Browsing Category

Breaking News

NCP ବିଭାଜନର ଗୁମର ଖୋଲିଲା: ଅଜିତ କାହିଁକି ଡକାଇଥିଲେ ‘ସିକ୍ରେଟ ମିଟିଂ’, ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ବିଦ୍ରୋହର କାହାଣୀ

ନୂଆଦିଲ୍ଲୀ: ଗତ ଦୁଇ ତାରିଖରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦେଖାଦେଇଥିଲା ଏକ ଭୟଙ୍କର ବିସ୍ଫୋରଣ । ଅଜିତ ପାୱାର କିଛି ବିଧାୟକଙ୍କ ସହ ଏନସିପି ଛାଡ଼ି ବିଜେପି-ଏକନାଥ ଶିନ୍ଦେଙ୍କ ମେଣ୍ଟରେ ସାମିଲ…

କ୍ୟାପିଟାଲ ହସ୍ପିଟାଲରେ ଦିନ-ରାତି ମିଳିବ ଅପରେସନ ସେବା: ୩ଟି ସିଫ୍ଟରେ ନିୟୋଜିତ ରହିବେ ଡାକ୍ତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତ୍ୱରାନ୍ୱିତ ହେଉଛି ସ୍ୱାସ୍ଥ୍ୟସେବା । ଏଣିକି ରାତିରେ ମଧ୍ୟ ଅପରେସନ ପାଇଁ ଖୋଲା ରହିବ ଥିଏଟର ଏବଂ ଉପଲବ୍ଧ ରହିବେ ଡାକ୍ତର । ଆହତ କିମ୍ବା ଅନ୍ୟ ଗୁରୁତର…

କେଉଁ ତେଲ ବ୍ୟବହାର କଲେ ହାର୍ଟ ସୁସ୍ଥ ରହିବ: କେଉଁ ତେଲ କ୍ୟାନସର, ଚର୍ବି ବୃଦ୍ଧି, ଗ୍ୟାସ, କୋଷ୍ଠକାଠିନ୍ୟ ସମସ୍ୟା ବଢ଼ାଏ

ନୂଆଦିଲ୍ଲୀ: ସମସ୍ତ ପ୍ରକାରର ଆମିଷ, ନିରାମିଷ ଖାଦ୍ୟ ସହିତ ଅନେକ ଛଣାଛଣି ସାମଗ୍ରୀ ପାଇଁ ତେଲ ବ୍ୟବହାର କରାଯାଇଥାଏ । ତେବେ ବଜାରରେ ମିଳୁଥିବା ଅନେକ ପ୍ରକାରର ତେଲ ଆମର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।…

CocaCola, Sprite, Maazaରେ ମିଶିଛି ଭୟଙ୍କର ଇବୋଲା ଭାଇରସ୍! ‘ହାଇଦ୍ରାବାଦ ପୋଲିସ’ ତରଫରୁ ୱାର୍ଣ୍ଣିଂ

ନୂଆଦିଲ୍ଲୀ: କୋକା କୋଲା, ସ୍ପ୍ରାଇଟ୍, ମାଜା, ଫାଣ୍ଟା ଇତ୍ୟାଦି କୋଲ୍ଡ ଡ୍ରିଙ୍କସ ବ୍ରାଣ୍ଡ ଲୋକଙ୍କର ସବୁଠୁ ପ୍ରିୟ । ବଜାରରେ ଏହି ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସର ଖୁବ ଚାହିଦା ରହିଛି । କିନ୍ତୁ ଏହାକୁ ନେଇ ଏକ ଭୟାନକ…

ଚଳିତ ବର୍ଷଠାରୁ ଅଗଷ୍ଟ ୧୨ ତାରିଖକୁ ରାଗିଂ ନିରୋଧୀ ଦିବସ ଭାବେ ପାଳନ କରାଯିବ: ରାଗିଂ ରୋକିବାକୁ UGCର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ରାଗିଂ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ସିନିୟରମାନେ ଜୁନିୟର ପିଲାଙ୍କୁ ରାଗିଂ କରିବା ଫଳରେ ଅନେକ ଛାତ୍ରଛାତ୍ରୀ ଜୀବନ…

ବେନ୍ ଷ୍ଟୋକ୍ସ ରଚିଲେ ଇତିହାସ: ଏମିତି କାରନାମା କରିବାରେ ପ୍ରଥମ ଅଧିନାୟକ ଭାବରେ ରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆସେଜ ସିରିଜର ତୃତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଇଂଲଣ୍ଡ । ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ବାଜି ମାରି ନେଇଥିଲା । କିନ୍ତୁ ତୃତୀୟ ମ୍ୟାଚରେ ଇଂଲଣ୍ଡ ଦମଦାର…

କିମ୍ବଦନ୍ତୀ ଫୁଟବଲର ସୁଆରେଜଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ସ୍ପେନର କିମ୍ବଦନ୍ତୀ ଫୁଟବଲର ଲୁଇସ୍ ସୁଆରେଜଙ୍କ ପରଲୋକ ଘଟିଛି । ସୁଆରେଜ ୮୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସ୍ପେନର ଏକମାତ୍ର ଫୁଟବଲର ଭାବେ…

ଉଚ୍ଚ ଶିକ୍ଷା ବିଭାଗରେ ଖୋଲିବ ପେନସନ୍ ସେଲ୍: ବିଭାଗୀୟ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ଉଚ୍ଚଶିକ୍ଷା ବିଭାଗରେ ଖୋଲିବ ପେନସନ୍ ସେଲ । ଏହାଫଳରେ ଏଣିକି କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ହିଁ ସେମାନଙ୍କର ପେନସନ ପାଇ…

୫୩ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କ ନାମରେ ୯୦୦ କୋଟିର ସମ୍ପତ୍ତି ଲେଖି ଦେଇଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ୯୦୦ କୋଟି ଟଙ୍କା ସମ୍ପତ୍ତି ଛାଡିଦେଇ ଯାଇଛନ୍ତି । ଦି ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ, ବର୍ଲୁସ୍କୋନି ତାଙ୍କ…

ଆଉ ନାହାନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ, ଝୁରୁଛି ଯଲିଉଡ଼

କଟକ: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ତଥା ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳଙ୍କ ପରଲୋକ ଘଟିଛି। ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ସେ ଗତକାଲି କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।…