CHARIDHAM
Browsing Category

Breaking News

ମଝି ଆକାଶରେ ୨ ବିମାନର ମୁହାଁମୁହିଁ ଧକ୍କା; କ୍ୟାମେରାରେ କଏଦ ହେଲା ଏହି ବେଳର ଦୃଶ୍ୟ, ୨ ପାଇଲଟ ମୃତ

ୱାଶିଂଟନ; ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ୧୭ ସେପ୍ଟେମ୍ବର ରବିବାର ଦିନ ନେଭାଡାର…

ଆରମ୍ଭ ହେଲା ସଂସଦର ବିଶେଷ ଅଧିବେଶନ, ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସାରା ବିଶ୍ୱର ଦୃଷ୍ଟି ଏବେ ଭାରତ ଉପରେ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ସଂସଦର ବିଶେଷ ଅଧିବେଶନ । ପ୍ରଥମ ଦିନରୁ ଇଣ୍ଡିଆ ଗଠବନ୍ଧନ ଚର୍ଚ୍ଚାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ଅଧିବେଶନ ଆରମ୍ଭରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଜି୨୦ ସମ୍ମିଳନୀର ସଫଳ…

ଦଶମ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ସେନାରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି: ଆଜିଠୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦଶମ ପାସ୍ କରିବା ପରେ ସେନା ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ମୁଖ୍ୟାଳୟ ସାଉଥ୍ କମାଣ୍ଡ (ଆର୍ମି) ଏନଟିଏମ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ…

ଆଇଆଇଟିରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୨ ଲକ୍ଷରୁ ଅଧିକ ଦରମା, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ୟୁଜି ଏବଂ ପିଜି ଡିଗ୍ରୀ ପରେ ସରକାରୀ ଚାକିରି ଖୋଜୁଥିବା ଯୁବକଯୁବତୀମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଅଣ-ଶିକ୍ଷକ କର୍ମଚାରୀ ପଦବୀରେ ନିଯୁକ୍ତି ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି…

BMC କାର୍ଯ୍ୟାଳୟ ଘେରିଲେ ବସ୍ତି ଲୋକ : ଆଲୋଚନା ପାଇଁ ଡାକିଲେ ମେୟର

ଭୁବନେଶ୍ୱର : ଆବାସ ଯୋଜନାକୁ ନେଇ ବସ୍ତିର ଲୋକେ ମେୟରଙ୍କ ସାମ୍ନାରେ ଅଭିଯୋଗ ରଖିଛନ୍ତି । ଆବାସ ଯୋଜନା ପାଇବାରୁ ବଞ୍ଚିତ ଅଭିଯୋଗ ନେଇ ପ୍ରାୟ ୫୦ ପରିବାରର ଲୋକେ BMC କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ସୂଚନା…

ଐତିହାସିକ ନିଷ୍ପତି ପାଇଁ ସ୍ୱତନ୍ତ୍ର ଅଧିବେଶନ ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୧ଟାରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ

ଓଡିଶା ଭାସ୍କର; ଆଜିଠୁ ଆରମ୍ଭ ହେଉଛି ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା,…

ଏହି ସ୍ମାର୍ଟ ଅଣ୍ଡରୱିୟର ମାଧ୍ୟମରେ ମୋବାଇଲ ରେଡିଏସନରୁ ବଞ୍ଚିପାରିବେ ଆପଣ: ମାତ୍ର ୧୦୦୦ ଟଙ୍କାରେ ଅନଲିମିଟେଡ ସେଫ୍ଟି

ମୋବାଇଲ୍ ରେଡିଏସନର ବିପଦକୁ ଏଡାଇବା ପାଇଁ ଫ୍ରାନ୍ସ ଆଇଫୋନ୍ ୧୨ ବିକ୍ରୟ ବନ୍ଦ କରି ଦେଇଛି । ଏହି ଆପଲ୍ ଫୋନ୍ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ରେଡିଏସନ ନିର୍ଗତ କରୁଛି । ବେତାର ଉପକରଣରୁ ବାହାରୁଥିବା…

ଆଜି ଦିଲ୍ଲୀରେ ସମ୍ପନ୍ନ ହେବ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟାଙ୍କ…

ଭୁବନେଶ୍ୱର; ଆଜି ଦିଲ୍ଲୀରେ ସମ୍ପନ୍ନ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ। ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼…

ଖାଲି କ୍ଷୀର ନୁହେଁ ସେଥିରେ ଗୁଡ଼ ମିଶାଇ ପିଅନ୍ତୁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ

ଓଡିଶା ଭାସ୍କର; ‘ହେଲ୍‌ଥ ଇଜ ୱେଲଥ୍‌’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ। କୌଣସି କାର୍ୟ୍ୟକୁ…

ଚିନ୍ତାରେ ସୁନ୍ଦରଗଡ଼ : ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ, ପୁଣି ୩ ଆକ୍ରାନ୍ତ

ସୁନ୍ଦରଗଡ଼ : ଦିନକୁ ଦିନ ସୁନ୍ଦରଗଡ଼ର ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଗତକାଲି ୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପୁଣି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩କୁ ଛୁଇଁଛି ।…