ଦୋଳନ
ଚଣ୍ଡିଗଡ଼: ପଞ୍ଜାବର ବିଭିନ୍ନ କୃଷକ ସଂଗଠନର ସଦସ୍ୟମାନେ ସେମାନଙ୍କ ଦାବି ପୂରଣ ପାଇଁ ଗୁରୁବାର ରେଳ ରୋକୋ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି କାରଣରୁ, ଫିରୋଜପୁର ଡିଭିଜନର ୧୮ ଟି ଟ୍ରେନକୁ ଅଟକା ଯାଇଛି। ଏଠାକୁ…
ଆଇସିସି ବିଶ୍ୱକପ୍-୨୦୨୩ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଦଳ ଘୋଷିତ: ଅଶ୍ୱିନଙ୍କୁ ସାମିଲ, ଅକ୍ଷରଙ୍କୁ ବାଦ
ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭାରତ ଦ୍ୱାରା ଆୟୋଜିତ ଦିନିକିଆ ବିଶ୍ୱକପ୍ । ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହାପୂର୍ବରୁ ଦୁଇ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବେ ସମସ୍ତ ୧୦ଟି ଟିମ। ଏହି…
ଉଜୟିନୀ ୧୨ ବର୍ଷୀୟ ଝିଅ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ସର୍ଟ ଏନକାଉଁଣ୍ଟରରେ ଗୁରୁତର, ଦୁଇ ପୋଲିସ ମଧ୍ୟ ଆହତ
ଉଜୟିନୀ: ଉଜୟିନୀରେ ୧୨ ବର୍ଷର ଝିଅ ସହ ଦୁଷ୍କର୍ମ କରିିଥିବା ଅଭିଯୁକ୍ତ ଭରତ ସୋନୀକୁ ସର୍ଟ ଏନକାଉଁଣ୍ଟର କରାଯାଇଛି । ଏଥିରେ ସେ ଆହତ ହୋଇଛି । ପୋଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ଯାଇଥିଲେ । ଏହାରି ମଧ୍ୟରେ…