Browsing Category
Breaking News
(Video) ଟ୍ରେନିଂ ସମୟରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୨ ମୃତ
ନୂଆଦିଲ୍ଲୀ: କଲମ୍ବିଆର ଭିଲାଭିକେନ୍ସିଓରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଟ୍ରେନିଂ ସମୟରେ କଲମ୍ବିଆର ବାୟୁସେନା ବିମାନ ବାୟୁରେ ଧକ୍କା ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରେନିଂ ସମୟରେ ବିମାନ ଆକାଶରେ…
ଦିଲ୍ଲୀ ଏୟାରପୋର୍ଟରେ ମହିଳା ଯାତ୍ରୀଙ୍କ ଠାରୁ ମିଳିଲା ୨୨ ଅଫୁଟା ଗୁଳି ସହ ବନ୍ଧୁକ, ଭୟରେ ଯାତ୍ରୀ
ନୂଆଦିଲ୍ଲୀ:ଦିଲ୍ଲୀ ଏୟାରପୋର୍ଟରେ ଶନିବାର ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ନିକଟରୁ ୨୨ ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯାଇଛି । ରବିବାର ପୋଲିସ ମହିଳାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା…
୩ ବର୍ଷର ଶିଶୁକନ୍ୟାକୁ ନଦୀରେ ଫିଙ୍ଗି ହତ୍ୟା : ଘଟଣାର ୧୦ ବର୍ଷ ପରେ ମହାରଷ୍ଟ୍ରରେ ଧରା ପଡିଲା ଫେରାର ବାପା
କଟକ : ନିଜ ତିନି ବର୍ଷର ଶିଶୁକନ୍ୟାକୁ ବୈତରଣି ନଦୀକୁ ଫିଙ୍ଗି ହତ୍ୟା କରି ଫେରାର ହୋଇଥିବା ବାପାକୁ ୧୦ ବର୍ଷ ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିଲା । ଅଭିଯୁକ୍ତ ବାପା…
ବହୁ ଖାଦ୍ୟପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ମୁଡ୍ ପୁରାପୁରି ବିଗିଡିଯାଏ, କ’ଣ ସେହିସବୁ ଖାଦ୍ୟପଦାର୍ଥ ଆସନ୍ତୁ ଜାଣିବା
ବିଭିନ୍ନ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ ଓ କାମ କରିବାକୁ ଉତ୍ସାହ ସୃଷ୍ଟି ହୋଇଥାଏ । ଏପରିବି ବହୁ ଖାଦ୍ୟ ରହିଛି ଯାହା ଖାଇବା ଦ୍ୱାରା ମାନସିକ ସ୍ତରରେ ବି ବହୁତ ଶାନ୍ତି ଓ ଖୁସି ଅନୁଭୂତ ହୋଇଥାଏ…
ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ୧୦ ମିନିଟ୍ରେ ନିଷ୍ପତି ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ: ରାଜନାଥ ସିଂ
ନୂଆଦିଲ୍ଲୀ: ଶନିବାର ଛତିସଗଡ଼ରେ ଏକ ରାଲୀକୁ ସମ୍ବୋଧିତ କରିବା ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୁୟରେ ମାଓବାଦୀମାନେ ଭାରତରେ କେବଳ ୧୦ରୁ ୧୨ ଜିଲ୍ଲାରେ…
ସରକାର ଏହି ଦିନ ଜାରି କାରିପାରନ୍ତି ୧୪ତମ କିସ୍ତି, ଲାଭ ପାଇବାକୁ ଶୀଘ୍ର କରନ୍ତୁ ଏହି କାମ
ନୂଆଦିଲ୍ଲୀ: ଭାରତ ସରକାର ୨୭ ଫେବୃଆରୀ ୨୦୨୩ ରେ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ୧୩ ତମ କିସ୍ତି ପାଇଁ ଏହି ଟଙ୍କା ସ୍ଥାନାନ୍ତର କରିଥିଲେ। ସେବେଠାରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪…
ମୌସୁମୀ ଦୂର୍ବଳ ହେଉଥିବାରୁ ବଢୁଛି ଗୁଳୁଗୁଳି, ଆଗକୁ ବର୍ଷା ନ ହେଲେ ବାଧା ପ୍ରାପ୍ତ ହେବ ଫସଲ ଉତ୍ପାଦନ
ଭୁବନେଶ୍ୱର:ଦେଶ ତଥା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀର ଆଗମନ ସମସ୍ତଙ୍କ ଲାଗି ଆଶ୍ୱସ୍ତି ଆଣିଥିଲା । ରଜ ପରେ ପରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ…
ଜେଲ୍ ରେ ରହି ବି ଚଳାଇଛନ୍ତି ଅପରାଧିକ ସାମ୍ରାଜ୍ୟ, କଳାପାଣି ପଠାଇ ଦେବାକୁ ଗୃହ ମନ୍ତ୍ରଣାଳୟକୁ କହିଲା ଏନଆଇଏ
ନୂଆଦିଲ୍ଲୀ:ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ ପକ୍ଷରୁ ଉତ୍ତର ଭାରତ ଜେଲ୍ ରେ ବନ୍ଦୀ ଥିବା ୧୦ରୁ ୧୨ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କୁ ଆଣ୍ଡାମାନ ନିକୋବର ଜେଲ୍(କଳାପାଣି) ପଠାଇ ଦେବା ପାଇଁ ନିବେଦନ କରାଯାଇଛି । ଏହି…
ମଣିପୁର ହିଂସା ପଛରେ ବିଦେଶୀ ହାତ ଥିବା ଆଶଙ୍କା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ବିରେନ୍ ସିଂ; କହିଲେ-ଏହା ପୁର୍ବନିୟୋଜିତ
ନୁଆଦିଲ୍ଲୀ: ମଣିପୁର ଜାରି ରହିଥିବା ହିଂସାରେ ବିଦେଶୀ ହାତ ଥିବା ଆଶଙ୍କା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍ ବିରେନି ସିଂ । ସେ କହିଛନ୍ତି ଯେ, ଏହି ହିଂସାରେ ବାହାର ଲୋକଙ୍କର ହାତ ଥିବା ସେ ଆଶଙ୍କା ରହିଛି ।…
ଦମ୍ପତ୍ତିଙ୍କ ଆତ୍ମହତ୍ୟା: ଋଣ ଭାର ସହି ନ ପାରି ଝୁଲିପଡିଲେ
ଖୋର୍ଦ୍ଧା: ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଏଠାରେ ଦମ୍ପତ୍ତି ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ଋଣ ଭାର ସହ୍ୟ ନକରି ପାରି ଫାଶିରେ ଝୁଲି ଅତ୍ମହତ୍ୟା…