Browsing Category

Breaking News

ସର୍ଟ ସର୍କିଟରୁ ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଲାଗିଲା ନିଆଁ : ଚନ୍ଦ୍ରଶେଖରପୁରର ନନ୍ଦନବିହାରରେ ଘଟିଲା ଅଘଟଣ

ଭୁବନେଶ୍ୱର : ଚନ୍ଦ୍ରଶେଖରପୁରର ନନ୍ଦନବିହାରରେ ଆଜି ସକାଳ ସମୟରେ ଘଟିଛି ଏକ ଅଘଟଣ । ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡଟି ୩ ମହଲା ବିଲ୍ଡିଂରେ  ଘଟିଛି । ଅଗ୍ନିକାଣ୍ଡ ବେଳେ ମହଲାରେ…

Video : ଫର୍ଣ୍ଣାଣ୍ଡୋ ବିୟାହବିସେନସିଓଙ୍କୁ ଗୁଳି କରି ହତ୍ୟା : ନିର୍ବାଚନ ପ୍ରଚାର ବେଳେ ଘଟିଲା ଅଘଟଣ

କ୍ୱିଟୋ : ଗତକାଲି ସନ୍ଧ୍ୟା ବେଳେ କ୍ୱିଟୋରେ ନିର୍ବାଚନ ପ୍ରଚାର ରାଲି ଶେଷ ହେବା ପରେ ଘଟିଲା ଏକ ଅଘଟଣା । ପ୍ରଚାର ରାଲି ସରିବା ବେଳେ ଉକ୍ୱାଡରର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଣ୍ଡୋ ବିୟାହବିସେନସିଓଙ୍କୁ ଗୁଳି ମାରି…

IPS ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ମହିଳା: ମଦ ନିଶାରେ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ଜଣେ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ ଜଣେ ମହିଳା ଚାପୁଡ଼ା ମାରିଛନ୍ତ । ନାଇଟ୍ କ୍ଲବରେ ଆଇପିଏସ ଅଧିକାରୀ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ…

ରାଜ୍ୟର ୧୬ଟି ଜିଲ୍ଲାର ୬ ହଜାର ପ୍ରାଥମିକ ସ୍କୁଲକୁ ଅତ୍ୟାଧୁନିକ କରାଯିବ: ଶ୍ରେଣୀଗୃହକୁ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ୫ଟି ଉପକ୍ରମ ଅନୁସାରେ ରାଜ୍ୟର ଅନେକ ହାଇସ୍କୁଲକୁ ରୂପାନ୍ତରଣରେ ସାମିଲ କରାଯାଇଛି…

ଏସିଆ କପ୍ ୨୦୨୩: ଇତିହାସରେ ପ୍ରଥମ, ପାକିସ୍ତାନ ଲେଖାଥିବା ଜର୍ସିରେ ପିନ୍ଧିବ ଭାରତୀୟ କ୍ରିକେଟ୍ ଟିମ୍‌

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍‌ ଆଗାମୀ ଏସିଆ କପ୍ ୨୦୨୩ ଖେଳିବାକୁ ଯାଉଛି। ଅନେକ ବିବାଦ ପରେ ଏସିଆ କପ୍ ଖେଯାଉଥବା ବେଳେ ଭାରତୀୟ ଟିମ୍ ଜର୍ସିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

ମୌସୁମୀ ହେଲା ଦୁର୍ବଳ: ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବଡ଼ ବର୍ଷା ନଥିବା ସୂଚନା

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ । ମୌସୁମୀ ନିମ୍ନ ଚାପରେଖା ଆଜି ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି । ଫଳରେ ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫…

ଅକ୍ଟୋବର ଆରମ୍ଭରୁ ଅନ୍‌ଲାଇନ୍‌ ପେନ୍‌ସନ୍‌ ଓ ଭବିଷ୍ୟନିଧି ଆବେଦନ ବାଧ୍ୟତାମୂଳକ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବାର ପହିଲାରୁ ପେନ୍‌ସନ୍‌ ଓ ଭବିଷ୍ୟନିଧି ଆବେଦନ ଅନ୍‌ଲାଇନ୍‌ ମାଧ୍ୟମରେ ବାଧ୍ୟତାମୂଳକ ହେବ। ଆବେଦନକାରୀମାନେ କେବଳ ଅନଲାଇନ ଜରିଆରେ ଆବେଦନ କରିବେ। ସ୍ଥାନୀୟ ମଧୁସୂଦନ ଦାସ ଆଞ୍ଚଳିକ…

ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କ’ଣ? ଦେଇଥାଏ ଏଭଳି ସଂକେତ

ହିନ୍ଦୁ ଧର୍ମ ଅନୁସାରେ ମାନ୍ୟତା ରହିଛି ଶ୍ରାଦ୍ଧ ବେଳେ ଆମର ପୂର୍ବ ପୁରୁଷ ଧରାପୃଷ୍ଠକୁ ଆର୍ଶୀବାଦ୍ ଦେବାକୁ ଆସିଥାନ୍ତି । ସେହିପରି ଅନେକ ଲୋକ କହିଥାନ୍ତି ଯେ, ତାଙ୍କ ପୂର୍ବଜ ମାନେ ତାଙ୍କ ଆଖପାଖରେ ଘୂରିବୁଲୁଥିବା…

Asian Champions Trophy: ପାକିସ୍ତାନକୁ ଏକପାଖିଆ ୪-୦ ଗୋଲ୍‌ରେ ହରାଇ ଟୁର୍ଣ୍ଣାମେଣ୍ଟରୁ ବିଦା କଲା ଭାରତ

ଚେନ୍ନାଇ: ଏସିଆନ ଚାମ୍ପିଅନସିପ ଟୁର୍ଣ୍ଣାମେଣ୍ଟ ହକି ୨୦୨୩ରେ ଭାରତୀୟ ଟିମ୍ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ଏକ ପାଖିଆ ପରାସ୍ତ କରିଛି । ସମ୍ପୁର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଟମ୍ ଆଧିପାତ୍ୟ ବିସ୍ତାର କରିଥିଲା ।…

(Video) ଜିଅନ୍ତା ବିଛାକୁ ଖାଇଦେଲା ଏହି ବ୍ୟକ୍ତି, ସ୍ୱାଦ ପାଇଁ ବ୍ୟବହାର କଲା ମୋମୋ ଚଟଣୀ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଲୋକମାନେ ଖାଦ୍ୟ ଏବଂ ପାନୀୟ ପାଇଁ ଅଜବ ଜିନିଷ ବ୍ୟବହାର କରନ୍ତି। କେତେକ ଲୋକ ଶାକାହାରୀ, ଯେଉଁମାନେ ପଶୁମାନଙ୍କର ମାଂସ ଖାଆନ୍ତି ନାହିଁ, କେତେକ ଲୋକ କୌଣସି…