
Browsing Category
Breaking News
ଦୁଇ ବାଇକ ମୁହାଁମୁହିଁ ଧକ୍କା: 2 ମୃତ, ଜଣେ ଗୁରୁତର
ଅନୁଗୁଳ: 2 ବାଇକ ମୁହାଁମୁହିଁ ଧକ୍କା । ଚାଲିଗଲା 2 ଜଣଙ୍କ ଜୀବନ । ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ 2ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ…
ଆଜିଠୁ ଆରମ୍ଭ ହେଲା ଭୁବନେଶ୍ୱରରୁ ଆବୁଧାବିକୁ ସିଧା ବିମାନ ସେବା
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଭୁବନେଶ୍ୱରରୁ ଆବୁଧାବିକୁ ସିଧା ବିମାନ ସେବା। ଭୁବନେଶ୍ୱର ଏୟାରପୋର୍ଟରୁ ୟୁଏଇକୁ ଉଡାଣ ଭରିଲା ବିମାନ। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ। ଏହି ବିମାନ ସେବାର…
ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର, ଜୁନରେ ମିଳୁଛି ୩ ମାସର ରାସନ
ନୂଆଦିଲ୍ଲୀ: ବର୍ଷା ଏବଂ ଏହା ଯୋଗୁଁ ଉପୁଜିବାକୁ ଥିବା ସମସ୍ୟାକୁ ଦୃଷ୍ଟିରେ ରଖି, ସରକାର ଜୁନ୍ ମାସରେ ଅଗଷ୍ଟ ପର୍ଯ୍ୟନ୍ତ 3 ମାସ ପାଇଁ ରାସନ କାର୍ଡଧାରୀଙ୍କୁ ଖାଦ୍ୟ ଶସ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର…
ଏଥର ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ: ଆଜିଠୁ କମିବ ତାତି, ବଢିବ ବର୍ଷା
ଭୁବନେଶ୍ବର: ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି । ବର୍ଷାରେ ଭିଜିବ ରଜ । ଆଗାମୀ 7 ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା । ଦିନର ତାପମାତ୍ରା ଆଜିଠୁ 2ରୁ 3 ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ…
WTAର ବଡ଼ ନିଷ୍ପତ୍ତି, ପ୍ରଜନନ ପ୍ରକ୍ରିୟା ସମୟରେ ସୁରକ୍ଷିତ ରହିବ ମହିଳା ଖେଳାଳିଙ୍କ Ranking
ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଯେକୌଣସି ଫିଲ୍ଡରେ କ୍ୟାରିୟର କରିବା ଏତେ ସହଜ ନୁହେଁ। ସେମାନଙ୍କୁ ଅନେକ ପ୍ରକାରର ଚ୍ୟାଲେଞ୍ଜ ଫେସ୍ କରିବାକୁ ପଡିଥାଏ। ଯେତେବେଳେ କୌଣସି ମହିଳା ଖେଳାଳି ପ୍ରଜନନ ପ୍ରକିୟା ଦେଇ ଗତି କରେ,…
ଦେବସ୍ନାନ ପୂର୍ଣ୍ଣିମା ପରେ ଏହି ରାଶିମାନଙ୍କ ଘରକୁ ଆସିବେ କୁବେର, ହେବ ଧନର ବର୍ଷା
ଓଡ଼ିଶା ଭାସ୍କର: ଦେବସ୍ନାନ ପୂର୍ଣ୍ଣିମା ପରେ ସୁନାର ଚାମଚରେ ଖାଇବେ ଏହି ରାଶିର ଲୋକେ । ଘରକୁ ଆସିବେ କୁବେର । ହେବ ଧନର ବର୍ଷା।
ମେଷ: ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ…
ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା, ଆଜିଠୁ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକ: ବନ୍ଦ ହେଲା ଇଣ୍ଟରନେଟ ସେବା । ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣାରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାକୁ ଆଖି ଆଗରେ ରଖି ଭଦ୍ରକରେ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ…
‘ମଙ୍ଗଳସୂତ୍ର’ ଖୋଲିଦେଲା ଅଭିଯୁକ୍ତ ସୋନମଙ୍କ ରାଜ୍, ମେଘାଳୟ ପୋଲିସର ବଡ଼ ଖୁଲାସା
ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଶିଲଂ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ସୋନମ ରଘୁବଂଶୀ ଏବଂ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଶିଲଂ ସଦର ପୋଲିସ ଷ୍ଟେସନର ପୃଥକ ସେଲରେ ରଖାଯାଇଥିଲା।…
ଯାଜପୁରରେ ମୁଣ୍ଡ ନେଉଛି ଝାଡ଼ାବାନ୍ତି; ଦୁଇ ଦିନରେ 9 ଜଣଙ୍କ ମୃତ୍ୟୁ
ଯାଜପୁର: ଅଣାୟତ ଝାଡ଼ାବାନ୍ତି । ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ । ଗତ ଦୁଇ ଦିନ ଭିତରେ 500 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 9କୁ…
ଭାରତ ବିଶ୍ୱରେ ଚତୁର୍ଥ ସର୍ବାଧିକ କୋଟିପତିଙ୍କ ଦେଶ: ପଛରେ ପଡ଼ିଲେ ଏସବୁ ଦେଶ
ନୂଆଦିଲ୍ଲୀ: ଭାରତ ଏବେ ବିଶ୍ୱରେ ଉଚ୍ଚ ନିଟ୍ ୱର୍ଥ ବ୍ୟକ୍ତିଙ୍କ (High-Net-Worth Individuals - HNWIs) ସଂଖ୍ୟା ଦୃଷ୍ଟିରୁ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ନାଇଟ୍ ଫ୍ରାଙ୍କ ଗ୍ଲୋବାଲ୍ ୱେଲ୍ଥ ରିପୋର୍ଟ ୨୦୨୫…