Browsing Category

Breaking News

ଇସ୍ରାଏଲ ପଛରେ ଢାଲ ପରି ଛିଡ଼ା ହୋଇଛି ଆମେରିକା, ଇରାନୀ କ୍ଷେପଣାସ୍ତ୍ରକୁ ଅଟକାଇବାରେ କରୁଛି ସାହାଯ୍ୟ: ରିପୋର୍ଟ

ତେଲ ଆବିବ/ୱାସିଂଟନ: ଇରାନ ଦ୍ୱାରା ଇସ୍ରାଏଲ ଉପରେ ଆରମ୍ଭ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣକୁ ଅଟକାଇବାରେ ଆମେରିକା ସକ୍ରିୟ ଭାବେ ସାହାଯ୍ୟ କରୁଛି ବୋଲି ଶୁକ୍ରବାର ଏକ ରିପୋର୍ଟରୁ ଜଣାପଡ଼ିଛି।…

ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ

ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ…

ଯାଜପୁର, ଭଦ୍ରକରେ ଭୟଙ୍କର ହେଲା ଡାଇରିଆ; ୮ ‘କଲେରା’ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମୋଟ ୮ ଜଣ କଲେରାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, ସଂଗୃହୀତ ୪୧ଟି ମଳ ନମୁନା ମଧ୍ୟରୁ ୮ଟି କଲେରା ପାଇଁ ପଜିଟିଭ୍ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ…

ହାତୀ ଆକ୍ରମଣରେ ଓଡ଼ିଶାରେ ଆଉ ୩ ଜଣଙ୍କ ମୃତ୍ୟୁ, ଗତ ସପ୍ତାହରେ ରାଜ୍ୟ ସରକାର ନେଇଥିଲେ ବଡ ନିଷ୍ପତ୍ତି

ଭୁବନେଶ୍ୱର: ଶନିବାର କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ପୃଥକ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗୁଆଲି ପଞ୍ଚାୟତରେ ଏକ ବଣୁଆ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରର ଯୋଡା ବ୍ଲକ…

ଆଜି ପହିଲି ରଜ, ପୋଡ଼ ପିଠା ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା…

୩ ମାସରେ ରିପୋର୍ଟ ଦିଅ: ବିମାନ ଦୁର୍ଘଟଣା ତଦନ୍ତ ପାଇଁ ହେବ କମିଟି

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାର ତଦନ୍ତ ପାଇଁ କମିଟି ଗଠିତ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗଠିତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ କମିଟିର ଅଧ୍ୟକ୍ଷ । ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ…

Air India Planeକୁ ବୋମାରେ ଉଡାଇଦେବାର ଧମକ: ଥାଇଲ୍ୟାଣ୍ଡରେ ବିମାନ କଲା ଜରୁରୀ ଅବତରଣ

ଫୁକେଟ: ଥାଇଲ୍ୟାଣ୍ଡର ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ ନମ୍ବର AI 379) ଶୁକ୍ରବାର ଦିନ ବୋମା ଧମକ ପାଇବା ପରେ ଫୁକେଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।…

ଦ୍ରୁତ ଗତିରେ ଆସି ସାମ୍ନା ପଟରୁ ବାଇକକୁ ଧକ୍କା ଉପରେ ମାଡ଼ିଗଲା ଟ୍ରକ୍, ନାବାଳିକା ସମେତ ୩ ମୃତ

ଭୁବନେଶ୍ୱର: ଶୁକ୍ରବାର କେନ୍ଦୁଝର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ଏବଂ ଜଣେ ନାବାଳକ ବାଳକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା କେନ୍ଦୁଝର ସଦର ଅଞ୍ଚଳରେ ଅପରାହ୍ନରେ ଘଟିଛି। ମୃତକମାନେ ହେଉଛନ୍ତି…

ତିନିଦିନ ରଜରେ ପ୍ରବଳ ଢାଳିବ ବର୍ଷା, ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଚେତାବନୀ

ଭୁବନେଶ୍ୱର: ଗଣପର୍ବ ରଜ ଉତ୍ସବକୁ ବର୍ଷା ମାନ୍ଦା କରିପାରେ। ଭାରତୀୟ ପାଣିପାଗ ବିଭାଗ ଜୁନ ୧୭ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପୂର୍ବାନୁମାନ କରିଛି। ତିନିଦିନିଆ ପର୍ବ ଜୁନ ୧୪ରେ ପହିଲି ରଜରୁ…

ଅହମଦାବାଦ ବିମାନ ଦୁର୍ଘଟଣା ପରେ Air Indiaର ସମସ୍ତ ବୋଇଂ ବିମାନର ହେବ ସୁରକ୍ଷା ଯାଞ୍ଚ: DGCAର ଘୋଷଣା

ଅହମଦାବାଦ: ଗୁରୁବାର ଅହମଦାବାଦର ସର୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ AI171) ଟେକ୍-ଅଫ ପରେ କିଛି ମିନିଟରେ…