CHARIDHAM
Browsing Category

Breaking News

Big Breaking: ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଆଉ ୪ଟି ଗେଟ ଖୋଲିବା ଖବର ସାମ୍ନାକୁ ଆସିଛି । ଏବେ ଏହାକୁ ମିଶାଇ ୧୪ଟି ଗେଟ୍ ଦେଇ ନିଷ୍କାସନ କରୁଛି ବନ୍ୟା ଜଳ । ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ଯୋଗୁଁ ଏପରି…

ଏହି ଦିନ ଠାରୁ ୨୦୦୦ ଟଙ୍କା ନୋଟ ନେବେନି ଇ-କମର୍ସର ବଡ଼ କମ୍ପାନୀ! ଜାଣନ୍ତୁ ଜମା କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ଇ-କମର୍ସର ବଡ଼ କମ୍ପାନୀମାନେ କ୍ୟାସ ଅନ ଡେଲିଭରୀ ସମୟରେ ୨୦୦୦ଟଙ୍କା ନୋଟ ନେବାକୁ ନେଇ ଅଦ୍ୟତନ ଜାରି କରିଛନ୍ତି । କମ୍ପାନୀ କହିଛି ଯେ, ୧୯ ସେପ୍ଟେମ୍ବରରୁ ସେମାନେ କ୍ୟାସ ଅନ ଡେଲିଭରୀରେ ୨୦୦୦ ଟଙ୍କା ନୋଟ…

ଡ୍ୟୁଟିରେ ଥିବା ବେଳେ ଆତ୍ମହତ୍ୟା କଲେ ମହିଳା କନେଷ୍ଟବଳ, ସୁଇସାଇଡ୍‌ ନୋଟରେ ଲେଖିଲେ ଏପରି କାରଣ

ବିହାର : ବିହାର ସମସ୍ତିପୁର ପୋଲିସ କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଥିବା ଜଣେ ମହିଳା କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି । ସେ କଣ୍ଟ୍ରୋଲ ରୁମକୁ ବାହାର ପଟୁ ବନ୍ଦ କରି ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ…

ଦର ବୃଦ୍ଧିକୁ ନେଇ ଖାଉଟି ନିରାଶ : ହରଡ଼ ଡାଲି ଛୁଇଁବ ଦୁଇ ଶହ

ନୂଆଦିଲ୍ଲୀ : ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି । ଦର ବୃଦ୍ଧି ହେବା ଦ୍ୱାରା ଲୋକେ ଅନେକ ଆର୍ଥୀକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଦର ବୃଦ୍ଧି ଦ୍ୱାରା ମାଧ୍ୟବିତ ଲୋକମାନେ…

ମର୍ମନ୍ତୁଦ ଦୁର୍ଘଟଣା: ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ବିହାର : ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ବାଗମତି ନଦୀରେ ଏକ ଡଙ୍ଗା ଓଲଟି ଯାଇଛି । ଏହି ଡଙ୍ଗାଟି ଛୋଟ ପିଲାଙ୍କୁ ନେଇ ସ୍କୁଲରେ ଛାଡିବାକୁ ଯାଉଥିଲା । ସୂଚନା ଅନୁସାରେ ଡଙ୍ଗାରେ ୩୪…

ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାକୁ ଏ ଅଫିସରୁ ସେ ଅଫିସ୍ ଚକ୍କର କାଟୁଛନ୍ତି ବ୍ୟକ୍ତି, କାର୍ଯ୍ୟରୁ ମୁକ୍ତ କରିବା ବଦଳରେ ଜୀବନରୁ ମୁକ୍ତ…

ନୂଆଦିଲ୍ଲୀ:  ‘ସାହେବ, ମୁଁ ଏବେ ବି ବଞ୍ଚିଛି’ ଏହି କେତୋଟି ଶବ୍ଦ ଉତ୍ତରପ୍ରଦେଶ ଦେବରିଆ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରାଜେନ୍ଦ୍ର ଶୁକ୍ଳାଙ୍କର ଯିଏ ଗତ ୩ ମାସ ଧରି ନିଜ ଦରମା ଲାଗି ବିଭିନ୍ନ ଅଫିସରଙ୍କ…

ଅଗଷ୍ଟ ମାସରେ ହୋଲ୍‌ସେଲ୍ ମୁଦ୍ରାସ୍ଫୀତି ଜୁଲାଇ ତୁଳନାରେ ବୃଦ୍ଧି

ନୂଆଦିଲ୍ଲୀ: ଅଗଷ୍ଟ ପାଇଁ ହୋଲସେଲ ମୁଦ୍ରାସ୍ଫୀତି ଆକଳନ ଆସିଛି ଏବଂ ଜୁଲାଇ ତୁଳନାରେ ଏହା ବୃଦ୍ଧି ପାଇଛି । ଅଗଷ୍ଟରେ ହୋଲସେଲ ମୁଦ୍ରାସ୍ଫୀତି ହାର -୦.୫୨ ପ୍ରତିଶତ ରହିଛି ଯାହା ଜୁଲାଇରେ -୧.୩୬ ପ୍ରତିଶତ ଥିଲା । ଯଦି…

ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା ସ୍କର୍ପିଓ : ଘଟଣାସ୍ଥଳରେ ଚାଳକ ମୃତ

କରଞ୍ଜିଆ : ଦିନକୁ ଦିନ ଦୁର୍ଘଟଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ସହିଭଳି ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା…

ଏହି ସ୍କୁଲରେ ଡ୍ରପଆଉଟ୍ ରେଟ୍ ଶୂନ, କାରଣ ଜାଣିଲେ ଆପଣ ବି ପ୍ରଶଂସା ନ କରି ରହିପାରିବେନି

ନୂଆଦିଲ୍ଲୀ: ଦୁନିଆର ସବୁ ପିଲାଙ୍କ ଲାଗି ଶିକ୍ଷା ବହୁତ ଜରୁରୀ ହୋଇଥାଏ । ଏକ ଶିଶୁ ଶିକ୍ଷା ଲାଭ କରି ହିଁ ସମାଜ ପାଇଁ କିଛି କରିପାରିବ । ଯେଉଁ ଦେଶରେ ଶିକ୍ଷାର ହାର ଯେତେ ଅଧିକ ସେହି ଦେଶ ସେତେ ଉନ୍ନତି କରି ପାରିଥାଏ…

ଗରିବଙ୍କ ପାଇଁ ଦେଶରେ ଗଡିିବ ‘ବନ୍ଦେ ସାଧାରଣ’ ଟ୍ରେନ୍ , ଯାତ୍ରୀ ଭଡା କମ୍ ରହିଲେ ବି ବନ୍ଦେ ଭାରତ ଏକ୍ସପ୍ରେସ୍ ଭଳି ମିଳିବ ବହୁ ସୁବିଧା

ନୂଆଦିଲ୍ଲୀ: ଭାରତର ସେମି ହାଇସ୍ପିଡ୍ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ସମସ୍ତ ବଡ ସହର ସହ ଯୋଡି ହୋଇଯାଇଛି । ବନ୍ଦେ ଭାରତ ଟ୍ରେନରେ ବିଭିନ୍ନ ପ୍ରକାର ସୁବିଧା ରହିଥିବାରୁ ଏଥିରେ ଲୋକଙ୍କୁ ଯାତାୟତ କରିବା ବେଶ୍…