Browsing Category

Breaking News

(Video) BJP ଜାରି କଲା ‘କଂଗ୍ରେସ ଫାଇଲ୍ସ’ ସିରିଜ୍-୧: 2-G’ରୁ କମନୱେଲଥ ପର୍ଯ୍ୟନ୍ତ ଖାଲି ଘୋଟାଲା, UPA ସରକାର ଅମଳରେ ୪.୮୨ ଲକ୍ଷ କୋଟି…

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଆସନ୍ତା ମେ ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହା ମଧ୍ୟରେ ବିଜେପି କଂଗ୍ରେସ…

କ୍ରିକେଟ ମଇଦାନରେ ଅମ୍ପାୟାରଙ୍କୁ ହତ୍ୟା: ‘ନୋ ବଲ’ ଘୋଷଣା କଲେ ବୋଲି ମାରିଦେଲେ ଖେଳାଳି

କଟକ: କ୍ରିକେଟ ବର୍ତ୍ତମାନ ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ ଖେଳ ଭାବରେ ପରିଚୟ ପାଇସାରିଛି । ତେବେ ଆଜି ଏହି କ୍ରିକେଟ ଖେଳରେ ପଡିଛି ରକ୍ତର ଛିଟା । ଗୋଟିଏ ନିଷ୍ପତ୍ତି ଅମ୍ପାୟାରଙ୍କ ଜୀବନ ନେଇଛି । ବୋଲରଙ୍କର ଏକ…

ଜାତୀୟ ରାଜପଥ ଓ ବିକାଶ ନିଗମ ପକ୍ଷରୁ ଆସିଲା ବଢ଼ିଆ ନିଯୁକ୍ତି ସୁଯୋଗ: ପ୍ରାର୍ଥୀଙ୍କୁ ମିଳିବ ହାଇ ପ୍ୟାକେଜ୍

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଢ଼ିଆ ଖବର ଆସିଛି । ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଏନଏଚଆଇଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜେନେରାଲ…

NCERTର ବଡ଼ ପଦକ୍ଷେପ: CBSE ଦ୍ୱାଦଶ ବହିରୁ ହଟିଲା ମୁଗଲ ଶାସନ ବିଷୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଛାତ୍ରଛାତ୍ରୀମାନେ ଏଣିକି ମୁଗଲ ଶାସନର ଇତିହାସ ପଢ଼ିବେ ନାହିଁ । ଇଣ୍ଟରମିଡିଏଟରେ ଚାଲିଆସୁଥିବା…

ଏହି ସରକାରୀ ଯୋଜନାରେ ନିବେଶ କରିବାର ସୁବର୍ଣ୍ଣ ସୁଯୋଗ: ୧୧୫ ମାସରେ ଡବଲ ହୋଇଯିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ: ଛୋଟ ସଞ୍ଚୟ ଯୋଜନା ଅଧୀନରେ ଆସୁଥିବା କିଷାନ ବିକାଶ ପତ୍ର (KVP) ରେ ନିବେଶର ଏକ ବିକଳ୍ପ ମିଳିବାକୁ ଯାଉଛି । ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ ସରକାର କିସାନ ବିକାଶ ପତ୍ରର (KVP) ସୁଧ…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଭୁବନେଶ୍ୱର: ପ୍ରଥମେ ରାଜସ୍ଥାନ କରିବ ବ୍ୟାଟିଂ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଚତୁର୍ଥ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ରାଜସ୍ତାନ ରୋୟଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ତେବେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ…

‘କେଜ୍ରିୱାଲ ଜଣେ ମିଛୁଆ, ମମତା ଶୋଇଛନ୍ତି, ନୀତୀଶ ଜଙ୍ଗଲ ରାଜ ଆଣିଛନ୍ତି’, ଅନୁରାଗ ଠାକୁର କହିଲେ – ରାହୁଲ ୧୦ ଜନ୍ମ ପରେ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏହି ସମୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ନମ୍ବର ମିଛୁଆ ଏବଂ ମଦ ଘୋଟାଲାର…

ଭାରତୀୟ ବଜାର ଉପରେ ବିଦେଶୀ ନିବେଶକଙ୍କ ଫେରିଲା ଭରଷା, ନିବେଶ କଲେ ୮୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦୁଇମାସ କ୍ରମାଗତ ବିକ୍ରୟ ପରେ ମାର୍ଚ୍ଚ ମାସରେ ବିଦେଶୀ ନିବେଶକଙ୍କ ଦ୍ୱାରା କରାଯାଇଥିବା ବିନିଯୋଗ ସକରାତ୍ମକ ହୋଇଛି। ମାର୍ଚ୍ଚରେ ବୈଦେଶିକ ପୋର୍ଟଫୋଲିଓ ନିବେଶକ (FPI) ଦ୍ୱାରା ୭,୯୩୬ ଟଙ୍କା ବିନିଯୋଗ…

Video: ଠେଙ୍ଗା-ବାଡି ଧରି ଚିତାକୁ ଖୋଜୁଛନ୍ତି ଲୋକେ, କୁନୋ ଉଦ୍ୟାନରୁ ବାହାରି ଗାଁରେ ଲୁଚି ରହିଛି ବାଘ

ଭୋପାଲ: କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, କୁନୋ ନ୍ୟାସନାଲ ପାର୍କରେ ଏକ ମାନ୍ଦା ଚିତାର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ଖବର ଆସି ପହଁଚିଛି ଯେ, ଏହି ପାର୍କର ଏକ ଚିତା ଅଭ୍ୟାରଣରୁ ବାହାରି ନିକଟସ୍ଥ ଗାଁରେ…

ମୁସୁରୀ-ଡେହରାଡୁନ୍ ରାଜପଥରେ ଘାଟୀରୁ ଖସିଲା ବସ୍: ୪୦ ଜଣ ଲୋକ ବସରେ ଥିଲେ; ଦୁଇ ମୃତ ଅନେକ ଆହତ

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ମୁସୁରୀ ଡେହରାଡୁନ୍ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଏକ ଘାଟୀରୁ ବସ୍ ଏକ ଖାଲରେ ଖସି ପଡିଛି। ସେଠାରେ ଏବେ ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।…