Browsing Category
Breaking News
ପେନସନଭୋଗୀଙ୍କ ପାଇଁ ବଡ ଖବର, ଏବେ କଟିବ ଆପଣଙ୍କର ଅଧିକ ଟଙ୍କା ! ସରକାର ବଦଳାଇଲେ ଏହି ନିୟମ
ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ମଧ୍ୟ ମେ ୩ ପର୍ଯ୍ୟନ୍ତ ଅଧିକ ପେନସନ୍ ପାଇବା ପାଇଁ ଆବେଦନ କରିନାହାଁନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଆଦୌ ଚିନ୍ତା କରିବାକୁ…
ବର୍ଷା ଜଳ ବି ସୁରକ୍ଷିତ ନୁହେଁ? ଆକାଶର ବାଦଲରେ ଲୁଚିଛନ୍ତି ହଜାର ହଜାର ମେଡିସିନ୍ ପ୍ରତିରୋଧୀ ବ୍ୟାକ୍ଟେରିଆ, ରିସର୍ଚ୍ଚରୁ ବଡ଼ ଖୁଲାସା
ନୂଆଦିଲ୍ଲୀ: ବର୍ଷା ସମୟରେ ଆକାଶରୁ ତଳକୁ ଖସୁଥିବା ଜଳ ବୁନ୍ଦା ଆମକୁ ଶାନ୍ତି ପ୍ରଦାନ କରିବା ସହ ଆମେ ଏହାକୁ ଶୁଭ ମନେକରିଥାଉ । ତେବେ ବର୍ଷା ଜଳକୁ ନେଇ ନିକଟରେ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ବର୍ଷା…
ଲାଗିବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଗର୍ଭବତୀ ମହିଳାଙ୍କ ସହ ଏହି ରାଶିର ଲୋକଙ୍କ ଉପରେ ଆସିପାରେ ବିପଦ! ଜାଣିରଖନ୍ତୁ ଆପଣଙ୍କ…
ନୂଆଦିଲ୍ଲୀ: ୨୦୨୩ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମଇ, ବୁଦ୍ଧ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି । ଚନ୍ଦ୍ରଗ୍ରହଣ ପୂର୍ବରୁ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ୧୦ ଏପ୍ରିଲରେ ହୋଇଥିଲା । ଧାର୍ମିକ ବିଶ୍ୱାସ ଅନୁଯାୟୀ,…
ସାଉଥ୍ ଅଭିନେତା ଓ ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ତାଙ୍କ…
ଦୁଲୁକୁଛି ରାଇରଙ୍ଗପୁର: କିଛି ଘଣ୍ଟା ପରେ ନିଜ ଜନ୍ମମାଟିକୁ ଆସୁଛନ୍ତି ମହାମହିମରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବାରିପଦା/ରାଇରଙ୍ଗପୁର: ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟିକୁ ପ୍ରଥମ ଥର ପାଇଁ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ତେବେ ୪ ତାରିଖ ଗୁରୁବାର ପୂର୍ବାହ୍ନ ୧୦.୧୫ରେ ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜର ବାଦାମପାହାଡ଼ରେ…
ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ‘ହଲିଡେ ହୋମୱାର୍କ’ଆରମ୍ଭ
ବାଲେଶ୍ୱର : ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା ପରେ ପାଠପଢ଼ା ପ୍ରଭାବିତ ନହେବାକୁ ଏବେ ହଲିଡେ ହୋମୱାର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଛୁଟିରେ…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିବାହ ଭୋଜି ପାଲଟିଲା କାଳ, ଏକା ଥରେ ଉଡ଼ିଗଲା ଦଶଜଣ ଲୋକଙ୍କର ପ୍ରାଣବାୟୁ; ଶୋକପ୍ରକାଶ କରିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ସଡକ ଦୁର୍ଘଟଣାରେ ଦଶ ଜଣ ଲୋକଙ୍କର ପ୍ରାଣ ବାୟୁ ଉଡିଯାଇଛି। ସୂଚନାମୁତାବକ ରାୟପୁର ଛତିଶଗଡର ବାଲୋଦ ଜିଲ୍ଲାରେ ବୁଧବାର ବିଳମ୍ବିତ ରାତିରେ ଏକ ଭୟଙ୍କର…
ଖାଇ ସାରିବା ପରେ ତୁରନ୍ତ କରନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ ଭୋଗି ପାରନ୍ତି ସ୍ୱାସ୍ଥ୍ୟଜନିତ ଜଟିଳ ସମସ୍ୟା
ନୂଆଦିଲ୍ଲୀ: ପ୍ରାୟତଃ ଆମେ ଆମର ଖାଦ୍ୟର ବିଶେଷ ଯତ୍ନ ନେଉ । କାରଣ ଏଥିରେ ସାମାନ୍ୟ ବିଘ୍ନ ମଧ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । କିନ୍ତୁ ଅନେକ ଥର ପୁଷ୍ଟିକର ଏବଂ ଭଲ ଖାଦ୍ୟ ଖାଇବା ପରେ, ଆମେ ଏପରି କିଛି ଭୁଲ…
ବିବାହ ଖବର ଚର୍ଚ୍ଚା ଭିତରେ ଏକାଠି ହେଇ ଖେଳ ଦେଖିବାକୁ ପହଁଚିଲେ ଏହି ଯୋଡି, ସୋସିଆଲ ମିଡିଆରେ ପୁଣି ହେଲା ଫଟୋ ଭାଇରଲ
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନାମ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ପରିଣୀତି ଚୋପ୍ରା ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ରାଘବ ଚଡ୍ଡାଙ୍କ ବିଷୟରେ ଅନେକ ଖବର ପ୍ରକାଶ ପାଉଛି…
ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ହେଲେ ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା
ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ନୂତନ ସଭାପତି ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା। ଅଜୟ ବାଙ୍ଗାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମନୋନୀତ କରିଥିଲେ। ବିଶ୍ୱ ବ୍ୟାଙ୍କର…