Browsing Category

Breaking News

ହାଟପାଟଣାରେ ହରଗୌରୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ

ପଟ୍ଟାମୁଣ୍ଡାଇ: ପାଖେଇ ଆସୁଛି ଦୁର୍ଗାପୂଜା । ସେଥିପାଇଁ ସାରା ଦେଶରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ସାରିଲାଣି । ବିଭିନ୍ନ କାରୁକାର୍ଯ୍ୟରେେ ପୂଜାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅନେକ ସ୍ଥାନରେ ଲୋକେ ପ୍ରସ୍ତୁତି…

ସମଲିଙ୍ଗୀ ବିବାହ ଅଭିଯୋଗରେ ୬୦ ରୁ ଅଧିକ ଲୋକଙ୍କୁ ଜେଲରେ ରିମାଣ୍ଡରେ ନେଇଛନ୍ତି କୋର୍ଟ

ନୂଆଦିଲ୍ଲୀ: ବେଆଇନ ହୋଇଥିବା ସମଲିଙ୍ଗୀ ବିବାହ ସଂପର୍କରେ ଗତ ସପ୍ତାହରେ ନାଇଜେରିଆରେ ଗିରଫ ହୋଇଥିବା ୬୦ ରୁ ଅଧିକ ଲୋକଙ୍କୁ ଜେଲକୁ ରିମାଣ୍ଡରେ ନିଆଯାଇଛି ବୋଲି ପୋଲିସ ଏବଂ ସେମାନଙ୍କ ଓକିଲ ସୋମବାର ଦିନ କହିଛନ୍ତି।…

ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଗିରଫ ହେଲେ କ୍ରିକେଟର: ଆତ୍ମସମର୍ପଣ କଲେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସଚିତ୍ରା ସେନାନାୟକେଙ୍କୁ ଗିରଫ କରିଛି ଭ୍ରଷ୍ଟାଚାର କମିଟି । ମ୍ୟାଚ ଫିକ୍ସିଙ୍ଗ ଭଳି ଏକ ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି । ଆଜି ସକାଳେ…

ନୂତନ ଶ୍ରମ ନିୟମ: ୩୦ ଦିନରୁ ଅଧିକ ଅତିରିକ୍ତ ଛୁଟି ପାଇଁ ମଧ୍ୟ ଶ୍ରମିକଙ୍କୁ ଦିଆଯିବ ଦରମା

ନୂଆଦିଲ୍ଲୀ: ଚାରୋଟି ନୂତନ ଶ୍ରମ ନିୟମ ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ, ଏହା ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ବଡ଼ ପରିବର୍ତ୍ତନ ଆଣିବ। ଅନ୍ୟାନ୍ୟ ନିୟମ ମଧ୍ୟରେ, କର୍ମଚାରୀମାନେ ଏକ…

ବଢୁଛି ଭାରତ ବନାମ ଇଣ୍ଡିଆ ବିବାଦ, ଭାରତର ଫୁଲ ଫର୍ମ କ’ଣ କହିବା ସହ ବିରୋଧୀ ମେଣ୍ଟକୁ ନାମ ବଦଳାଇବାକୁ ପରାମର୍ଶ ଦେଲେ କଂଗ୍ରେସର ଏହି ନେତା

ନୂଆଦିଲ୍ଲୀ: ଭାରତ ଓ ଇଣ୍ଡିଆ ନାମକୁ ନେଇ ଜାରି ରହିଥିବା ତର୍କ ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର ବିରୋଧୀ ମେଣ୍ଟକୁ ନୂଆ ନାମ ବାଛିବାକୁ ପରାମର୍ଶ ଦେଇଛନ୍ତି । ଏହି କ୍ରମରେ ସେ ଭାରତର  full form  କହିଛନ୍ତି ।…

ଲାଗିଲା ମହଙ୍ଗାର ଝଟକା : ପୁଣି ତୈଳର ଦର ପାର କଲା ୯୦ ଡଲାର, ଶସ୍ତା ନହୋଇ ପାରେ ପେଟ୍ରୋଲ ଡିଜେଲ

ନୂଆଦିଲ୍ଲୀ : ବର୍ଷ ଶେଷରେ ସାଉଦିଆରବ ତୈଳ ଉତ୍ପାଦନର ହ୍ରାସ ଘୋଷଣା କରିବା ପରେ ହଠାତ ଏହାର ମୂଲ୍ୟ ବୃଦ୍ଧି ପାଇଛି । ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା 90 ଡଲାରରୁ ଅଧିକରେ ପହଞ୍ଚିଛି। ସରକାରୀ ସାଉଦି ପ୍ରେସ…

‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ କହିବାକୁ ଭଲ ଲାଗୁଛି ନା କେବଳ ‘ଭାରତ’ କହିଲେ ଭଲ ଲାଗିବ? ଦେଶର ନାମ ବଦଳିବାକୁ ନେଇ ସବୁଠି…

ଓଡିଶା ଭାସ୍କର; ଭାରତକୁ ନେଇ ଦେଶରେ ମହାଭାରତ ଆରମ୍ଭ ହୋଇଛି । ଜି -୨୦ ସମ୍ମିଳନୀରେ ଅନୁଷ୍ଠିତ ରାତ୍ରୀଭୋଜନରେ ଅତିଥିଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ପରିବର୍ତ୍ତେ ଭାରତ…

ପୁରୁଣା ସଂସଦରେ ଆରମ୍ଭ ହେବ ୫ଦିନର ସ୍ୱତନ୍ତ୍ର ଅଧିବେସନ, ଏହି ତାରିଖରେ ହେବ ନୂଆ ପାର୍ଲାମେଣ୍ଟରେ ଗଣେଶ ଚତୁର୍ଥୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସେପ୍ଟେମ୍ବର ୧୮ ରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହା ପୂର୍ବରୁ ନୂତନ ସଂସଦ ଗୃହରୁ ଆରମ୍ଭ ହେବ ବୋଲି ଆଲୋଚନା ହୋଇଥିଲା କିନ୍ତୁ…

SBI ସମେତ ଏହି 6 ଟି ବ୍ୟାଙ୍କର ଗ୍ରାହକ UPI ମାଧ୍ୟମରେ କରିପାରିବେ ଡିଜିଟାଲ ପେମେଣ୍ଟ , ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ : ବର୍ତ୍ତମାନ ଭାରତର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅର୍ଥାତ SBI ବ୍ୟାଙ୍କ ଦେଶର ସର୍ବୋତ୍ତମ ବ୍ୟାଙ୍କ ମଧ୍ୟରେ ୭ନଂରେ ଅଛି । ଏବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୟୁପିଆଇ ଜରିଆରେ ଟଙ୍କା ଦେଣ ନେଣ କରିବା…

SCBରେ ଦ୍ୱିତୀୟ ଘଟଣା: ଅଚାନକ ବନ୍ଦ ହୋଇଗଲା ଗର୍ଭବତୀଙ୍କ ହୃଦ ସ୍ପନ୍ଦନ, ଡାକ୍ତର ପାଇଁ ବଞ୍ଚିଲା ଦୁଇଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଗୁରୁତର ରୋଗୀଙ୍କୁ ବଡ଼ ବଡ଼ ବିପଦରୁ ବଞ୍ଚାଇଥାନ୍ତି ଡାକ୍ତର । ତେଣୁ ଡାକ୍ତରଙ୍କୁ କୁହାଯାଇଥାଏ ଦ୍ୱିତୀୟ ଭଗବାନ । ତେବେ ଚିକିତ୍ସା କ୍ଷେତ୍ରରେ କଟକର ଏସସିବି ଅନେକ ସଫଳତା…