Browsing Category

Breaking News

Gmail Blue Tick:ଟ୍ୱିଟର ଫେସବୁକ ପରେ ଏବେ ମେଲରେ ଆରମ୍ଭ ହେଲା ବ୍ଲୁ ଟିକ୍ ଖେଳ, ଜାଣନ୍ତୁ କିଏ ଉଠାଇ ପାରିବ ଏହାର ଲାଭ

ନୂଆଦିଲ୍ଲୀ: ଟ୍ୱିଟର ହେଉ ଅବା ଫେସବୁକ ବ୍ଲୁ ଟିକ୍ ସବୁ ଠାରେ ଟିକ ମାର୍କ ପାଇଁ ଯୁଦ୍ଧ ଆରମ୍ଭ ହୋଇଛି । ଟ୍ୱିଟରର ବ୍ଲୁ ଟିକ୍ ଆଲୋଚନାର ବିଷୟ ହେବା ପରେ ମେଟା ବ୍ଲୁ ଟିକ୍ ର ସବିଶେଷ ତଥ୍ୟ ସାମ୍ନାକୁ ଆସିଲା।…

ଜାମ୍ମୁ-କାଶ୍ମୀର ରଜୌରୀରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ: ଦୁଇ ଯବାନ ସହିଦ, ଜଣେ ସେନା ଅଧିକାରୀଙ୍କ ସମେତ ୪ ଆହତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ରଜୌରୀ ସେକ୍ଟରରେ ଶୁକ୍ରବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିକାଣ୍ଡ ହୋଇଛି । ଏଥିରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । କୁହାଯାଉଛି ଯେ,…

Cricket World Cup: ଏହି ୪ ଟିମ୍ ବିପକ୍ଷରେ ସ୍ପିନ୍ ପିଚ୍‌ରେ ଖେଳିବାକୁ ଚାହୁଁଛି ଭାରତ, ଅହମ୍ମଦାବାଦରେ ଖେଳାଯିବ ଭାରତ ବନାମ ପାକିସ୍ତାନ…

ମୁମ୍ବାଇ: ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍। ଏଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ। ୨୦୧୬ ପରେ ପ୍ରଥମ ଥର ଭାରତ…

(Video)କ୍ୟାମେରାରେ କଏଦ ହେଲା ଲାଇଭ ମର୍ଡର, ଗୋଟେ ପରେ ଗୋଟେ ଗୁଳିମାଡ଼; ଭିଡ଼ିଓ ଦେଖିଲେ କମ୍ପିବ ଦେହ

ନୂଆଦିଲ୍ଲୀ:ଜମି ବିବାଦ ପାଇଁ ଗଡ଼ିଲା ମୁଣ୍ଡ। କିଛି ଏଭଳି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ମୋରେନା ଜିଲ୍ଲାର ଲେପା ଗ୍ରାମରେ ହୋଇଥିବା ଜମି ବିବାଦରେ ଦୁଇ ପରିବାର ମଧ୍ୟରେ ଭୟଙ୍କର ଝଗଡା…

ବାପା ମା’ଙ୍କ ସଉକ ପାଇଁ ବିପଦରେ ପିଲାଙ୍କ ଜୀବନ! ପିଲାଙ୍କ ଶରୀରରେ ଟାଟୁ କରେଇବାର ଇଚ୍ଛା ପାଇଁ ହେଇପାରେ ସାଙ୍ଘାତିକ ରୋଗ

ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ଟାଟୁ ଏକ ପ୍ରକାରର ଟ୍ରେଣ୍ଡ ହୋଇଯାଇଛି । ଏହା ହେଉଛି ଫ୍ୟାଶନର ଯୁଗ। ଯାହାଙ୍କୁ ଦେଖ ସବୁ ଏଭଳି କରୁଛନ୍ତି । ଟାଟୁ କରିବା ପାଇଁ ଯୁବକମାନଙ୍କ ମଧ୍ୟରେ କମ୍ କ୍ରେଜ୍ ନାହିଁ। କେବଳ ଏଥିରେ…

ସୁନା ପରେ ରୁପା ଭାଙ୍ଗିଲା ରେକର୍ଡ: ସର୍ବକାଳୀନ ସର୍ବାଧିକ ଦରରେ ପହଞ୍ଚିଲା

ନୂଆଦିଲ୍ଲୀ: ସୁନା ଦର ଗତକାଲି ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିବା ପରେ ଆଜି ରୂପ ମଧ୍ୟ ସର୍ବକାଳୀନ ଉଚ୍ଚତମ ସ୍ତରରେ ପହଞ୍ଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ମଧ୍ୟ ସୁନା ଏବଂ ରୂପା ଦର ବୃଦ୍ଧି ପାଇବାରେ…

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଖୁସିଖବର: ବଡ଼ ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆସିଛି ଖୁସିଖବର । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ…

‘ସୀମା ପାର ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ …’, ଏସସିଓ ଶିଖର ସମ୍ମିଳନୀରେ ବିଲାୱାଲଙ୍କ ସମ୍ମୁଖରେ ସିଧା ସିଧା…

ଗୋଆ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶୁକ୍ରବାର ସାଂଘାଇ ସହଯୋଗ ସଂଗଠନକୁ ସମ୍ବୋଧନ କରିଛନ୍ତି। ଏସସିଓ ଶିଖର ସମ୍ମିଳନୀରେ ସହଯୋଗୀ ଦେଶର ବୈଦେଶିକ ମନ୍ତ୍ରୀ ମାନଙ୍କ ଆଗରେ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି।…

ପାୱାର ବାଣ୍ଟିବେ ପୱାର: କାହାକୁ ମିଳିବ ଦଳର ଅଧ୍ୟକ୍ଷ ପଦ, NCP ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ

ନୂଆଦିଲ୍ଲୀ: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ପାଇଁ ଆଜି ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ମୁମ୍ବାଇରେ ଅନୁଷ୍ଠିତ ଏନସିପି ବୈଠକରେ ଦଳ ଶରଦ ପୱାରଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରାଯିବ ।…

ଦୁନିଆରେ ପ୍ରଥମ ଥର ପାଇଁ ଡାକ୍ତରମାନେ କଲେ ଚମତ୍କାର, ମାତୃ ଗର୍ଭରେ ଥିବା ଶିଶୁର ହେଲା ମସ୍ତିଷ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସଫଳ ହେଲା ବିରଳ ଅପରେସନ, ବିଶ୍ୱରେ ପ୍ରଥମ ଥର ପାଇଁ ଡାକ୍ତରଙ୍କ ଏକ ଟିମ୍ ମାତୃ ଗର୍ଭରେ ବଢୁଥିବା ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଏଭଳି ଅପରେସନ ପ୍ରଥମ ଥର…