Browsing Category
Breaking News
ବଡ ଧରଣର ଦୁର୍ଘଟଣା: ପିକ୍-ଅପ୍ ଓଲଟି ଜଣେ ମୃତ, ୧୩ ଆହତ
ଖଲ୍ଲିକୋଟ: ବେଗୁନିଆପଡା ତାନା ବଇଡା ରାସ୍ତାରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ରାସ୍ତାରେ ଯିବାବେଳେ ଏକ ପିକ୍-ଅପ୍ ଓଲଟିଯିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ଜଣ…
ପୁଣିଥରେ ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ: ୩ ବର୍ଷ ପୁରୁଣା ଘଟଣାରେ ଦେଲେ ଏତଲା
କଟକ: ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ୨୦୨୦ ମସିହାର ଏକ ଘଟଣାକୁ ନେଇ ସେ ଥାନାରେ ଏତଲା ଦେଇଛନ୍ତି । ଅନୁଭବଙ୍କୁ ଏତଲାକୁ ଆଧାର କରି ପୁରୀଘାଟ ଥାନା…
ଖାଲି ପଡିଛି ଶିକ୍ଷକ ପଦବୀ: ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭାଗୀୟ ଅତିରିକ୍ତ ଶାସନ ସଚିବ…
‘ମୋ ବାପା ସମସ୍ତଙ୍କ ହୃଦୟରେ ଅଛନ୍ତି, ପଥରରେ ନୁହେଁ’, ଜାଣନ୍ତୁ କାହିଁକି ବିଜୁଙ୍କ ସାମଧି ଭାଙ୍ଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମାସିହାରେ ନିଜର ପିତା ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । ପୁରୀ ସ୍ୱର୍ଗଦ୍ୱାର ସ୍ଥିତ ସମାଧିକୁ…
୩୫ଟି ପରୀକ୍ଷାରେ ବିଫଳ ହେବା ପରେ ମଧ୍ୟ ହରାଇନଥିଲେ ଆତ୍ମବିଶ୍ୱାସ, ୨୦୧୮ରେ ହେଲେ ଆଇପିଏସ୍, ପରେ IAS ଅଫିସର
ନୂଆଦିଲ୍ଲୀ: ଜୀବନରେ ଗୋଟିଏ କିମ୍ବା ଦୁଇଟି ବିଫଳତା ପାଇବା ମାତ୍ରେ ଲୋକମାନେ ନିଜ ଉପରୁ ଆତ୍ମବିଶ୍ୱାସ ହରାଇ ବସନ୍ତି। ସେମାନଙ୍କର ଭାଗ୍ୟକୁ ଦାୟୀ କରି ସେମାନେ ଅଧିକ ଚେଷ୍ଟା କରିବାକୁ ମନା କରିଦିଅନ୍ତି। କିନ୍ତୁ…
ମାତ୍ର ୩୦ ମିନିଟରେ ଆସିବ ପ୍ରଳୟ! ନାସା ଦେଲା ଚେତାବନୀ, ମଣିଷଙ୍କୁ ମିଳିବନି ଖସିଯିବାର ସୁଯୋଗ
ଦୁନିଆର ଧ୍ୱଂସ ହେବାର ଗୁଜବ ସମୟ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ବେଳେବେଳେ ଆପଣ ଅନେକ ଥର ଉଲକାପିଣ୍ଡ ଧକ୍କା ହେତୁ ପୃଥିବୀ ବୁଡ଼ିଯିବାର ଚେତାବନୀ ଶୁଣିଥିବେ ଏବଂ ବେଳେବେଳେ ଭୟଙ୍କର ସୁନାମିରେ ଧ୍ୱଂସ ହେବାର…
ଅଭିଯୁକ୍ତ ତାହୱୁର ରାଣାଙ୍କୁ ଅଣାଯିବ ଭାରତ! ଅନୁମୋଦନ କଲେ ଆମେରିକା କୋର୍ଟ
ୱାଶିଂଟନ୍: କାଲିଫର୍ଣ୍ଣିଆର ଏକ ଆମେରିକୀୟ କୋର୍ଟ ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାହୁଁଥିବା ପାକିସ୍ତାନୀ ମୂଳ କାନାଡିୟ ବ୍ୟବସାୟୀ ତାହୱୁର ରାଣାଙ୍କୁ ଭାରତକୁ ପଠାଇବାକୁ ଅନୁମତି ଦେଇଛନ୍ତି।…
ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ଯାତ୍ରା ଆରମ୍ଭ କରି ହାୱଡା ପର୍ଯ୍ୟନ୍ତ ଯାତ୍ରା କରିବ ଓଡିଶାର ଏହି ବନ୍ଦେ ଭାରତ ଏକ୍ସପ୍ରେସ । ତେବେ ଭର୍ଚୁଆଲ…
ଜଳୁଛି ଓଡ଼ିଶା! ଆହୁରି ୫ଦିନ କରିବ କଲବଲ, କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି
ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଜନଜୀବନ ଅସ୍ତବ୍ୟସ୍ତ । ପ୍ରଚଣ୍ଡ ତାତି ସହ ଅସହ୍ୟ ଗୁଳୁଗୁଳି । ଦେହରୁ ବହିଯାଉଛି ଗମଗମ୍ ହୋଇ ଝାଳ । ରାତି ପାହିବାମାତ୍ରେ ଆରମ୍ଭ ହୋଇଯାଉଛି…
ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ, ଏପରି ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୩ ମାଟ୍ରିକ (୧୦ମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ଗୁରୁବାର ପୂର୍ବାହ୍ନ ୧୦ଟାରେ ପ୍ରକାଶ ପାଇବ । କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ…