Browsing Category

Breaking News

ଖାଲିସ୍ଥାନର ଧମକପୂର୍ଣ୍ଣ ପୋଷ୍ଟରକୁ ନେଇ ଜୟଶଙ୍କରଙ୍କ ଚେତାବନୀ: କହିଲେ ଏମାନଙ୍କୁ କେହି ଯଦି ଆଶ୍ରୟ ଦିଅନ୍ତି ତେବେ..

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକମାନେ କାନାଡାର ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ପୋଷ୍ଟର ଭାଇରାଲ ହେଉଛି। ଏଥିରେ ଜୁଲାଇ ୮ରେ ଖାଲିସ୍ତାନୀ ରାଲି କରିବା ନେଇ ମଧ୍ୟ ଆଲୋଚନା…

ଋଷିଆଠାରୁ ଶସ୍ତା ତେଲ କିଣିବାକୁ ନୂଆ ରାସ୍ତା ଆପଣାଇଲା ଭାରତ, ଚୀନକୁ ମିଳିଲା ଫାଇଦା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବିକାଶ ହେତୁ ଘଟୁଥିବା ପରିବର୍ତ୍ତନ ମଧ୍ୟରେ ଭାରତ ଡଲାର ବଦଳରେ ୟୁଆନ ବ୍ୟବହାର କରିବା ଆରମ୍ଭ କରିଛି। ରଏଟର୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟ ରିଫାଇନର୍ସ ବର୍ତ୍ତମାନ ରୁଷରୁ ଆସୁଥିବା…

ପୁଣି ଶିଖର ଛୁଇଁଲେ ସେନସେକ୍ସ-ନିଫ୍ଟି: ନିବେଶକ ମାଲାମାଲ, ଗୋଟିଏ ଦିନରେ ୧.୮୨ ଲକ୍ଷ କୋଟିର ଲାଭ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଏବେ ଦିନକୁ ଦିନ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । ସୋମବାର ଅର୍ଥାତ୍ ଜୁଲାଇ ୩ ତାରିଖରେ ସେନସେକ୍ସ ପ୍ରଥମ ଥର ପାଇଁ ୬୫,୦୦୦ ଅଙ୍କ ପାର୍ କରିଥିଲା । ସେହିଭଳି ନିଫ୍ଟି ୧୯,୩୦୦…

ଜୁଲାଇ ୧୩ରେ ଲଞ୍ଚ ହେବ ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩, ଘୋଷଣା କଲେ ଇସ୍ରୋ ମୁଖ୍ୟ

ନୁଆଦିଲ୍ଲୀ: ଚଳିତ ମାସ ୧୩ ତାରିଖରେ ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଲଞ୍ଚ ହେବ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଏହି ଉତକ୍ଷେପଣ ଜୁଲାଇ ୧୩ ପାଇଁ…

ମନୀଷ ସିସୋଦିଆଙ୍କୁ ମିଳିଲାନି ବେଲ୍, ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। କୋର୍ଟ ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲାରେ…

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶକୁ ଅଗ୍ରସର କରିଛି । ତେବେ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ଥିବା ଯୋଗୁଁ ଆର୍ଦ୍ରତା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ଦଶମିକ ୧ ମିଲିମିଟର…

୨ ଲକ୍ଷରୁ ଅଧିକ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଉପରେ ବିପଦ ଘଣ୍ଟି: ପ୍ଲଗଇନରେ ରହିଛି ବିପଜ୍ଜନକ ବଗ୍, ରିପୋର୍ଟ ବଢ଼ାଇଲା ଟେନସନ୍

ନୂଆଦିଲ୍ଲୀ: ହ୍ୟାକିଂ ସମ୍ବନ୍ଧରେ ପ୍ରତିଦିନ କିଛଇ ନା କିଛି ନୂଆ ରିପୋର୍ଟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ୱାର୍ଡପ୍ରେସ୍ ସମ୍ବନ୍ଧରେ କିଛି ଏପରି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨ ଲକ୍ଷରୁ ଅଧିକ…

ଅବିବାହିତାଙ୍କ ପାଇଁ ପେନସନ, ନୂତନ ଯୋଜନାର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

ହରିୟାଣା : ସରକାର ବର୍ତ୍ତମାନ ଅବିବାହିତାଙ୍କୁ ପେନସେନ ଦେବାର ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏକ ମାସ ଭିତରେ ଏହା ଉପରେ ନିଷ୍ପତି ନିଆଯିବ । ଏହି ଯୋଜନା ପକ୍ଷରୁ ସେହି ଲୋକଙ୍କୁ ଲାଭ…

ଆଜି ଆକାଶରେ ଦେଖିବାକୁ ମିଳିବ ଚଳିତ ବର୍ଷର ପ୍ରଥମ ସୁପର ମୁନ୍‌; ଜାଣନ୍ତୁ ଭାରତର କେଉଁ ସ୍ଥାନରେ ଦେଖିବାକୁ ମିଳିବ

ନୂଆଦିଲ୍ଲୀ: ସୋମବାର ରାତି ଆକାଶରେ ଦେଖିବାକୁ ମିଳିବ ଚଳିତବର୍ଷର ପ୍ରଥମ ସୁପରମୁନ୍ । ସ୍କାଏ ଗାଜର୍ସମାନଙ୍କ ପାଇଁ ଏହା ଚଳିତବର୍ଷର ପ୍ରଥମ ଉଜ୍ଜଳ ଲନାର ଡିସପ୍ଲେକୁ ଦେଖିବାର ସୁଯୋଗ ମିଳିପାରିବ । ରାତି ଆକାଶରେ…

ଏଣିକି ଶରୀରର ତାପମାତ୍ରା ମାପିବାକୁ ଥର୍ମୋମିଟର ଆବଶ୍ୟକ ପଡିବ ନାହିଁ; ଆପଲ ଏୟାରପଡ୍ ମାପିବ ତାପମାତ୍ରା

ନୂଆଦିଲ୍ଲୀ: ଆପଲ ପ୍ରଡକ୍ଟର ଲୋକପ୍ରିୟତା ବିଷୟରେ ସମସ୍ତଙ୍କୁ ଜଣା । ଏବେ ଆପଲ ଏୟାରପଡ୍ ରେ ନୂଆ ଫିଚର ସାମିଲ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏୟାରପଡର ପରବର୍ତ୍ତୀ ସଂସ୍କରଣରେ ଆପଣ ଶରୀର ତାପମାତ୍ରା ଓ…