Browsing Category
Breaking News
ରୋମାଞ୍ଚକର ବିଜୟ ସହିତ ୧୪ ପଏଣ୍ଟରେ ପହଞ୍ଚିଲା ରାଜସ୍ଥାନ: ବଞ୍ଚାଇ ରଖିଲା ପ୍ଲେ ଅଫ୍ ଆଶା, ପଞ୍ଜାବ ଆଉଟ୍
ଧର୍ମଶାଳା: ସ୍ଥାନୀୟ ହିମାଚଳପ୍ରଦେଶ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଚଳିତ ଆଇପିଏଲରେ ଗୁରୁତ୍ୱପୂର୍ଣ୍ଣ ଶେଷ ପର୍ଯ୍ୟାୟ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ…
ବ୍ୟାଙ୍କରେ କେତେଟା ବଦଳାଇପାରିବେ ୨,୦୦୦ ଟଙ୍କିଆ ନୋଟ ? ୩୦ ସେପ୍ଟେମ୍ବର ପରେ କଣ କରିବେ ଲୋକ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗତକାଲି ୨,୦୦୦ ଟଙ୍କିଆ ନୋଟ ଚଳନକୁ ବନ୍ଦ କରିଛନ୍ତି । ଏହି ନୋଟକୁ ଆପଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା କିମ୍ବା ବଦଳାଇ ପାରିବେ । ଆରବିଆଇ ଶୁକ୍ରବାର ଦିନ ଘୋଷଣା…
‘ମୈନେ ତୁଝେ ଦେଖା, ହସତେ ହୁଏ ଗାଲ ପେ’: ଫିଜିକ୍ସ ପରୀକ୍ଷା ଖାତାରେ ଝୁମିଲା ଅଲୀ ଜାଫରଙ୍କ ଗୀତ, ଛାତ୍ରଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ
ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଅନେକ ସମୟରେ କିଛି ଅଜବ ଧରଣର ଘଟଣା ଘଟିଥାଏ । ବେଳେବେଳେ ଛାତ୍ରଛାତ୍ରୀମାନେ ପରୀକ୍ଷା ଖାତାରେ ଏଣୁତେଣୁ କିଛି ଲେଖିଦେଇଥାନ୍ତି । ଫଳରେ ସୋସିଆଲ ମିଡ଼ିଆରେ ଏହି ପରୀକ୍ଷା ପେପର ଅନେକ…
ବହୁବିବାହ ପାଇଁ ପ୍ରକୃତରେ ଦାୟୀ କିଏ? ଭାରତରେ ଏନେଇ କ’ଣ ନିୟମ ରହିଛି, NFHSର ରିପୋର୍ଟ କ’ଣ କହୁଛି, ଏହା ଉପରେ କଟକଣା ଲାଗିବା ଜରୁରୀ କି
ନୂଆଦିଲ୍ଲୀ: ବହୁବିବାହକୁ ନେଇ ଭାରତରେ ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚା ଜାରି ରହିଛି । ବିଜେପି ସରକାର ଏହା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ରହିଥିବା ବେଳେ ଜଣେ ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ…
PUBG ପ୍ରେମୀଙ୍କ ପାଇଁ ଖୁସି ଖବର, ଭାରତ ଫେରୁଛି BGMI, ଉଠିଲା ପ୍ରତିବନ୍ଧକ!
ନୂଆଦିଲ୍ଲୀ: ଆପଣ ଯଦି PUBG ଖେଳିବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତରେ ପୁଣିଥରେ ବ୍ୟାଟେଲଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆ(Battlegrounds Mobile India)ର ପ୍ରତ୍ୟାବର୍ତ୍ତନ ହେଉଛି। ସରକାର…
ସରକାର ୧୦୦୦ ଟଙ୍କିଆ ନୋଟ୍ ପୁଣି ଫେରାଇ ଆଣିଲେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ: ପି. ଚିଦାମ୍ବରମ
ନୂଆଦିଲ୍ଲୀ: ପୁଣି ଭାରତୀୟ ବଜାରକୁ ଫେରିପାରେ ଏକ ହଜାର ଟଙ୍କିଆ ନୋଟ୍। ଏପରି ପୁର୍ବାନୁମାନ କରିଛନ୍ତି ଭାରତର ପୁର୍ବତ୍ତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ଶୁକ୍ରବାର ଲୋକମାନେ ପୁଣି ଥରେ ନଭେମ୍ବର ୮, ୨୦୧୬ ର ସେହି…
ମଧ୍ୟ-ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଜଣେ ବିଧାୟକ ପ୍ରାର୍ଥୀ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଦୁନିଆରେ ଠକାମି ଚରମସୀମାରେ ପହଞ୍ଚି ଗଲାଣି । ଅନେକ ବ୍ୟକ୍ତି ରାଜନୈତିକ ବ୍ୟକ୍ତିଙ୍କ ନାମରେ କିଛି ବେଆଇନ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ରାଜନେତା ମଧ୍ୟ ଏପରି କୁକାର୍ଯ୍ୟରେ…
ଆଖି ପିଛୁଳାକେ ଫୁଟପାଥ ଉପରକୁ ମାଡ଼ି ଆସିଲା ଏକ କାର: ଚାଲିଗଲା ୩ ଜଣଙ୍କ ଜୀବନ, ୪ ଜଣ ଆହତ
ନୂଆଦିଲ୍ଲୀ: ମଣିଷ କାହାକୁ ଭୟ କରୁ ବା ନକରୁ ଜଣକୁ କିନ୍ତୁ ସେ ସବୁ ସମୟରେ ମନେମନେ ଡରୁଥାଏ । ସେ ହେଉଛି ମୃତ୍ୟୁ । ମୃତ୍ୟୁକୁ କେହି କେବେ ଦେଖିନାହାନ୍ତି । ମାତ୍ର ତା’ର ଭୟଙ୍କର ପରିଣତିକୁ ସମସ୍ତେ ଅଳ୍ପ ବହୁତେ…
ଆଗକୁ ବଢ଼ୁଛି ଓଡ଼ିଶା: ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ମାର୍ଟ କ୍ଲାସରୁମ ଓ ଇ-ଲାଇବ୍ରେରୀ ସୁବିଧା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ…
WTC ଫାଇନାଲ ପୂର୍ବରୁ ବଡ଼ ଝଟକା: ଆହତ ହେଲେ ଆର. ଅଶ୍ୱିନୀ, ଦଳ ପାଇଁ ବଢ଼ିଲା ମୁସ୍କିଲ
ନୂଆଦିଲ୍ଲୀ: ଆସନ୍ତା ମାସ ୭ ତାରିଖରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ବିଶ୍ୱର…