Browsing Category
Breaking News
ଲୁଟ! ବନ୍ଧୁକ ଦେଖାଇ ନେଇଗଲେ 12 ଭରି ସୁନା
ସୁନ୍ଦରଗଡ: ବନ୍ଧୁକ ଦେଖାଇ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡର ସଦର ଥାନା କନ୍ଦାବାହାଲ ଗାଁରେ। ବିଳମ୍ବିତ ରାତିରେ 7ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଘରେ ପରି ଘର ଲୋକଙ୍କୁ…
ସାବଧାନ! ନକଲି ଲୋନ ଆପ୍ରୁ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ, ସରକାର ତୁରନ୍ତ ଡିଲିଟ କରିବାକୁ ଦେଲେ ଆଲର୍ଟ
ନୂଆଦିଲ୍ଲୀ: ଭାରତ ସରକାର ନାଗରିକମାନଙ୍କୁ ନକଲି ଲୋନ ଆପ୍ଲିକେସନଗୁଡ଼ିକ ସମ୍ପର୍କରେ ସତର୍କ କରିଛନ୍ତି, ଯେଉଁଗୁଡ଼ିକ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିପାରେ। ସାଇବର ଅପରାଧୀମାନେ ଏହି ନକଲି ଆପ୍ଗୁଡ଼ିକ…
ପହିଲି ରଜ ପରଠାରୁ ଏହି 5 ରାଶିରେ ଲାଗିବ ଲଟେରୀ, ଆକସ୍ମିକ ହେବ ଧନ ବର୍ଷା !
ଓଡ଼ିଶା ଭାସ୍କର: ରଜ ସଂକ୍ରାନ୍ତି 15 ଜୁନ୍ 2025 ସକାଳ 6 ଟା 52 ମିନିଟରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ଚଳନ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା, ଆତ୍ମବିଶ୍ୱାସ,…
ପୁଣି ଡାଉନ ହେଲା Xର ସର୍ଭିସ , ଲଗଇନ ଓ ପୋଷ୍ଟିଂରେ ସମସ୍ୟା; ୬ ହଜାରରୁ ଅଧିକ ଉପଭୋକ୍ତାଙ୍କ ଅଭିଯୋଗ
ନୂଆଦିଲ୍ଲୀ/ଓ୍ଵାସିଂଟନ: ଏଲନ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ଵିଟର) ଆମେରିକାରେ ଡାଉନ ହୋଇଛି। ଲଗଇନ କରିବା ଏବଂ ପୋଷ୍ଟ କରିବାରେ ସମସ୍ୟା ଦେଖାଦେଇଥିବା ନେଇ ୬ ହଜାରରୁ ଅଧିକ…
ନାଇଜେରିଆରେ ଗଣହତ୍ୟା: ଗୁଳିମାଡ଼ କଲେ, ବନ୍ଦ କୋଠରୀରେ ଜୀଅନ୍ତା ଜାଳିଦେଲେ, 100ରୁ ଉର୍ଦ୍ଧ୍ବ ମୃତ
ନୂଆଦିଲ୍ଲୀ: ନାଇଜେରିଆର ବେନୁଆ ଅଞ୍ଚଳରେ ହିଂସା । କୋଠରୀରେ ବନ୍ଦ କରି ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ଏଭଳି ନିର୍ମମ ଭାବରେ 100 ରୁ ଉର୍ଦ୍ଧ୍ବ ଲୋକଙ୍କୁ ହତ୍ୟା କରାଯାଇଛି । ନାଇଜେରିଆର କେନ୍ଦ୍ରୀୟ ବେନୁଏ…
ବାଙ୍କୀରେ ବ୍ୟାପୁଛି ଝାଡ଼ାବାନ୍ତି, 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ
କଟକ: ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । 50ରୁ ଅଧିକ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 13 ଆକ୍ରାନ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ପାଇବା ପରେ…
ଯୁବକଙ୍କୁ ତଣ୍ଟି ଚିପି ହତ୍ୟା, 2 ଅଭିଯୁକ୍ତ ଅଟକ
ବଲାଙ୍ଗୀର: ଯୁବକଙ୍କୁ ତଣ୍ଟିଚିପି ହତ୍ୟା। ଏହି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଖପ୍ରାଖୋଲ ଥାନା ଦେଦର୍ହ ଗାଁରେ। ସାମାନ୍ୟ ମୋବାଇଲ ଛଡାଇ ନେଇଯିବାରୁ ଜଣେ ଯୁବକଙ୍କୁ ଗାଳି ଗୁଲଜ କରି…
ଇରାନ-ଇସ୍ରାଏଲ ଉତ୍ତେଜନାକୁ ନେଇ ଆଲର୍ଟରେ ଆମେରିକା, ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ
ୱାଶିଂଟନ: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି, ଆମେରିକା ତାର ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଏହି ପରାମର୍ଶରେ କୁହାଯାଇଛି ଯେ, ବର୍ତ୍ତମାନ ଇରାନରେ ଥିବା ସମସ୍ତ…
ପୁଣିଥରେ ହେଲିକପ୍ଟର ଦୁର୍ଘଟଣା, 7 ମୃତ
ଉତ୍ତରାଖଣ୍ଡ: ଆର୍ଯ୍ୟାନ ଏଭିଏସନର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ । ଗୁପ୍ତକାଶୀକୁ ଯାଉଥିବା ସମୟରେ କେଦାରନାଥ ନିକଟରେ ଥିବା ଗୌରୀକୁଣ୍ଡ ଜଙ୍ଗଲରେ ଘଟିଯାଇଛି ଏହି ଦୁର୍ଘଟଣା।
ଏଥିରେ ପାଇଲଟଙ୍କ ସମେତ 7ଜଣ ଯାତ୍ରୀ…
5 ଦିନରେ 3ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, କାନାଡାରେ G7 ବୈଠକରେ ହେବେ ସାମିଲ
ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 5 ଦିନିଆ ବିଦେଶ ଗସ୍ତ । ଅପରେସନ ସିନ୍ଦୂର ପରେ ପିଏମଙ୍କ ପ୍ରଥମ ବିଦେଶ ଗସ୍ତ । କାନାଡ଼ା, କ୍ରୋଏସିଆ ଓ ସାଇପ୍ରସ ଗସ୍ତରେ ଯିବେ ମୋଦି । କାନାଡ଼ାରେ ଆୟୋଜିତ G7 ବୈଠକରେ…