Browsing Category

Breaking News

(video)ମଥାରେ ସିନ୍ଦୁର ଓ କପାଳରେ ବିନ୍ଦି ଲଗାଇ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି ଜଣେ ପୁରୁଷ, ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମଥାରେ ସିନ୍ଦୁର ଓ କପାଳରେ ବିନ୍ଦି ଲଗାଇ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି । ସୋସିଆଲ…

କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଲାଗି ଆସିଲା ନୂଆ ନିର୍ଦ୍ଦେଶ, ୟୁନିଫର୍ମରେ ଭିଡିଓ କି ରିଲ୍ କଲେ କଡା କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ:କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଲାଗି ସୋସିଆଲ ମିଡିଆ ଗାଇଡଲାଇନ୍ ଜାରି କରାଯାଇଛି । କେହି ସୁରକ୍ଷା କର୍ମୀ ୟୁନିଫର୍ମରେ ଭିଡିଓ କି ରିଲ୍ କରିପାରିବେ ନାହିଁ । ଏହାସହିତ ସମ୍ବେଦନଶୀଳ ସ୍ଥାନର ଭିଡିଓ ବି…

ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର ! ଏବେ ନୂଆ ମେମ୍ବର ବି ପଢ଼ିପାରିବେ ପୁରୁଣା ଚାଟ୍

ନୂଆଦିଲ୍ଲୀ: ମେଟାର ମେସେଜିଂ ଆପ୍ଲିକେସନ୍ ହ୍ୱାଟ୍ସଆପ୍ ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଆପ୍ ମଧ୍ୟରୁ ଗୋଟିଏ । ମେଟା ବ୍ୟବହାରକାରୀଙ୍କ ପାଇଁ ଏହା ପ୍ରତିଦିନ ନୂଆ ଫିଚର ଏବଂ ଅପଡେଟଗୁଡିକ ଆଣିଥାଏ । ବର୍ତ୍ତମାନ…

ବିଶ୍ୱକପ୍ ୨୦୨୩କୁ ନେଇ ବୀରେନ୍ଦ୍ର ସେହୱାଗ କଲେ ଭବିଷ୍ୟବାଣୀ, କହିଲେ କୋହଲି ନୁହଁନ୍ତି ଏହି କ୍ରିକେଟର କରିବେ ରନ୍ ବର୍ଷା

ନୂଆଦିଲ୍ଲୀ: ଭାରତୀୟ ଟିମ୍ ର ପୂର୍ବତନ ସୁନାମଧନ୍ୟ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗ ବିଶ୍ୱକପ୍ ୨୦୨୩କୁ ନେଇ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ବିଶ୍ୱକପ୍ ୨୦୨୩ରେ କେଉଁ ଖେଳାଳୀ ସବୁଠାରୁ ଅଧିକ ରନ୍ କରିବେ ସେ ବିଷୟରେ…

ଟ୍ରାନ୍ସଜେଣ୍ଡରମାନଙ୍କୁ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ମିଳିବ ସଂରକ୍ଷଣ, ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଲେ ନୋଟିସ୍

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡରମାନଙ୍କ କଥା ଶୁଣିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସରକାରୀ ଶିକ୍ଷା ଅନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସଂରକ୍ଷଣ ଦେବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ…

ଭାରତର ଆର୍ଥିକ ବଜାର ଉପରେ ନିବେଶକଙ୍କ ବଢୁଛି ବିଶ୍ୱାସ , ଷ୍ଟକ ମାର୍କେଟରେ ପ୍ରବେଶ ଲାଗି ସ୍ୱିଗୀର ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ସଫ୍ଟବ୍ୟାଙ୍କ ଫଣ୍ଡିଂରେ ପରିଚାଳିତ ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗୀ  ସେୟାର ମାର୍କେଟରେ ନିଜକୁ ତାଲିକାଭୁକ୍ତ କରିବାକୁ ପ୍ରସ୍ତୁତି ଜାରି ରଖିଛି । କମ୍ପାନୀ ଷ୍ଟକ ମାର୍କେଟରେ ପ୍ରବେଶ ଲାଗି ପ୍ରକ୍ରିୟା…

ଉଷୁନା ଚାଉଳ ରପ୍ତାନୀ ଉପରେ ୨୦% କର ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ୍ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିଛି ଦିନ ତଳେ ଅଣ-ବାସୁମତି ଚାଉଳ ରପ୍ତାନୀ ଉପରେ ସାମୟୀକ ପ୍ରତିବନ୍ଧକ ଲଗାଇଥିଲେ । ଶୁକ୍ରବାର ସରକାର…

Aliens on Venus: ପୃଥିବୀର ‘ଯାଆଁଳ ଭଉଣୀ’ ରେ ରହିଛନ୍ତି ଏଲିଏନ୍ସ, ନାସା ବୈଜ୍ଞାନିକଙ୍କ ସମ୍ବେଦନଶୀଳ ଦାବି

ନୂଆଦିଲ୍ଲୀ: ସୋଲାର ସିଷ୍ଟମରେ ଥିବା ଶୁକ୍ର ଗ୍ରହକୁ ପୃଥିବୀର ଯାଆଁଳା ଭଉଣୀ କୁହାଯାଏ । ଏହାର କାରଣ ହେଉଛି ଗ୍ରହଟିର ପୃଥିବୀ ଭଳି ଆକାର ଏବଂ ଏହି ଗ୍ରହ ସୋଲାର ସିଷ୍ଟମରେ ବାସ ଯୋଗ୍ୟ ଜୋନରେ ଅବସ୍ଥିତ । ବର୍ତ୍ତମାନ…

Video: ଟ୍ରେନରେ ବେଆଇନ ଭାବେ ଚାଲାଣ ହେଉଥିଲା ସିଲିଣ୍ଡର, ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ, ୨୦ ଆହତ

ମଦୁରାଇ: ତାମିଲନାଡୁର ମଦୁରାଇ ରେଲୱେ ଷ୍ଟେସନ ପାଖରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରେଲୱେ ଷ୍ଟେସନ ପାଖରେ ଠିଆ ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଏଥିରେ ୮…

୨୩ ଅଗଷ୍ଟରେ ଜାତୀୟ ମହାକାଶ ଦିବସ ପାଳନ କରିବ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳୁ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ର ସଫଳତା ପାଇଁ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ, ୨୩…