
Browsing Category
Breaking News
7 ମହଲାରୁ ତଳେ ପଡି ବାପା ଓ 2 ଶିଶୁ ମୃତ
ନୂଆଦିଲ୍ଲୀ: 7 ମହଲାରୁ ଡେଇଁ ବାପା ଏବଂ 2 ଶିଶୁ ମୃତ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର ଦ୍ୱାରକାରେ। ସୂଚନା ଅନୁସାରେ, ଦ୍ୱାରକାରେ ଥିବା 7 ମହଲା କୋଠାରେ ହୋଇଥିଲା ଅଗ୍ନିକାଣ୍ଡ।…
ଖୁବଶୀଘ୍ର ଅପରେସନ୍ ଆନାକୋଣ୍ଡା-୨, ମାଓ ପ୍ରବଣ ଅଞ୍ଚଳରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଖୁବଶୀଘ୍ର ହେବ ଅପରେସନ୍ ଆନାକୋଣ୍ଡା-୨। ସରଣ୍ଡା ଜଙ୍ଗଲରେ ହେବ ଅପରେସନ୍। ମାଓ ପ୍ରବଣ ଅଞ୍ଚଳରେ ହେବ ଏହି ବଡ଼ କାର୍ଯ୍ୟାନୁଷ୍ଠାନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ ଆଦି ସାମିଲ କରାଯିବ।
ଜଙ୍ଗଲ…
ଆଜି ପ୍ରକାଶ ପାଇବ OJEE ରେଜଲ୍ଟ, ୧ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଜେଇଇ ଫଳାଫଳ। ସଂଧ୍ୟା ୫ଟାରୁ ୬ଟା ଭିତରେ ପ୍ରକାଶ ପାଇବ ଏହି ରେଜଲ୍ଟ। ojee.nic.in ଏହି ଲିଙ୍କକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଏହି ଲିଙ୍କରେ ଆସିବ ରାଙ୍କ କାର୍ଡ।…
ଆରବିଆଇର ନୂଆ ଗୋଲ୍ଡ ଲୋନ ନିୟମ ୨୦୨୫: ଆପଣଙ୍କୁ ଲାଭ ହେବ ନା କ୍ଷତି? ଜାଣନ୍ତୁ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୋଲ୍ଡ ଲୋନ ପାଇଁ ନୂଆ ନିୟମ ଘୋଷଣା କରିଛି, ଯାହା ୨୦୨୬ ଜାନୁଆରୀ ୧ରୁ ଲାଗୁ ହେବ। ଏହି ନିୟମ ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (NBFCs) ପାଇଁ ଏକମାନ…
ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ, ଗୋଡ ହାତ ଭାଙ୍ଗି ଫୋପାଡ଼ି ଦେଲେ ଦୁର୍ବୁତ୍ତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଶିଳ୍ପାଞ୍ଚଳରେ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ କଲେ 3 ଦୁର୍ବୁତ୍ତ। ବ୍ୟବସାୟୀଙ୍କ ନାଁ ତପନ ସ୍ୱାଇଁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି…
Camera ଦେଖାଅ, ଉତ୍ତର ପାଅ: iPhoneରେ ଆସିଲା Google Lens ଠାରୁ ଦମଦାର ଫିଚର
ଓଡ଼ିଶା ଭାସ୍କର: ସୋମବାର ରାତିରେ କାଲିଫର୍ନିଆର କୁପର୍ଟିନୋରେ, ଜୁନ୍ 9, ଆପଲ୍ ଏହାର ବାର୍ଷିକ ମେଗା ଇଭେଣ୍ଟ WWDC 2025 ରେ କିଛି ଏପରି ଜାରି କରିଛି, ଯାହା କେବଳ ଏକ ଅପଡେଟ୍ ନୁହେଁ ବରଂ ପ୍ରଯୁକ୍ତିର ପରବର୍ତ୍ତୀ…
ମହିଳାଙ୍କ ହାତ ଗୋଡ ବାନ୍ଧି ସୁନା ଅଳଙ୍କାର ଲୁଟ
କୋଣାର୍କ: ବଡ଼ ଧରଣର ଲୁଟ। ରାତି ଅଧରେ ଗ୍ରିଲ ଆଉ କବାଟ ଭାଙ୍ଗି ଘରେ ପଶି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଏଭଳି ଏକ ଭୟଙ୍କର ଘଟଣା ଘଟିଛି କୋଣାର୍କର ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗାଁରେ।
ଏବେ ଲୁଟପାଟର…
“ମୁଁ ବିଧବା ହୋଇ..”, ରାଜଙ୍କୁ ଏପରି ପ୍ରତିଜ୍ଞା କରିଥିଲେ ସୋନମ, ଜାଣନ୍ତୁ କିପରି ହୋଇଥିଲା ହତ୍ୟାର ଷଡ଼ଯନ୍ତ୍ର
ଓଡ଼ିଶା ଭାସ୍କର: ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ହେଉଛି। ବିବାହ ପୂର୍ବରୁ ମଧ୍ୟ ସୋନମ 'ବିଧବା' ହେବାକୁ ଯୋଜନା କରିଥିଲେ।
ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା…
ହାତରେ ହାତକଡ଼ି, ତଳେ ପକାଇଲେ…ନ୍ୟୁଆର୍କ ବିମାନବନ୍ଦରରେ ଭାରତୀୟ ଛାତ୍ରଙ୍କ ସହ ଅମାନବୀୟ ବ୍ୟବହାର ? ଭାରତ ଦେଲା ଏପରି ପ୍ରତିକ୍ରିୟା
ଆମେରିକାର ନ୍ୟୁଆର୍କ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କ ସହ ଅମାନବୀୟ ବ୍ୟବହାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ, ଛାତ୍ରଙ୍କୁ ହାତକଡ଼ି ପକାଇ ତଳେ ପକାଯାଇଛି ଏବଂ ଅପରାଧୀ ଭଳି…
ସକାଳୁ ସକାଳୁ କମିଲା ସୁନା ଦର: ଜାଣନ୍ତୁ ଆପଣଙ୍କ ସହରରେ ୧୦ ଗ୍ରାମ ପିଛା କେତେ ଅଛି ଦାମ୍
ନୂଆଦିଲ୍ଲୀ: ସୁନା ଓ ରୂପାର ମୂଲ୍ୟରେ ପୁଣି ପରିବର୍ତ୍ତନ ଦେଖାଦେଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (IBJA) ର ସର୍ବଶେଷ ତଥ୍ୟ ଅନୁଯାୟୀ, ସୋମବାର ୨୪ କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇ ୧୦ ଗ୍ରାମ ପିଛା…