Browsing Category
Breaking News
ଆଖୁଚାଷୀ ମାନଙ୍କ ପାଇଁ ଖୁସିଖବର; ନାବାର୍ଡ ଯୋଜନା ମାଧ୍ୟମରେ ସହଜରେ ମିଳୁଛି ଋଣ, ଏଥର ମାଲାମାଲ ହେବେ ଚାଷୀ
ନୂଆଦିଲ୍ଲୀ: ପଶ୍ଚିମ ଉତ୍ତରପ୍ରଦେଶର ଜିଲ୍ଲାରେ ରହୁଥିବା କୃଷକମାନେ ଆଖୁ ଚାଷ କରନ୍ତି। କିନ୍ତୁ ଆର୍ଥିକ ସଙ୍କଟ ପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି। କିନ୍ତୁ ବର୍ତ୍ତମାନ କୃଷକମାନଙ୍କ ପାଇଁ ଚିନ୍ତା କରିବାର
କୌଣସି…
ଗ୍ରୀଷ୍ମ ଅବକାଶକାଳୀନ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ଜାରି ହେଲା ମାର୍ଗଦର୍ଶିକା
ଭୁବନେଶ୍ୱର: ଆଜିଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ଅବକାଶକାଳୀନ ପାଠପଢ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଏହି ଯୋଜନା…
WTC Final ପୁର୍ବରୁ ଟେଷ୍ଟରେ ଟପ୍ରେ ପହଞ୍ଚିଲା ଭାରତ: ଶେଷ ହେଲା ଅଷ୍ଟ୍ରେଲିଆର ୧୫ ମାସର ଦବଦବା
ନୂଆଦିଲ୍ଲୀ: ଭାରତ ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନ ହାସଲ କରିଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍ ବାର୍ଷିକ ର୍ୟାଙ୍କିଙ୍ଗ୍ ଅପଡେଟ୍ରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି । ଅଷ୍ଟ୍ରେଲିଆ…
ସାମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ବୈଠକ : ସବୁ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ; ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା
ଭୁବନେଶ୍ୱର: ବଙ୍ଗୋପସାଗରେ ସାମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ବୈଠକ । ସବୁ ବିଭାଗକୁ ସଜାଗ ରହିବା ପାଇଁ ଦିଆଗଲା ନିର୍ଦ୍ଦେଶ । ରାଜ୍ୟରେ ଆଗକୁ ଆସିବାକୁ ଥିବା ବାତ୍ୟାକୁ ନେଇ ପ୍ରସ୍ତୁତି ବୈଠକ ଡାକିଛନ୍ତି ଏସଆରସି…
Met Gala 2023: ହଲିଉଡ୍ ଡେବ୍ୟୁ ପୂର୍ବରୁ ଜୋରଦାର ଏଣ୍ଟ୍ରି … ଲକ୍ଷେ ମୋତିର ଗାଉନ ପିନ୍ଧି ରେଡ୍ କାର୍ପେଟରେ ଚାଲିଲେ ଆଲିଆ
ନୂଆଦିଲ୍ଲୀ : ବଲିଉଡର ନୂଆ ମାଆ ଆଲିଆ ଭଟ୍ଟ ହଲିଉଡ ଡେବ୍ୟୁ ପୂର୍ବରୁ ସବୁଠୁ ବଡ ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ ରେ ଡେବ୍ୟୁ କରିଛନ୍ତି । ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟରେ ମେଟ ଗାଲା ଇଭେଣ୍ଟରେ…
ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସରଗରମ ରାଜନୀତି; ଏବେ କିଏ ସମ୍ଭାଳିବ ଏହି ପଦ
ନୂଆଦିଲ୍ଲୀ: ଗୋଟେ ପରେ ଗୋଟେ ଝଟକା । ବର୍ତ୍ତମାନ ଯେପରି ରାଜନୈତିକ ପାଣିପାଗ ତାତିକି ରହିଛି । ଗୋଟେ ପଟେ ମହାରାଷ୍ଟ୍ର ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର…
ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ନୂଆ ପୋଲିସ ଷ୍ଟେସନ: ୪୭ଟି ପଦ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି । ସେଥିପାଇଁ କମିଶନରେଟ ପୋଲିସ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିବା ସହିତ ନୂଆ…
PoKକୁ ଫେରାଇ ଆଣିବା BJP ସରକାରର ମୁଖ୍ୟ ଏଜେଣ୍ଡା: PM ମୋଦୀଙ୍କର ରହିଛି ମାଷ୍ଟର ପ୍ଲାନ, କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଇକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ହେଁ ତାହା ବର୍ତ୍ତମାନ ପାକିସ୍ତାନ କବଜରେ ରହିଛି । ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତକୁ ପିଇକେ ଫେରିବା ନେଇ ଏକାଧିକ…
ଶ୍ରୀମନ୍ଦିର ପ୍ରଶାସକଙ୍କ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ
ପୁରୀ: ଗତ ଶନିବାର ଦିନ ଓଡିଶା ସରକାର ୨୦୦୭-ବ୍ୟାଚ୍ ଆଇଏଏସ୍ ଅଧିକାରୀ ରଂଜନ କୁମାର ଦାସଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ନୂତନ ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତ କରିଥିଲେ। ତେବେ ଆଜି ସେ ଦାୟିତ୍ୱ ଗ୍ରହଣ କରି…
ଓଡ଼ିଶାରେ ଆରମ୍ଭ ହେଲା OBC ସର୍ଭେ: ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନ ପ୍ରକ୍ରିୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେ ମାସ ପହିଲାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସର୍ଭେ । ମେ ମାସ ୧ ତାରିଖରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ଜୁଲାଇ ୧୨ ତାରିଖରେ ସମାପ୍ତ ହେବ ।…