Browsing Category
Breaking News
SDMଙ୍କ ମୃତ୍ୟୁ: ନିର୍ବାଚନ ଡ୍ୟୁଟି ସମୟରେ ଘଟିଲା ବଡ଼ ଅଘଟଣ
ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କାହା ପାଖକୁ ଆସିବ ତାହା କେହି ବି କହିପାରିବେ ନାହିଁ । ତେବେ ବର୍ତ୍ତମାନ ସମୟରେ ସାରା ଦେଶରେ ନିର୍ବାଚନୀ ବାତାବରଣ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଭୋଟ ପାଇଁ ପ୍ରସ୍ତୁତ…
ସୁରକ୍ଷାକର୍ମୀଙ୍କ Convey ଓ VIP ମୁଭମେଣ୍ଟ ସମୟରେ କୋଡ୍ ଭାଷା ବ୍ୟବହାର କରିବାକୁ ନିର୍ଦ୍ଦେଶ: କେନ୍ଦ୍ର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟର ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ଯେ କନୱେ ଏବଂ ଭିଆଇପି ଆନ୍ଦୋଳନ ସମୟରେ ରେଡିଓ ସେଟରେ କୋଡ୍ ଏବଂ ସାଙ୍କେତିକ ଶବ୍ଦ ବ୍ୟବହାର କରାଯିବା ଉଚିତ୍ । ରେଡିଓ ସେଟରେ…
ପଦକ ଫେରେଇ ନିଅନ୍ତୁ, ଯେଉଁଠାରେ ଆମର ସମ୍ମାନ ନାହିଁ; ଏ ପଦକ ରଖି ଆମେ କରିବୁ କଣ …ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ ହେଇ କାନ୍ଦିଲେ…
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ବିଳମ୍ବିତ ରାତ୍ରି ପୋଲିସ ସହ ଧସ୍ତାଧସ୍ତି ପରେ ଗୁରୁବାର କୁସ୍ତିଯୋଦ୍ଧା ମାନେ ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। କୁସ୍ତିଯୋଦ୍ଧା ମାନେ କହିଛନ୍ତି ଯେ ସେମାନଙ୍କର ଏହି ଲଢେଇ…
ମାଟିର କନ୍ୟାଙ୍କୁ ସ୍ୱାଗତ କଲା ମୟୂରଭଞ୍ଜ: ଜନ୍ମମାଟିରେ ପାଦଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଫେରିଛନ୍ତି ଦ୍ରୌପଦୀ ମୁର୍ମୁ । ଆଜି ୩ ଦିନିଆ ମୟୁଭରଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ…
ଅଲିଭ,ରିଫାଇନ ନା ସୋରିଷ ତେଲ…ଆପଣଙ୍କ ଶରୀର ପାଇଁ କେଉଁ ତେଲ ସର୍ବୋତ୍ତମ, ଜାଣନ୍ତୁ
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟରେ ପୃଷ୍ଟିକର ତତ୍ତ୍ୱ ରକ୍ଷା କରିବା ପାଇଁ ସନ୍ତୁଳିତ ପରିମାଣର ତେଲ ବ୍ୟବହାର ମଧ୍ୟ ଆବଶ୍ୟକ। ଯଦି ଆପଣ ପ୍ରତିଦିନ ଅଳ୍ପ ପରିମାଣର ତେଲ ବ୍ୟବହାର କରନ୍ତି,…
ମାଲକାନଗିରିରେ ବଡ଼ ଦୁର୍ଘଟଣା: ଘରକୁ ଫେରିବା ବାଟରେ ଓଲଟିଲା ଟ୍ରାକ୍ଟର, ଅକାଳରେ ଚାଲିଗଲା ୩ ଜଣଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଦିନଟି କାହା ପାଇଁ ଶୁଭ ହୋଇଥାଇପାରେ, ମାତ୍ର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପାଇଁ ନିଶ୍ଚିତ ଭାବେ ଅଶୁଭ । ଆଜି ସକାଳୁ ସକାଳୁ ଛତିଶଗଡ଼ର ରାୟପୁରରେ ଏକ ବଡ଼ ଦୁର୍ଘଟଣା…
ମୋର ରାଜ୍ୟ ମଣିପୁର ଜଳୁଛି, ଦୟାକରି ସାହାଯ୍ୟ କରନ୍ତୁ.. ଟ୍ୱିଟ କରି ପିଏମ ମୋଦୀ ଆଉ ଅମିତ ଶାହାଙ୍କ ସାହାର୍ଯ୍ୟ ଲୋଡିଲେ ମେରି କମ
ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରି ଭାରତୀୟ ବକ୍ସିଂ ସୁପରଷ୍ଟାର ଏମସି ମେରି କମ ଉତ୍ତର-ପୂର୍ବ ରାଜ୍ୟରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ପାଇଁ…
GRIDCO ପକ୍ଷରୁ ବାହାରିଲା ଚାକିରି: ଯୋଗ୍ୟ ପ୍ରାର୍ଥୀଙ୍କୁ ଭୁବନେଶ୍ୱର କର୍ପୋରେଟ ଅଫିସରେ ଦିଆଯିବ ନିଯୁକ୍ତି
ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଗ୍ରୀଡ କର୍ପୋରେସନ ଅଫ୍ ଓଡ଼ିଶା (ଗ୍ରୀଡକୋ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୩ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ । ଯୋଗ୍ୟ…
ଦଶାହ ଭୋଜି ଖାଇ ୩୨ ଜଣ ଅସୁସ୍ଥ: କୂଅ ପାଣିରେ ରନ୍ଧା ଯାଇଥିଲା ଖାଦ୍ୟ, ବଢ଼ିଲା ସନ୍ଦେହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ବିଭିନ୍ନ ସାମାଜିକ ତଥା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଅବସରରେ ହେଉଥିବା ଭୋଜିଭାତ ସମସ୍ତେ ଆନନ୍ଦ ଉଲ୍ଲାସରେ ସେବନ କରିଥାନ୍ତି । ତେବେ ଅନେକ ସମୟରେ ଆମର ଅସାବଧାନତା ପାଇଁ ତାହା…
ଖୁସିଖବର, ଏଣିକି ଟ୍ରେନରେ ବିନା ଟିକେଟରେ ଯାତ୍ରା କରିପାରିବେ ମହିଳା! ରେଲୱେ ଜାରି ଗଲା ନୂଆ ନିୟମ
ନୂଆଦିଲ୍ଲୀ: ରେଲୱେ ପକ୍ଷରୁ ଯାତ୍ରୀମାନଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି । ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ମହିଳାଙ୍କୁ ରେଳବାଇ ଦ୍ୱାରା ଅନେକ ବିଶେଷ ସୁବିଧା ଯୋଗାଇ ଦିଆଯାଉଛି । ପ୍ରତିଦିନ…