
Browsing Category
Breaking News
ହମସଫର ଏକ୍ସପ୍ରେସ୍ ଟ୍ରେନରେ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ଅଗ୍ନିକାଣ୍ଡର ବେଳର ଭିଡିଓ
ଓଡ଼ିଶା ଭାସ୍କର: ଗୁଜରାଟର ତିରୁଚିରାପଲ୍ଲୀରୁ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚଳାଚଳ କରୁଥିବା ହମସଫର ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନ୍ ରେ ହୋଇଥିବା ଅଗ୍ନିକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ…
ଦେଶରେ ପ୍ରଥମ: ସମ ହସ୍ପିଟାଲରେ ରୋବୋଟିକ୍ ସର୍ଜରୀ ସିଷ୍ଟମ, ଯନ୍ତ୍ରଣା କମିବା ସହ ରୋଗୀ ଶୀଘ୍ର ଡିସଚାର୍ଜ ହେବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ପ୍ରଥମ ମେଡିକାଲ କଲେଜ ଭାବେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ରୋବୋଟିକ୍ ସିଷ୍ଟମ ଦ୍ୱାରା ଆଣ୍ଠୁ ପ୍ରତିରୋପଣ ବା…
(video)ଆକାଶରୁ ବର୍ଷିଲା ପ୍ରଳୟ, ଘର ଠାରୁ ଆରମ୍ଭ କରି ଯାନବାହନ ସବୁକିଛି ବୁୁଡିଗଲା
ନାଗପୁର: ମହାରାଷ୍ଟ୍ର ନାଗପୁରରେ ଆକାଶରୁ ଯେପରି ପ୍ରଳୟ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଏତେମାତ୍ରାରେ ବର୍ଷା ହୋଇଛି ଯେ, ଘର, ବଜାର, ଯାନବାହନ ସବୁକିଛି ପାଣିରେ ବୁଡି ଯାଇଛି । ସ୍ଥିତି ଏପରି ହୋଇଛି ଯେ,…
ଜାନୁଆରୀରେ ୪ ପ୍ରତିଶତ ବୃଦ୍ଧି ସହିତ ୫୦ ପ୍ରତିଶତ ଟପିଯିବ ମହଙ୍ଗା ଭତ୍ତା, କେବେ ଗଠିତ ହେବ ୮ମ ବେତନ କମିଶନ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁଲାଇ ମାସ ପ୍ରାରମ୍ଭରୁ ୪ ପ୍ରତିଶତ ଡିଏ ବୃଦ୍ଧି ପ୍ରଦାନ କରାଯିବ । ଏଥର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ ପ୍ରତିଶତରେ ପହଞ୍ଚିବ ବୋଲି…
ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମରେ ଚାକିରି ସୁଯୋଗ: ସେପ୍ଟେମ୍ବର ୨୪ ଆବେଦନର ଅନ୍ତିମ ତାରିଖ
ଓଡ଼ିଶା ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀମାନେ ଓଡ଼ିଶାରେ ରହି କାର୍ଯ୍ୟ କରିପାରିବେ । ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି…
ସେପ୍ଟେମ୍ବର ୨୪ରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଓଡ଼ିଶାର କେଉଁ ରୁଟ୍ ଦେଇ ଗଡ଼ିବ ଟ୍ରେନ୍ ?
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ସେପ୍ଟେମ୍ବର ୨୦୨୩ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୯ଟି ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ନୂତନ ବନ୍ଦେ ଭାରତ…
୨୦୨୬ରେ କେତେ ହେବ ଓଡ଼ିଶାର ବିଧାନସଭା ଓ ଦେଶର ଲୋକସଭା ଆସନ ଆସନ ସଂଖ୍ୟା ?
ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଦେଶର ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବଢିବ । କିନ୍ତୁ ଏଥିପାଇଁ ଆମକୁ ୨୦୨୯ ଲୋକସଭା…
ଆଉ ଠକି ପାରିବେନି ମେଡିକାଲ କର୍ମୀ ! ଚଳିତମାସ ଶେଷ ସୁଦ୍ଧା ସବୁ ମେଡ଼ିକାଲରେ ଲାଗୁ ହେବ ବାୟୋମେଟ୍ରିକ୍ ବ୍ୟବସ୍ଥା
ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ଏବଂ ରାଉରକେଲା ଆଇ.ଜି.ଏଚ୍. ସମେତ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଚଳିତମାସ ଶେଷ ସୁଦ୍ଧା ଲାଗୁ କରାଯିବ ।…
ଧାର୍ଯ୍ୟ ହେଲା ବସ୍ ପାର୍କିଂ ଦର: ଜାଣନ୍ତୁ କେତେ ଦେବାକୁ ପଡିବ ଦେୟ
କଟକ: କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଗୁଡ଼ିକ ପାଇଁ ନୂଆ ଦେୟ ଧାର୍ଯ୍ୟ କରାଯାଇଛି । ଏକଘଣ୍ଟାରୁ ୬ ଘଣ୍ଟା ପର୍ଯ୍ୟନ୍ତ ଟର୍ମିନାଲ୍ରେ ବସ୍ ରହଣି ପାଇଁ ୫୦ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୭୫ ଟଙ୍କା ଏବଂ ୧୨ରୁ ୨୪…
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ ଏକ ନିର୍ବାଚନ’ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ: ଏକ୍ ଦେଶ- ଏକ୍ ନିର୍ବାଚନ କମିଟିର ପ୍ରଥମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ଗତ ୨ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର ଏକ ୮ ଜଣିଆ କମିଟି…