Browsing Category

Breaking News

ଥମୁନି ହିଂସାକାଣ୍ଡ : ଶୋଇଥିବା ବେଳେ ଗୁଳିମାଡ଼, ୩ ମୃତ

ଇମ୍ଫାଲ : ମଣିପୁରରେ ଉଗ୍ରପନ୍ଥୀ ଚିନ୍ତା ବଢାଉଛନ୍ତି । ବିଷ୍ଣୁପୁର ଜିଲ୍ଲାରେ କୁକି ଉଗ୍ରପନ୍ଥୀମାନେ ମୈତେୟୀ ସଂପ୍ରଦାୟର ଲୋକଙ୍କ ଉପରକୁ ଶୋଇଥିବା ସମୟରେ ଗୁଳିମାଡ କରିଥିଲେ । ଉଗ୍ରପନ୍ଥୀମାନେ ମୈତେୟୀ ଲୋକଙ୍କ ୫୦ରୁ…

ଭୂମିକମ୍ପରେ ଥରିଲା ଚୀନ: ଭାଙ୍ଗିଲା ଅନେକ ଅଟ୍ଟାଳିକା, ୧୦ ଲୋକ ଆହତ

ନୂଆଦିଲ୍ଲୀ: ଚୀନର ଶାଣ୍ଡୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଡିଜୋ ସହରର ପିଙ୍ଗୁଆନ୍ କାଉଣ୍ଟିରେ ୫.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ଚୀନ ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ଯେ, ରବିବାର ଦିନ…

ରୁଷ ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ଅଧିକାରୀ କହିଲେ ଜାହାଜ ଇଞ୍ଜିନରେ ଛିଦ୍ର ହୋଇଛି

ନୂଆଦିଲ୍ଲୀ: ୟୁକ୍ରେନ ପୁଣି ଥରେ ରୁଷ ଉପରେ ଆକ୍ରମଣ କରିଛି । ଡ୍ରୋନ ଆକ୍ରମଣରେ ରୁଷର ସବୁଠୁ ବଡ଼ ଟ୍ୟାଙ୍କରକୁ ଟାର୍ଗେଟ କରାଯାଇଥିଲା । ୟୁକ୍ରେନ ସୁରକ୍ଷା ସେବାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୪୫୦ କିଲୋ ଟିଏନଟି…

SBI Alert! ଆଜି କିଛି ଘଣ୍ଟା ପାଇଁ Yonoର ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ, UPIରେ ପେମେଣ୍ଟ ହେବନି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ଆସିଛି ଏକ ବଡ଼ ଖବର । ଆଜି ଏସବିଆଇ ୟୋନୋର ବ୍ୟାଙ୍କିଂ ସେବା କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏନେଇ ଏସବିଆଇ ପକ୍ଷରୁ ଟ୍ୱିଟ କରି…

ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନ୍ୟତମ ଜନବାଦୀ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ କୁମାର ହସନ ଆଉ ନାହାନ୍ତି । ଚିକିତ୍ସାଧିନ ଅବସ୍ଥାରେ ହସନଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । କିଛିଦିନ ତଳେ ତାଙ୍କର…

ଆଜି ଅମୃତ ଭାରତ ଷ୍ଟେସନ ଯୋଜନାକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଦେଶରେ ୫୦୮ଟି ଷ୍ଟେସନର ହେବ ନବୀକରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଯୋଜନାକୁ ଉନ୍ମୋଚନ କରିବେ । ଏକ ସାଙ୍ଗରେ ସାରା ଦେଶରେ ୫୦୮ଟି ଷ୍ଟେସନକୁ ନବୀକରଣ କରାଯିବ । ଏନେଇ ଷ୍ଟେସନରେ କାର୍ଯ୍ୟକ୍ରମର…

ଅଷ୍ଟ୍ରେଲିଆ କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍କୁଲକୁ ‘କୃପାଣ’କୁ ନେବାକୁ ଶିଖମାନଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଅଞ୍ଚଳରେ ସୁପ୍ରିମକୋର୍ଟ ଶିଖମାନଙ୍କୁ ସ୍କୁଲ କ୍ୟାମ୍ପସରେ କୃପାଣ ବା ଛୋଟ ଖଣ୍ଡା ନେବା ଉପରେ ବ୍ୟାନ୍ ଲଗାଇଥିବା ଆଇନକୁ ଅସାମ୍ବିଧାନିକ ବୋଲି କହିଛନ୍ତି, ଯେଉଁଥିରେ ଏବେ…

IPL 2024; RCBକୁ କମବ୍ୟାକ କରିବେ ମିଷ୍ଟର ୩୬୦! ପୁଣି ଧମାକା କରିବେ ବିରାଟ-ଏବିଡି ଯୋଡ଼ି

ନୂଆଦିଲ୍ଲୀ: ଆଇପିଏଲ ଟିମ୍ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ଆଇପିଏଲ-୨୦୨୪ରେ ପୁଣିଥରେ ଦଳକୁ କମବ୍ୟାକ କରିପାରନ୍ତି ପୂର୍ବତନ ଷ୍ଟାର ଖେଳାଳି ଏବି ଡିଭିଲିୟର୍ସ । ପୁଣିଥରେ ଆରସିବି…

ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୮ ତିବ୍ରତାର ଭୁମିକମ୍ପ ଅନୁଭୁତ

ନୁଆଦିଲ୍ଲୀ: ଶନିବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ବଡ଼ ଭୁମିକମ୍ପ ଅନୁଭୁତ ହୋଇଛି । ଭୁକମ୍ପର ତିବ୍ରତା ୫.୮ ଥିବା କୁହାଯାଉଛି । ୯ଟା ବାଜି ୩୪ ମିନିଟ୍‌ରେ ଏହି ଭୁମିକମ୍ପ ଅନୁଭୁତ ହୋଇଥିଲା । ସୂଚନା ମିଳିଛି ଯେ, ଏହି…

(Video) ଧିରେ ଧିରେ ବୁଡ଼ିଲାଣି ଏବେ କୋଣାର୍କ ସୂର୍ଯ୍ୟ ମନ୍ଦିର: ହେବ କି ସୃଷ୍ଟିର ବିନାଶ?

ଆମେ ଯଦିଓ ଅତ୍ୟାଧୁନିକ ଦୁନିଆରେ ବଞ୍ଚିଛୁ କିନ୍ତୁ ତଥାପି ଆମେ ଆମର ପୂର୍ବପୁରୁଷ ମାନଙ୍କର କଥା ଏବଂ ଭବିଷ୍ୟବାଣୀକୁ କେବେ ଅମାନ୍ୟ କରିପାରିବା ନାହିଁ । ଯଦି ଆମର ପୁରାଣ ଶାସ୍ତ୍ର ଓ ବହୁ ଜ୍ଞାନୀ ଗୁଣି ବ୍ୟକ୍ତିଙ୍କର…