Browsing Category

Breaking News

କମ୍ ଦରରେ ମିଳିବ ଅଟା, ଚିନି, ଲୁଣ: ପଞ୍ଚାୟତରେ ଖୋଲିବ ‘ଜନ ପୋଷଣ କେନ୍ଦ୍ର’

ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ- ଯୋଗାଣ ମନ୍ତ୍ରୀ କୃଷ୍ର ପାତ୍ର । ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି ଏବଂ ଲୁଣ । କମ୍ ଦାମରେ ଏସବୁ ନିତ୍ୟ…

BLACK BOX କହିବ ସତ! ଏବେ ବଡ଼ ବିମାନ ଦୁର୍ଘଟଣାର ସତ ବଖାଣିବ ଏହି ବକ୍ସ

ଅହମଦାବାଦ୍: ସର୍ଦ୍ଦାର ବହ୍ଲବଭାଇ ପଟେଲ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ପଛର ସତ ପଦାକୁ ଆସିବ । ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲକ ବକ୍ସ ମିଥିବା ନେଇ ସୂଚନା ଜାରି । ବିମାନର ୨ଟି ବ୍ଲକ ବକ୍ସ…

ବିମାନରେ ବୋମା! ଟଳିଗଲା ଆଉ ଏକ ବଡ଼ ବିମାନ ଦୁର୍ଘଟଣା, ଥାଇଲାଣ୍ଡରେ ଜରୁରୀ ଅବତରଣ କଲା Air India ପ୍ଲେନ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ ୩୭୯ ଥାଇଲାଣ୍ଡ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନରେ ଥିଲେ ୧୫୬ ଯାତ୍ରୀ । ବୋମା ଥିବାନେଇ ଧମକ ଆସିବା ପରେ ବିମାନଟିର ଜରୁରୀ ଅବତରଣ କରାଯାଇଥିବା ଏୟାର…

ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି । କାଲି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ କ୍ରାସ୍ ହୋଇଯାଇଥିଲା । ଦୁର୍ଘଟଣାସ୍ଥଳ ପରେ ସିଭିଲ ହସ୍ପିଟାଲ୍ ଗଲେ…

ଅହମଦାବାଦ ବିମାନ ଦୁର୍ଘଟଣା: ବର୍ତ୍ତି ଯାଇଥିବା ରମେଶଙ୍କ ଲୋମଟାଙ୍କୁରା କାହାଣୀ

ନୂଆଦିଲ୍ଲୀ: ସାରା ଦେଶକୁ ସ୍ତବ୍ଧ କରିଛି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣା । ତେବେ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ନାଁ ରମେଶ ବିଶ୍ୱାସ କୁମାର ବଚୁରୱାଡ଼ା । ତାଙ୍କୁ ସିଟ୍ ନଂ 11Aରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୁଣି ଜଣେ ଖଣି ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ

ବାଲେଶ୍ୱର: ପୁଣି ଥରେ ଖଣି ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ଜଳେଶ୍ୱରଠାରେ। ଆଗରୁ ମଧ୍ୟ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଠି ବାଲି ମାଫିଆ ମାଇନିଙ୍ଗ…

CBI ଜାଲରେ ଇପିଏଫଓ ପିଆରଓ, 10 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡିଲେ

ବ୍ରହ୍ମପୁର: ଡିଜିଟାଲ ଦସ୍ତଖତ ପାଇଁ 10 ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ। ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଟଙ୍କା ନେଲାବେଳେ ଅନିଲ ପତିଙ୍କୁ CBI କଲା କାବୁ।…

‘ମୁଁ ଲଣ୍ଡନ ଯାଉଛି, ତାପରେ…’ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାବିନ କ୍ରୁଙ୍କ ଶେଷ ବାର୍ତ୍ତା

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ଯୋଗୁଁ ସମଗ୍ର ଦେଶ ଶୋକରେ ବୁଡ଼ି ରହିଛି । ଗୁରୁବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଭରିବା ମାତ୍ରେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଭାଇରାଲ ହେଲା ଜ୍ୟୋତିଷଙ୍କ ପୁରୁଣା ଭବିଷ୍ୟବାଣୀ, ପୂର୍ବରୁ କରିଥିଲେ ଆକଳନ

ନୂଆଦିଲ୍ଲୀ:ଗୁରୁବାର ଦିନ ଅହମ୍ମଦାବାଦ ନିକଟରେ ଘଟିଥିଲା ଦୁଃଖଦ ବିମାନ ଦୁର୍ଘଟଣା । ଏଥିରେ ଜଣେ ଯାତ୍ରୀଙ୍କୁ ଛାଡ଼ି ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ପରେ ଜଣେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବ୍ୟାପକ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଲକି ସିଟ୍ ହେଲା ୧୧ A, ଏହି ସିଟରେ ବସିଥିବା ଯାତ୍ରୀଙ୍କ ଜୀବନ କାହିଁକି ବଞ୍ଚିଗଲା ଜାଣନ୍ତୁ

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନଟି ଭିତରେ 1.25 ଲକ୍ଷ ଲିଟର ଇନ୍ଧନ ଥିଲା ଏବଂ ଏହା ଏକ କୋଠା ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରୁ ମିଳିଥିବା ଫଟୋଗୁଡ଼ିକରେ କେବଳ କୋଠା ନୁହେଁ ବରଂ ପାଖରେ ଥିବା…