Browsing Category

Breaking News

ନୂଆବର୍ଷରେ ନବୀନଙ୍କୁ ତେରଛା ବାଣ ମାରିଲେ ତଥାଗତ, ‘ଓଡ଼ିଆ ଲୋକେ ଏତେ ବୋକା ନୁହନ୍ତି, ଅଣ୍ଡରଏଷ୍ଟିମେଟ କରନ୍ତୁ ନାହିଁ’

ଭୁବନେଶ୍ବର: ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କଲେ ତଥାଗତ ସତପଥୀ । ବିଜେଡି କାହିଁକି ହାରିଲା ଆଜି ସେନେଇ ଏକ ସମ୍ପାଦକୀୟ ଲେଖିଛନ୍ତି । ଯାହାକି ନୂଆବର୍ଷରେ ଚର୍ଚ୍ଚାର ବିଷୟ ସାଜିଛି । ପରାଜୟ ପାଇଁ…

ଚିକେନ ନେଇ ଫେରୁଥିବା ବେଳେ ଖଣ୍ଡାରେ ଖଣ୍ଡ ଖଣ୍ଡ, ଗାଁ ଦାଣ୍ଡରେ ପଡିଛି ଖଣ୍ଡ ବିଖଣ୍ଡିତ ମୃତଦେହ

ଭୁବନେଶ୍ବର: ନୂଆବର୍ଷର ଖୁସିର ଦିନରେ ଗାଁରେ ପଡିଲା ରକ୍ତଛିଟା । ଚିକେନ ଆଣି ଫେରୁଥିବା ବେଳେ ଖଣ୍ଡାରେ ଖଣ୍ଡ ଖଣ୍ଡ କଲା ଯୁବକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରେ ଘଟିଛି ଏହି ଛାତିଥରା ହତ୍ୟାକାଣ୍ଡ । କାମାକ୍ଷାନଗର…

Breaking: ନୂଆବର୍ଷରେ ପଦୋନ୍ନତି ଦେଲେ ମୋହନ ସରକାର, ଡିଜି ପାହ୍ୟାକୁ ଗଲେ ୩ IPS

ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ଖୁସି ଖବର ଦେଲେ ରାଜ୍ୟ ସରକାର । ପୁଣି 3 ଆଇପିଏସଙ୍କୁ ମିଳିଲା  ପଦୋନ୍ନତି । 3ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୧୯୯୩ ବ୍ୟାଚ୍‌ର ୩ IPSଙ୍କ ଡିଜି ପାହ୍ୟାକୁ…

ଆହୁରି ୨-୪ ଡିଗ୍ରୀ କମିବ ତାପମାତ୍ରା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ହେବ ପ୍ରବଳ ଶୀତ

ଭୁବନେଶ୍ୱର- ଶୀତ ଆହୁରି ରାଜ୍ୟକୁ କଲବଲ କରିବ । କାଲୁଆ ପବନ ସହ କୁହୁଡି ପାଇଁ ରାଜ୍ୟବାସୀ ଆହୁରି ହନ୍ତସନ୍ତ ହେବା ନେଇ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୭ ଦିନନ ପାଗ ଶୁଖିଲା ନେଇ ଆକଳନ । ଆଞ୍ଚଳିକ ପାଣିପାଗ…

ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କୁ ବଡ ଭେଟି, ବିଭିନ୍ନ କ୍ଷେତ୍ରରେ ମିଳିବ ଫାଇଦା

ନୂଆଦିଲ୍ଲୀ- ନୂଆବର୍ଷରେ ଚାଷୀଙ୍କ ପାଇଁ ଆସିଲା ବଡ ଖବର । ଚାଷୀଙ୍କୁ ଅତିରିକ୍ତ ସବସିଡି ସହ ପିଏମ ଫସଲ ବୀମା ଆବଣ୍ଟନ ରାଶି ବଢାଇଲେ କେନ୍ଦ୍ର ସରକାର । କ୍ୟାବିନେଟରେ ଏହି ନିଷ୍ପତ୍ତିରେ ଲାଗିଲା ମୋହର । ପିଏମ ବୀମା…

ପୁରୀରେ ଭକ୍ତଙ୍କୁ ଗଣିଲା AI, ଚଳିତ ଥର ରେକର୍ଡ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା

ପୁରୀ: ଆଜି ନୂଆବର୍ଷ ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି କାଳିଆ ଦର୍ଶନ ପାଇଁ ପାଇଁ ପୁରୀରେ ଲମ୍ବା ଲାଇନ ଲଗାଇଛନ୍ତି । ଏହି ଭିଡ଼କୁ ଦୃଷ୍ଟି ରଖାଯାଇ…

Breaking: ଆୟୁଷ୍ମାନ ଯୋଜନାରେ ମହିଳାଙ୍କୁ ମିଳିବ ଅଧିକ ୫ ଲକ୍ଷ ବୀମା ସୁବିଧା, ଖୁବଶୀଘ୍ର ରାଜ୍ୟରେ ହେବ ଲାଗୁ

ଭୁବନେଶ୍ୱର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କର ବୀମା ସୁବିଧା ମିଳିବ । ଏ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହି…

ଜାନୁଆରୀ ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ଯିବେ ଅଧିକାରୀ । ନିକଟରେ ଗୋଆକୁ…

(Big Breaking) ନୂଆବର୍ଷରେ ନୂଆ ରାଜ୍ୟପାଳ ପାଇବ ରାଜ୍ୟ, ୩ରେ ନେବେ ଶପଥ

ଭୁବନେଶ୍ୱର- ନୂଆ ବର୍ଷରେ ନୂଆ ରାଜ୍ୟପାଳ ପାଇବ ଓଡିଶା । ଆସନ୍ତା ୩ ତାରିଖରେ ହରିବାବୁ କମ୍ଭମପତି ଶପଥପାଠ କରିବେ । ତେଣୁ ଆସନ୍ତା କାଲି ସେ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୩ଟାରେ ସେ ଭୁବନେଶ୍ୱରରେ ପହଞ୍ଚି…

ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ହେବ ୧ ନମ୍ବର, ଉକ୍ରର୍ଷ ଓଡିଶର ମୂଳଦୂଆ ପଡିବ: ପ୍ରଭାତୀ ପରିଡା

ଭୁବନେଶ୍ୱର- ୨୦୨୫ ହେବ ଓଡିଶା ପାଇଁ ପ୍ରଗତିର ବର୍ଷ । ଏହି ବର୍ଷରେ ରାଜ୍ୟକୁ ଟୁରିଜିମ ହବ କରିବାକୁ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟ ଏବେ ଦେଶରେ ଟୁରିଜିମ କ୍ଷେତ୍ରରେ ୧୭ ନମ†ରରେ ରହିଛି । ଆସନ୍ତା ଦିନରେ…