Browsing Category

Breaking News

ବ୍ରିଟିଶ ସମାଜକୁ ନଷ୍ଟ କରୁଛନ୍ତି ପାକିସ୍ତାନୀ: ବ୍ରିଟେନର ଗୃହମନ୍ତ୍ରୀଙ୍କ ଯନ୍ତ୍ରଣାକୁ ଭୟଙ୍କର ସତ୍ୟ କହିଲେ ପୂର୍ବତନ RAW ମୁଖ୍ୟ

ନୂଆଦିଲ୍ଲୀ: ବ୍ରିଟେନର ସମାଜକୁ ନଷ୍ଟ କରୁଛନ୍ତି ପାକିସ୍ତାନୀ ନାଗରିକ। ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରାଭର୍ମାନ। ନିକଟରେ ସେ ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ଏକ…

ଓଡିଶାର ୨୫୦ ସ୍କୁଲରେ ଅଲିମ୍ପିକ ଅଭିଯାନ ଆରମ୍ଭ କରିବେ ସରକାର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ OFCH ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡିଶାରେ ଅଲିମ୍ପିକ ଅଭିଯାକୁ ପ୍ରୋତ୍ସାହନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓଏଫସିଏଚ ନିର୍ଦ୍ଦେଶକ । ରାଜ୍ୟରେ ଅଲିମ୍ପିକ ମୂଲ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପଦକ୍ଷେପ ଉପରେ ସେ…

ମାଛ ଖାଇ ମହିଳାଙ୍କ ମୃତ୍ୟୁ, କୋମାକୁ ଚାଲିଗଲେ ସ୍ୱାମୀ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ମାଲେସିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମାଛ ଖାଇବା କାରଣରୁ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମାଲେସିଆରେ ଜଣେ ୮୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଏହାସହ ତାଙ୍କ ସ୍ୱାମୀ ଆଇସିୟୁରେ…

ବନ୍ଦ ହେଲା McDonald କାର୍ଯ୍ୟାଳୟ, ବଡଧରଣର ଛଟେଇ କରିପାରେ କମ୍ପାନୀ

ନୂଆଦିଲ୍ଲୀ: ବିଶ୍ୱର ବୃହତ୍ତମ ଫାଷ୍ଟଫୁଡ୍ ମଧ୍ୟରୁ ମ୍ୟାକଡୋନାଲ୍ଡସ୍ ଏହି ସପ୍ତାହରେ ଆମେରିକାର ସମସ୍ତ କାର୍ଯ୍ୟାଳୟକୁ ସାମୟିକ ଭାବରେ ବନ୍ଦ କରି କର୍ମଚାରୀମାନଙ୍କୁ କାମ ବନ୍ଦ କରିବାକୁ କହିଥିଲେ। ବିଶ୍ୱାସ କରାଯାଏ…

ଏହି ରୋଗରେ ଗାଈ-ଗୋରୁଙ୍କୁ ହୋଇପାରେ ଅକାଳ ମୃତ୍ୟୁ, ସାବଧାନ ରୁହନ୍ତୁ ପଶୁପାଳକ!

ନୂଆଦିଲ୍ଲୀ: ଦେଶରେ ପଶୁପାଳକଙ୍କ ଜରିଆରେ କୃଷକ ମାନଙ୍କ ଆୟ ସେତେବେଳେ ବଢିପାରିବ ଯେତେବେଳେ ପଶୁ ଜାତି ରୋଗ ମୁକ୍ତ ହେବେ । ଗ୍ରୀଷ୍ମ ଏବଂ ବର୍ଷା ସମୟରେ, କ୍ଷୀର ଦେଉଥିବା ଗୋରୁମାନଙ୍କ ଗାଲଗଣ୍ଟୁ ନାମକ ଏକ ବିପଜ୍ଜନକ…

SBI ସର୍ଭର ଡାଉନରେ ଗ୍ରାହକ ଚିନ୍ତାଗ୍ରସ୍ତ, ଅନଲାଇନ ଏବଂ UPI ସେବା ପ୍ରଭାବିତ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଅନେକ ଗ୍ରାହକ ନେଟ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଆଇ ସେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କ ସର୍ଭରଗୁଡ଼ିକର ମନ୍ଥରତା ବିଷୟରେ ସେମାନଙ୍କ ଚିନ୍ତାଧାରା…

ପରଟା ସହ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

ସକାଳ କିମ୍ବା ସନ୍ଧ୍ୟା ସମୟରେ ଜଳଖିଆରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଚା' ସହ ପରଟା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାକୁ ଖୁବ ଶୀଘ୍ର ପ୍ରସ୍ତୁତ ମଧ୍ୟ କରାଯାଇଥାଏ। ମାତ୍ର ଆପଣ ହୁଏତ…

ରୁଟି ତିଆରି କରୁଥିବା ବେଳେ ଏପରି ପଦ୍ଧତି ଆପଣାଉଥିଲେ ସାବଧାନ ! ଶ୍ଵାସକ୍ରିୟା ରୋଗ ସହିତ ବଢିଯାଏ କ୍ୟାନ୍ସର ଓ ହାର୍ଟ ରୋଗର ଆଶଙ୍କା

ରୁଟି ସମସ୍ତ ଭାରତୀୟଙ୍କର ଖୁବ ପ୍ରିୟ ଅଟେ ଓ ଏହା ଆମ ସମସ୍ତଙ୍କ ରୋଷେଇ ଘରେ ପ୍ରସ୍ତୁତ ହୋଇଥାଏ । ପ୍ରାୟ ସମସ୍ତେ ରାତ୍ରୀ ଭୋଜନରେ ରୁଟି ଖାଇ ଥାଆନ୍ତି । ତଥାପି, ସବୁ ଘରେ ରୁଟି ତିଆରି କରିବାର ପଦ୍ଧତି ସାମାନ୍ୟ…

ଭାରତ ସରକାର ଲୋକଙ୍କୁ ମାଗଣାରେ ଦେଉଛନ୍ତି ଫୋନ୍ ରିଚାର୍ଜ! ଜାଣନ୍ତୁ ଭାଇରାଲ ମେସେଜର ସତ

ନୂଆଦିଲ୍ଲୀ: ଦୁନିଆରେ ଲୋକ ଯେତେ ଚାଲାକ୍ ହେଲେ ବି ଠକମାନେ ଟଙ୍କା ଲୁଟିବାକୁ ବିଭିନ୍ନ ଉପାୟ ଆପଣଉଛନ୍ତି । ଡିଜିଟାଲ ବ୍ୟାଙ୍କିଂ ସହ ସେମାନେ ଲୋକମାନଙ୍କୁ ନିଜର ଟାର୍ଗେଟ କରୁଛନ୍ତି । ଏପରି ଅନେକ ମାମଲା ସାମ୍ନାକୁ…

ଓଡ଼ିଶାକୁ ଆସିବା ଜାପାନ ପୁଞ୍ଜି: ନିବେଶକୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ଜାପାନ ଗସ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତରେ ଯାଇଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପମନ୍ତ୍ରୀ…