Browsing Category

Breaking News

(Video) ମହାନ ଅଭିନେତା ରାଇମୋହନଙ୍କ ଶ୍ରାଦ୍ଧବାର୍ଷିକୀ: ଆଜି ବି ଭୁଲି ପାରୁ ନାହାନ୍ତି କୋଟି କୋଟି ଦର୍ଶକ

ଭୁବନେଶ୍ୱର: ଚାହୁଁ ଚାହୁଁ ବର୍ଷେ ପୁରିଗଲାଣି । କିନ୍ତୁ ଆଜି ବି ତାଙ୍କୁ ଝୁରୁଛନ୍ତି ଓଡିଶାବାସୀ ଆଉ ଝୁରି ହେଉଛି ଓଡିଆ ସିନେ ଜଗତ । ଓଲିଉଡ ଦୁନିଆର ବେତାଜ ବାଦଶାହ ତଥା ମହାନ ଖଳନାୟକ ରାଇମୋହନ ପରିଡାଙ୍କ ମୃତ୍ୟୁକୁ…

୨୪ ଘଣ୍ଟାରେ ଲଘୁଚାପ! ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର : ଆଜି ସାରା ରାଜ୍ୟକୁ ଛୁଇଁଛି ମୌସୁମୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ମିଳିଛି ।…

ସନ୍ଧ୍ୟା ୫ଟାରୁ ନବମୀ ଦର୍ଶନ ବନ୍ଦ: ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଦେଖିବେନି ଶ୍ରଦ୍ଧାଳୁ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ନବମୀ ସନ୍ଧ୍ୟାରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ । ଆଡପ ମଣ୍ଡପରେ ଦର୍ଶନ ଦେବେ ନାହିଁ କୋଟି ଓଡିଆଙ୍କ…

ଦିନର ଅଲଗା ଅଲଗା ସମୟରେ ଉପଭୋକ୍ତା ଦେବେ ଅଲଗା ଅଲଗା ବିଜୁଳି ବିଲ୍, କେବେଠାରୁ ଲାଗୁ ହେବ ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଦିନକୁ ଦିନ ଯେପରି ବିଜୁଳି ବିଲ୍ ବଢିବାରେ ଲାଗିଛି ତାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କିନ୍ତୁ ଏବେ ଉପଭୋକ୍ତାଙ୍କ ଲାଗି ଏକ ଖୁସି ଖବର ଆସିଛି । ଏବେ ଉପଭୋକ୍ତା ସାରା ଦିନ…

୩୪ ଜିଲ। ଆହ।ର ସମିତି ଓ ସିଟି ଆହ।ର ସମିତିକୁ ୧୧ କୋଟି ୧୭ ଲକ୍ଷ ଟଙ୍କ। ପ୍ରଦ।ନ

ଭୁବନେଶ୍ୱର: ର।ଜ୍ୟର ସମସ୍ତ ପୌର।ଞ୍ଚଳରେ ଥିବ। ୩୪ ଜିଲ। ଆହ।ର ସମିତି ଓ ସିଟି ଆହ।ର ସମିତିକୁ ଗୃହ, ନଗର ଉନ୍ନୟନ ବିଭ।ଗ ୧୧ କୋଟି ୧୭ ଲକ୍ଷ ଟଙ୍କ। ପ୍ରଦ।ନ କର।ଯ।ଇଛି ଔ ୨୦୨୩ - ୨୪ ଆର୍ଥିକ ବର୍ଷର ଦ୍ୱିତୀୟ…

ମାଗଣାରେ ନ୍ୟୁଜ୍‌ ପ୍ରକାଶ କରିପାରିବେ ନାହିଁ ଗୁଗୁଲ ଏବଂ ଫେସବୁକ୍‌, ସରକାରଙ୍କ ଘୋଷଣା ପରେ ଏପରି ଜବାବ ଦେଲା ମେଟା

ଇଣ୍ଟରନେଟ୍ ଦିଗଜ୍ଜମାନଙ୍କୁ ଏବେ କାନାଡାର ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବାକୁ ପଡିବ । ସେମାନେ ସେମାନଙ୍କର ଖବର ମାଗଣାରେ ଦେଖାଇ ପାରିବେନାହିଁ । ଅନ୍ୟପକ୍ଷରେ ସଂସଦ ଦ୍ୱାରା ଅନୁମୋଦିତ ଆଇନ ଲାଗୁ ହେବା ପରେ ଦେଶର…

ଏୟାରଟେଲର ଖାସ ପ୍ଲାନ: ୧୪୯ ଟଙ୍କାରେ ଡାଟା ସହ ୧୫ ଦିନରୁ ଅଧିକ ମିଳିବ OTTର ଆକ୍ସେସ

ନୂଆଦିଲ୍ଲୀ: ଏୟାରଟେଲ ପୋର୍ଟଫୋଲିଓରେ ଆପଣଙ୍କୁ ବହୁ ରିଚାର୍ଜ ପ୍ଲାନ୍ସର ଅପସନ ମିଳୁଥିବ । କମ୍ପାନୀ ଶସ୍ତା-ମହଙ୍ଗା ବହୁ କିଛି ପ୍ଲାନ ଅଫର କରୁଥିବ । ଏହି ସବୁ ବ୍ରାଣ୍ଡ କିଛି ଖାସ ପ୍ଲାନ ମଧ୍ୟ ଅଫର କରୁଛି । ଏପରି…

ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଆୟଠାରୁ ୫୦୦% ସଂପତ୍ତି ଠାବ

ଭୁବନେଶ୍ୱର: ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ…

୧୯୯୭ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଦ୍ୱିପାକ୍ଷୀୟ ଇଜିପ୍ଟ ଯାତ୍ରା, ଅଲ ହକିମ୍ ମସଜିଦ୍ ଯିିବା ସହ ଭାରତୀୟ ସୈନିକଙ୍କୁ ଦେବେ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୪ ଦିବସୀୟ ଆମେରିକା ଯାତ୍ରା ଶେଷ କରି ଇଜିପ୍ଟ ରାଜଧାନୀ କାଇରୋ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଠାକୁ ଦ୍ୱିଦିବସୀୟ ରାଜକୀୟ ଯାତ୍ରାରେ ଯାଉଛନ୍ତି ।…

ଜୁନିୟର ଟ୍ରାନ୍ସଲେଟର ସମେତ ଏହି ପଦବୀରେ ବାହାରିଲା ନିଯୁକ୍ତି, ଜାଣନ୍ତୁ ବୟସ ସୀମା ଠାରୁ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ୟୁନିୟନ ଜନସେବା ଆୟୋଗ ୨୦୦ ରୁ ଅଧିକ ପଦବୀ ନିଯୁକ୍ତି ବାହାର କରିଛନ୍ତି। ଏହି ପୋଷ୍ଟଗୁଡିକ ବିଭିନ୍ନ ବିଭାଗର ଅଟେ। ସେହି ପ୍ରାର୍ଥୀମାନଙ୍କର ଏହି ପଦବୀ ପାଇଁ ଆବେଦନ କରିବାର କ୍ଷମତା ଏବଂ ଇଚ୍ଛା ଥିବା…