Browsing Category

Breaking News

Video : ଆତଙ୍କବାଦୀଙ୍କ ଗୁଳିର ଜବାବ ଦେବା ବେଳେ ଘଟିଲା ଅଘଟଣ : ୩ ଯବାନ ହେଲେ ସହିଦ

ଜମ୍ମୁ କାଶ୍ମୀର : ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଆତଙ୍କବାଦୀ୮୍‌କ ସହ ଗୁଳି ବିନିମୟ ବେଳେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କ ବାଦୀ ଲୁଚି…

WHO ଜାରିକଲା ଚେତାବନୀ: ସ୍ମାର୍ଟଫୋନର ରେଡିଏସନ ବଢ଼ାଉଛି ମସ୍ତିଷ୍କର କ୍ୟାନସର ଆଶଙ୍କା, କେଉଁ ଫୋନ୍ ବ୍ୟବହାର କରିବା ଆବଶ୍ୟକ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନର ବହୁଳ ବ୍ୟବହାର କରାଯାଉଥିବା ବେଳେ ଏହା ଆମର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଅଧିକାଂଶ ସମୟରେ ନିଜ ପାଖରେ ଫୋନ ରଖିବା ଫଳରେ ତାହା ସମୟକ୍ରମେ ଆମର ଏକ ଖରାପ ଅଭ୍ୟାସରେ ପରିଣତ…

ଓଡ଼ିଶା ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ : ଉଦଘାଟନ କରିବେ ଦୁଇଟି ଜାତୀୟ ରାଜପଥ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ବିଜେପି ନେତା ଓ କର୍ମଚାରୀଙ୍କର ଭିଡ ଜମିଥିଲା । ଶନିବାର ଲୋକସଭା…

ଟ୍ରାକ୍ଟର ଓ ଡମ୍ପର ମଧ୍ୟରେ ଭୟଙ୍କର ଟକ୍କର: ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨୧ ଜଣ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବା ତାହା କେହି ବି କହିପାରିବେ ନାହିଁ । ତେବେ ଗୋବର୍ଦ୍ଧନ କରିକ୍ରମା କରିବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଚାଲିଯାଇଛି ଅନେକ ଶ୍ରଦ୍ଧାଳୁଙ୍କ ଜୀବନ । ଏଥିସହିତ ଅନେକ ଯାତ୍ରୀ…

ମଣିପୁରରେ ପୁଣି ହିଂସା: ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା, ଅନେକଙ୍କର ଘର ଜାଳିଦେଲେ

ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳରେ ପ୍ରବେଶ…

‘ମୁଁ କ୍ଷମା ମାଗୁଛି’: ବମ୍ବେ ହାଇକୋର୍ଟର ବିଚାରପତି ହାଉସଫୁଲ କୋର୍ଟରେ ଘୋଷଣା କଲେ ଇସ୍ତଫା

ନାଗପୁର: ଖୋଲା କୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ବମ୍ବେ ହାଇକୋର୍ଟର ଜଷ୍ଟିସ ରୋହିତ ବି ଦେଓ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଜଷ୍ଟିସ ରୋହିତ ଦେବ କୋର୍ଟରେ ଉପସ୍ଥିତ ଥିବା ଲୋକଙ୍କୁ କହିଛନ୍ତି, "ଯଦି ମୁଁ…

ସତ ହେଉଛି ମାଳିକା, ନାରୀ-ପୁରୁଷ ହେବେ ସମଲିଙ୍ଗୀ… ଖାଦ୍ୟରେ ରହିବନି ସ୍ୱାଦ, ଧ୍ୱଂସ ହେବ କି ପୃଥିବୀ?

ନାରୀ ପୁରୁଷ ହେବେ ସମଲିଙ୍ଗୀ, ପୁଅ ମାରିବ ବାପକୁ ମାଡ ଆଉ ଖାଦ୍ୟରେ ରହିବନି ଆଉ ସ୍ୱାଦ । ଏସବୁ ହେଉଛି ମହାପୁରୁଷଙ୍କର ସେହି ଭବିଷ୍ୟବାଣୀ । ଯାହା ମାଳିକାରେ ଉଲ୍ଲେକ ରହିଛି । ସେ ବି ବହୁବର୍ଷ ପୂର୍ବରୁ । ଆଉ ଏବେ…

World Archery Championships 2023: ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ, ମହିଳା ଦଳଗତ ଇଭେଣ୍ଟରେ ମେସ୍କିକୋକୁ ହରାଇ ପାଇଲେ ଏହି…

ନୂଆଦିଲ୍ଲୀ: ଜର୍ମାନୀର ବର୍ଲିନ୍‌ରେ ଅୟୋଜିତ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପ୍‌ରେ ଇତିହାସ ରଚିଲେ ଭାରତୀୟ ମହିଳା ଟିମ୍। ଟପ୍ ର‌୍ୟାଙ୍କପ୍ରାପ୍ତ ମେସ୍କିକୋକୁ ଫାଇନାଲରେ ହରାଇ ମହିଳା ଦଳଗତ ଇଭେଣ୍ଟରେ ପ୍ରଥମ ଥର ବିଶ୍ୱ…

(Video) କେଉଁ ଦେବତାଙ୍କ ରୂପ ପ୍ରଭୁ ‘ଶାଳଗ୍ରାମ’? କେଉଁଠି ହୋଇଥିଲେ ଆବିର୍ଭାବ? ଜାଣନ୍ତୁ ପ୍ରଭୁଙ୍କର ଅପୂର୍ବ ଲୀଳା…

ପ୍ରତି ଠାକୁର ଘରେ ପୂଜା ପାଉଛନ୍ତି ପ୍ରଭୁ ଶାଳଗ୍ରାମ । କିନ୍ତୁ ଏହି ଶାଳଗ୍ରାମ କେଉଁ ଦେବତାଙ୍କ ଅବତାର, ତାହା ହୁଏତ ଖୁବ କମ୍ ଲୋକଙ୍କ ଜଣାଥିବ । ପ୍ରଭୁ ଶାଳଗ୍ରାମ ହେଉଛନ୍ତି ବିଷ୍ଣୁ ଶିଳା ଅର୍ଥାତ୍ ଭଗବାନ୍…

ସୁବ୍ରତ ବାଗଚୀ ହେଲେ ସରକାରୀ ଅନୁଷ୍ଠାନ ଦକ୍ଷତା ବିକାଶ ଉପଦେଷ୍ଟା, ମିଳିବ କ୍ୟାବିନେଟ ପାହ୍ୟା

ନୂଆଦିଲ୍ଲୀ: ପୁଣିଥରେ ସୁବ୍ରତ ବାଗଚିଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତାଙ୍କୁ ରାଜ୍ୟର ସମସ୍ତ ସିଭିଲ୍ ସର୍ଭିସେସ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍ ଗୁଡିକରେ…