Browsing Category
Breaking News
ଆସନ୍ତା ସୋମବାରଠାରୁ ରାଜ୍ୟରେ ହେବ ପ୍ରବଳ ବର୍ଷା , ଜାଣନ୍ତୁ କେଉଁ ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିଂ ?
ଭୁବନେଶ୍ୱର: ରାଜ୍ୟରେ ମୌସୁମୀବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ସପ୍ତାହରେ ଉତ୍ତର…
ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ବି ପୋଲିସ କାଟିବେନି ଚାଲାଣ! କ’ଣ ଏହି ନୂଆ ନିୟମ
ନୂଆଦିଲ୍ଲୀ: ଟ୍ରାଫିକ ନିୟମରେ ହୋଇଛି ଏକ ସାମାନ୍ୟ ପରିବର୍ତ୍ତନ । ଏଣିକି ରାସ୍ତାରେ ଯିବା ବେଳେ ଟ୍ରାଫିକ ନିୟମ ଭାଙ୍ଗିଲେ ବା ଗାଡି ଏବଂ ଚାଳକଙ୍କର କାଗଜପତ୍ର ନଥିଲେ ଟ୍ରାଫିକ ପୋଲିସ ଅଟକାଇବେ ନାହିଁ । ତେଣୁ ଏହିସବୁ…
ଚଳିତ ଶିକ୍ଷାବର୍ଷରୁ ଭୁବନେଶ୍ୱର ଆଇଆଇଟିରେ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ଲାଗି ମିଳିଲା ମଞ୍ଜୁରୀ
ଭୁବନେଶ୍ୱର: ଭୁବନେଶ୍ୱର ଆଇଆଇଟିରେ ଚଳିତ ଶିକ୍ଷାବର୍ଷରୁ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ ତରଫରୁ ୪ ବର୍ଷିଆ ଏକୀକୃତ ଶିକ୍ଷକ ଶିକ୍ଷା…
ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ‘ସ୍ମାର୍ଟ ମୋ ସେବା କେନ୍ଦ୍ର’: ଚଳିତ ବର୍ଷ ପ୍ରତିଷ୍ଠା ହେବ ୮୦୦୦ କେନ୍ଦ୍ର, ଆଇଟି ବିଭାଗର ଯୋଜନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀ କିପରି ବିଭିନ୍ନ ସେବା ସହଜରେ ପାଇପାରିବେ ସେନେଇ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏଣିକି ଜନସାଧାରଣଙ୍କୁ ସରକାରୀ ସେବା ପାଇଁ ଆଉ ଗୋଟିଏ କାର୍ଯ୍ୟାଳୟରୁ…
୪୩୦ କୋଟି ଟଙ୍କା ବ୍ୟୟରେ କରାଯିବ ବଲାଙ୍ଗିର ଟାଉନ୍ ବାଇପାସ୍ ରାସ୍ତା ନିର୍ମାଣ : ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ୍ ଗଡକରୀ ଆଜି ୪୩୦ କୋଟି ଟଙ୍କା ବ୍ୟୟରେ ବଲାଙ୍ଗିର ଟାଉନ୍ ବାଇପାସ୍ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ଭିଡିଓ କନ୍ଫରେନ୍ସିଂ ଜରିଆରେ କରିଛନ୍ତି । ୧୨…
୮୦ ଲକ୍ଷ ଥର ଲେଖି ସାରିଲେଣି ରାମ ନାମ, ଲକ୍ଷ୍ୟ ଏକ କୋଟି ଟପିବେ
ଭୁବନେଶ୍ୱର: ପୁରାଣରେ କୁହାଯାଇଛି ଯେ, କଳି ଯୁଗରେ ଯଦି କେହି ରାମନାମ ଜପ କରିବ ତେବେ ସେ ସ୍ୱର୍ଗ ପ୍ରାପ୍ତି ହେବ । ଏହି ଆଶାରେ ଲୋକମାନେ ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ ପାଇବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି…
ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର! ଏବେ ମେଟ୍ରୋରେ ନେଇ ହେବ ଦୁଇଟି ବୋତଲ, ନିଷ୍ପତ୍ତି ନେଲେ ସ୍ୱତନ୍ତ୍ର କମିଟି
ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ବର୍ତ୍ତମାନ ସେମାନଙ୍କ ସହିତ ମଦ ବୋତଲ ନେଇପାରିବେ। ସିଏସ୍ଏଫ୍ ଏବଂ ମେଟ୍ରୋ ଅଧିକାରୀଙ୍କ ଏକ କମିଟି ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ…
ସହମତିରେ ସମ୍ବନ୍ଧ ରଖାଯିବାର ବୟସ ୧୮ରୁ ହେବ ୧୬ , ହାଇକୋର୍ଟ କହିଲେ ଇଣ୍ଟରନେଟ୍ ଯୁଗରେ ଶୀଘ୍ର ବଡ ହୋଇ ଯାଉଛନ୍ତି ପିଲାମାନେ
ଗ୍ୱାଲିଅର: ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଜୋର ଦେଇଛନ୍ତି । କୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ଯୁବକ ଯୁବତୀଙ୍କ ମଧ୍ୟରେ ପରସ୍ପର ସହମତିରେ ସମ୍ବନ୍ଧ…
ବିଲାତି ପରେ ଏବେ କନ୍ଦାଇବ ପିଆଜ! ଏହି କାରଣରୁ ବଢିପାରେ ଦର
ନୂଆଦିଲ୍ଲୀ : ଦେଶରେ ଟମାଟୋ ମୂଲ୍ୟରେ ରେକର୍ଡ ବୃଦ୍ଧି ପରେ ବର୍ତ୍ତମାନ ଆଉ ଏକ ପରିବା ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବା। ମିଡିଆ ରିପୋର୍ଟ ଅନୁଯାୟୀ, ଦେଶର ଅଧିକାଂଶ ସହରରେ ପିଆଜର ମୂଲ୍ୟ ବଢିପାରେ। କେତେକ…
ସ୍କୁଲ ଭିତରେ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ପଢାଯାଉଥିଲା ନମାଜ, ସ୍କୁଲ ବାହାରେ ହିନ୍ଦୁ ସଂଗଠନର ବିକ୍ଷୋଭ ସହ ହନୁମାନ ଚାଳିଶା ପାଠ
ନୂଆଦିଲ୍ଲୀ: ଗୁଜୁରାଟର ଏକ ସ୍କୁଲରେ ବକରିଇଦ୍ର ସେଲିବ୍ରେସନ କରାଯିବା ସହ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ନମାଜ ପଢିବାକୁ ବାଧ୍ୟ କରାଯାଇଥିଲା । ଗୁଜୁରାଟ ମହେସାଣାର ଏକ ବେସରକାରୀ ସ୍କୁଲରେ ବକରିଇଦ୍ ସେଲିବ୍ରେସନକୁ ନେଇ…