Browsing Category
Breaking News
କଂଗ୍ରେସରେ ସାମିଲ ହେଲେ ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ, କହିଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି
କର୍ଣ୍ଣାଟକ: ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ଏକ ଶକ୍ତ ଆଘାତ ଲାଗିଛି । ଟିକେଟ ନ ମିଳିବା କାରଣରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି…
ମିଶନ ଶକ୍ତି ମହିଳାଙ୍କ ପାଇଁ ସରକାରଙ୍କ ନୂଆ ମିଶନ, କ୍ୟାନ୍ସର ରୋଗ ଚିହ୍ନଟ କରିବା ସହ ରୋଗୀଙ୍କ ମନୋବଳ ବଢ଼ାଇବା କ୍ଷେତ୍ରରେ ହେବେ ନିୟୋଜିତ
ଭୁବନେଶ୍ୱର: ମହିଳା ସଶକ୍ତିକରଣ କଥା ଉଠିଲା ମାତ୍ରେ ସର୍ବ ପ୍ରଥମେ ମିଶନ ଶକ୍ତି କଥା ଶୁଣିବାକୁ ମିଳେ । କାରଣ ଏହା ଦ୍ୱାରା କେବଳ ମହିଳା ମାନେ ସଶକ୍ତ ହୋଇ ନାହନ୍ତି ବରଂ ସେମାନେ ସ୍ୱାବଲମ୍ବୀ ଲମ୍ବି ହେବା ସହିତ ଆଜି…
ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ବିରୋଧ କଲେ କେନ୍ଦ୍ର, କହିଲେ ଏହି କଥା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ବିରୋଧ କରିଛନ୍ତି। କୋର୍ଟ ଅଦାଲତକୁ ଦେଇଥିବା ଉତ୍ତରରେ କହିଛନ୍ତି ଯେ 'ସମଲିଙ୍ଗୀ ବିବାହର ଅଧିକାରକୁ ଏକ ନୂତନ ସାମାଜିକ ଅନୁଷ୍ଠାନ ସୃଷ୍ଟି କରିବା'…
ଫୁଡ ବ୍ଲଗର ମାନଙ୍କୁ ଶକ୍ତଝଟକା ! ରେଷ୍ଟୁରାଣ୍ଟରେ ଖାଇବା ସମୟରେ ଆଉ ବ୍ୟବହାର କରିପାରିବେ ନାହିଁ ଫୋନ୍
ନୂଆଦିଲ୍ଲୀ: ଆଜିକାଲି, ଅଧିକାଂଶ ଲୋକ ରେଷ୍ଟୁରାଣ୍ଟରେ ଖାଇବା ସମୟରେ ଫୋନ୍ ବ୍ୟବହାର କରୁଥିବା ଦେଖାଯାଏ। ଆଉ ସେମାନେ ଏତେ ଫୋନ୍ ବ୍ୟବହାର କରନ୍ତି ଯେ, ଲୋକମାନେ ଖାଇବାକୁ ମଧ୍ୟ ଭୁଲିଯାଆନ୍ତି, ତେବେ ଏହା ମଧ୍ୟ…
ମଲ୍ଲିକାର୍ଜୁନ ଖଡଗେ ଲେଖିଲେ ପ୍ରଧାନମନ୍ତ୍ରୀଙ୍କୁ ଚିଠି, ଦେଶରେ ଜାତିଗତ ଜନଗଣନା ପାଇଁ କଲେ ଦାବି
ନୂଆଦିଲ୍ଲୀ: କଂଗ୍ରେସ ପାର୍ଟୀ ଜାତୀୟ ଜନଗଣନା ପ୍ରସଙ୍ଗ ଉଠାଇବା ପାଇଁ ନିଷ୍ପତ୍ତି ନେଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ, ୨୦୨୧…
ସେମାନେ ହେଉଛନ୍ତି ଗୋମୂତ୍ରଧାରୀ ହିନ୍ଦୁ , ତାଙ୍କୁ ସଭାରେ ଗୋମୂତ୍ର ଛିଞ୍ଚିବା ବଦଳରେ ଟିକେ ପିଇ ଦେବା ଆବଶ୍ୟକ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପି ଏବଂ ଆରଏସଏସ ଉପରେ କଟାକ୍ଷ କରିଛନ୍ତି । ବିରୋଧୀ ଦଳସହ ବିଭାଜନ ହେବାର ପରେ ମହାରାଷ୍ଟ୍ର ବିକାଶ ଆଗାଡି (MVA)…
COVID-19 : ଆକ୍ରାନ୍ତ ସଂଖ୍ୟା ୬୦ ହଜାର ଉପରେ.., ୨୪ ଘଣ୍ଟାରେ ୨୪ ଜଣଙ୍କର ମୃତ୍ୟୁ, ୯୧୧୧ ଟି ନୂଆ ମାମଲା
ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୧୧୧ ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…
ଆକ୍ସନମୋଡ଼ରେ ସମ୍ବଲପୁର ଜିଲ୍ଲାପାଳ, ପୁନଶ୍ଚ ଆଗାମୀ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବା ଠପ କରିବାକୁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର: ସମ୍ବଲପୁରର ବର୍ତ୍ତମାନ ସ୍ଥିତିକୁ ଦେଖି ଇଣ୍ଟରନେଟ ସେବାକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ସେ ସୂଚନା ଦେଇ କହିଛନ୍ତି ଯେ…
ପୁଣି ମହଙ୍ଗା ମାଡ: ସରକାର ଘରୋଇ ଡାକ୍ତରଖାନାରେ ବଢାଇଲେ ଓପିଡି, ଆଇସିୟ୍ୟୁ ଏବଂ ରୁମ ରେଟର ଶୁଳ୍କ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ବର୍ତ୍ତମାନ ସ୍ୱାସ୍ଥ୍ୟ ଯୋଜନାରେ କିଛି ଚାର୍ଜ ବଢାଇଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା, ସେଣ୍ଟ୍ରାଲ…
ମିଲିଟାରୀ ଷ୍ଟେସନରେ ଗୁଳି ବିନିମୟ ଘଟଣାରେ ଜଣେ ଯବାନ ଗିରଫ, ଦୁର୍ଘଟଣାରେ ସହୀଦ ହେଇଥିଲେ ଚାରିଜଣ ସୈନିକ
ନୂଆଦିଲ୍ଲୀ: ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳି ବିନିମୟ ଘଟଣାରେ ଜଣେ ଯବାନଙ୍କୁ ଗିରଫ କରାଯାଇଛି। ଏହି ଗୁଳି ବିନିମୟରେ ଚାରି ଜଣ ସୈନିକ ସହୀଦ ହେଇଥିଲେ। ସେବେଠାରୁ ପୋଲିସ ଆକ୍ରମଣ କରିଥିବା ଯବାନଙ୍କୁ ଖୋଜୁଥିଲା।…