Browsing Category

Breaking News

ଗୋଟିଏ କି ଦୁଇଟି ନୁହେଁ ଏହି ଅଭିନେତା ଗୋଟିଏ ଫିଲ୍ମରେ କରିଥିଲେ ୪୫ ଚରିତ୍ର, ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ରହିଛି ନାମ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତାଙ୍କ ବିଭିନ୍ନ କାରନାମା ବିଷୟରେ ତ ଆପଣମାନେ ଶୁଣିଥିବେ । କେହି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି ତ ଆଉ କେହି ସବୁଠାରୁ ବଡ ଷ୍ଟାର ପାଲଟି ଯାଇଛି । କିନ୍ତୁ ଆପଣ ଏପରି ଜଣେ ଦକ୍ଷିଣ…

‘ହ୍ୟାରି ପୋଟର୍’ ର ‘ଡମ୍ବଲଡୋର’ ସାର୍ ମାଇକେଲ୍ ଗମ୍ବୋନଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ହଲିଉଡ ଚଳଚ୍ଚିତ୍ର 'ହ୍ୟାରି ପୋଟର୍'ରେ ଆଲବସ୍ ଡମ୍ବଲଡୋର ଭୂମିକାରେ ଅଭିନୟ କରିଥିବା ଅଭିନେତା ସାର୍ ମାଇକେଲ୍ ଗାମ୍ବନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ବାସ୍ତବରେ ଅଭିନେତାଙ୍କର…

ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର

ଭୁବନେଶ୍ବର: ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର । ବିଧାନସଭାରେ ମୋହନ ମାଝୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର । ସର୍ବାଧିକ ୪ଟି ନୂଆ ଜିଲ୍ଲା ଦାବି ଗଂଜାମ ଜିଲ୍ଲାରୁ ଆସିଛି । ଘୁମୁସର,…

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, କାର୍ଯ୍ୟାନୁଷ୍ଠାନ ସ୍ୱରୁପ ନିଲମ୍ବିତ କଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବିଧାନସଭାରେ ବିରୋଧୀ ବିଧାୟକଙ୍କ ଅଜବ କାରନାମା ଦେଖିବାକୁୁ ମିଳିଥିଲା । ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ପ୍ର୍ରଥମେ ହୋହାଲ୍ଲା କରିଥିଲେ ଓ ପରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ; ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା!

ଭୁବନେଶ୍ୱର: ମିଆଁମାର ଏବଂ ଏହାକୁ ଲାଗି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେଲ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ…

I.N.D.I.Aକୁ ପଞ୍ଜାବରେ ବଡ଼ ଝଟକା: ସୁଖପାଲ ସିଂହ ଖଇରାଙ୍କ ଗିରଫ ପରେ ଆପ-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ପଞ୍ଜାବରେ I.N.D.I.A ମେଣ୍ଟ ପାଇଁ କଂଗ୍ରେସ ନେତା ସୁଖପାଳ ସିଂହ ଖଇରାଙ୍କ ଗିରଫ ହେବା ନେଇ ଅନେକ ସମସ୍ୟା ସୃଷ୍ଟି କରିଛି । ଭଗବନ୍ତ ମାନ ଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟରେ ପୋଲିସ ଗୁରୁବାର ଦିନ…

(video)କୁଲି ପରେ ଏବେ ବଢେଇ ଅନ୍ଦାଜରେ ରାହୁଲ ଗାନ୍ଧୀ, ହାତୁଡି ଧରି ଶିଖିଲେ ବଢେଇ କାମ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ରାହୁଲ ଗାନ୍ଧୀଙ୍କ ବଢେଇ କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କିଛିଦିନ ପୂର୍ବରୁ ରାହୁଲ ଗାନ୍ଧୀ କୁଲି ବେଶରେ ଷ୍ଟେସନରେ…

ଏସିଆନ ପେଣ୍ଟସର ସହ-ସଂପାଦକ ଅଶ୍ୱିନ ଦାନୀଙ୍କ ପରଲୋକ, ୭୯ ବର୍ଷରେ ବୁଜିଲେ ଆଖି

ନୂଆଦିଲ୍ଲୀ: ଏସିଆନ ପେଣ୍ଟସର ସହ-ସଂପାଦକ ଅଶ୍ୱିନ ଦାନୀଙ୍କ ଗୁରୁବାର ଦିନ ପରଲୋକ ଘଟିଛି । ୨୮ ସେପ୍ଟେମ୍ବରରେ ଅଶ୍ୱିନ ଦାନୀ ୭୯ ବର୍ଷରେ ଆଖି ବୁଜିଛନ୍ତି । କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାମ…

ଦୂଆରଶୁଣୀ ଘାଟିରେ ଦୁର୍ଘଟଣା,୨ ବାଇକ୍‌ ଆରୋହୀ ମୃତ

ବାରିପଦା: ଦୂଆରଶୁଣୀ ଘାଟିରେ ଦୁର୍ଘଟଣା । ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ । ଏନ୍ଏଚ୍ ୪୯ ଦୂଆରଶୁଣୀ ଘାଟିରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ହଇଥିବା ସୂଚନା ।…

କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ, ଜାଣନ୍ତୁ ପୂର୍ବଜଙ୍କୁ ପ୍ରସନ୍ନ କରିବାକୁ କ’ଣ କରିବା ଓ ନ କରିବା ଉଚିତ

ନୂଆଦିଲ୍ଲୀ:ପିତୃପକ୍ଷ ଅର୍ଥାତ୍ ଶ୍ରାଦ୍ଧପକ୍ଷ ଭାଦ୍ରବ ମାସ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ପିତୃମୋକ୍ଷମ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ । ୨୯ ସେପ୍ଟେମ୍ବର ଅର୍ଥାତ୍ କାଲିଠାରୁ ଏହି ପିତୃପକ୍ଷ ଆରମ୍ଭ ହେଉଛି ଯାହା ୧୪…