Browsing Category

Breaking News

BBC IT Raid: ଡକ୍ୟୁମେଣ୍ଟାରୀ ବିବାଦ ମଧ୍ୟରେ BBCର କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଆୟକର ବିଭାଗ ମଙ୍ଗଳବାର ଦିନ ବିସିସିଆଇର ଦିଲ୍ଲୀ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ନ୍ୟୁଜ୍ ଏଜେନ୍ସି ANI ଏହି ସୂଚନା ଦେଇଛି। ସୂଚନା ମୁତାବକ ଗୁଜୁରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ…

ଆବଶ୍ୟକ ନାହିଁ ରାସନକାର୍ଡ! ବାସ ଏହି ଆଇଡି କାର୍ଡ ମାଧ୍ୟମରେ ଘରକୁ ନିଅନ୍ତୁ ମାଗଣା ରାସନ

ନୂଆଦିଲ୍ଲୀ:ଯଦି ଆପଣ ମଧ୍ୟ ସରକାରଙ୍କ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ସରକାରଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହୋଇଛି, ଯାହା ଶୁଣି ଆପଣ ଖୁସି ହେବେ। ସରକାରଙ୍କ ଏହି…

ଚାଉଳ ତାତିକୁ ନେଇ ବିଜେଡିର ବିକ୍ଷୋଭ, ରାଜଭବନ ସମ୍ମୁଖରେ ବିଜେଡି ନେତାଙ୍କ ଧାରଣା

ଭୁବନେଶ୍ୱର: ଆଜି ରାଜଧାନୀ ସ୍ଥିତ ରାଜ ଭବନ ସାମ୍ନାରେ ବିଜେଡି ନେତା ଧାରଣା ବସିଛନ୍ତି । ଅତିରିକ୍ତ ୫ କେଜି ଚାଉଳ କାଟକୁ ନେଇ ବିଜେଡି ଉତ୍ତ୍ୟକ୍ତ ହୋଇଛି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବିଜେଡି ନେତା…

ଶୌଚାଳୟ ବ୍ୟବହାର ପାଇଁ ଦେବାକୁ ପଡିବ ନାହିଁ ଟଙ୍କା, ମାଗଣା ହେଲା ଶୌଚାଳୟ ସେବା

ଭୁବନେଶ୍ବର: ଏଣିକି ଆପଣ ରାଜ୍ୟର କୌଣସି ସହରରେ ଥିବା ଶୌଚାଳୟ ପାଇଁ ଦେବାକୁ ପଡିବ ନାହିଁ ଟଙ୍କା । ଏବେ ଆପଣ ମାଗଣାରେ ଶୌଚାଳୟଗୁଡ଼ିକୁ ବ୍ୟବହାର କରିବେ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ପାର୍ଟୀରେ ନାଚୁନାଚୁ ହଠାତ ଆସିଲା ମୃତ୍ୟୁ, ମାର୍ଚ୍ଚ ମାସରେ ହୋଇଥାନ୍ତା ଏହି ୨୫ ବର୍ଷୀୟ ଯୁବକଙ୍କ ବିବାହ

ନୂଆଦିଲ୍ଲୀ: ସଂପର୍କୀଙ୍କ ରିସେପ୍ସନ ପାର୍ଟୀରେ ଜଣେ ୨୫ ବର୍ଷୀୟ ଯୁବକ ଡିଜେ ଫ୍ଲୋରରେ ଡ୍ୟାନ୍ସ କରିବା ସମୟରେ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ଏହି ଘଟଣାଟି ଝାରଖଣ୍ଡ ରାଜ୍ୟର ପତାରକୁହ୍ଲୀ ଅଂଚଳରେ ଘଟିଛି ।…

Amit Shah Exclusive Interview: BJPର ସବୁ ଗୁମର ଫିଟାଇଲେ ଶାହା,କହିଲେ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ:ବିଜେପିର ଚାଣକ୍ୟ ଭାବେ ଜଣାଶୁଣା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନ୍ୟୁଜ୍ ଏଜେନ୍ସି ANI କୁ ସାକ୍ଷାତକାର ଦେଇଛନ୍ତି।ଏହି ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସାକ୍ଷାତକାରରେ ଅମିତ ଶାହା…

(video) ଅଧାରେ ରହିଗଲା ମିଳନ, ପ୍ରେମ ଦିବସରେ ଚାଲିଗଲେ ବିବାହ କରିଥିବା ପ୍ରେମୀ ଯୁଗଳ,ଦେଖନ୍ତୁ ଏହି ଦୁଃଖଦ ଘଟଣା

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ ଗିରିସୋଲାଠାରୁ ଜଗନ୍ନାଥପୁର ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହା ଭିତରେ ଗତ କାଲି ଦୁର୍ଘଟଣା ଘଟି ନବଦମ୍ପତିଙ୍କ ମୃତ୍ୟୁ ହୋଇଛି।ତେବେ ମୃତକ ଦ୍ବୟ ହେଲେ ଆନ୍ଧ୍ରପ୍ରଦେଶ…

ମହର୍ଷି ବାତ୍ସାୟନ ଆଉ ସେଣ୍ଟ ଭାଲେଣ୍ଟାଇନଙ୍କ ନଜରରେ ପ୍ରେମର ସଂଜ୍ଞା କଣ? ଜାଣନ୍ତୁ କଣ ରହିଛି ଅନ୍ତର

ନୂଆଦିଲ୍ଲୀ:ଯେଉଁ ସମୟରେ ୟୁରୋପରେ ଲୋକମାନେ ପ୍ରେମ କଥା କହିବା ବେଳେ ତାଙ୍କୁ କ୍ରୁଶ ବଦ୍ଧ କରାଯାଉଥିବା ଠିକ ଏହାର ହଜାର ହଜାର ବର୍ଷ ପୂର୍ବରୁ ବାତ୍ସାୟନ ଭାରତରେ କାମସୁତ୍ର ରଚନା କରିଥିଲେ। ସେ ପୁରୁଷ ଏବଂ ମହିଳାଙ୍କ…

ଚିକେନ ଠାରୁ ଆରମ୍ଭ କରି କ୍ଷୀର, ହୁ ହୁ ହେଇ ବଢୁଛି ଦର; ମହଙ୍ଗାମାଡ଼ରେ ହନ୍ତସନ୍ତ ଲୋକ

ନୂଆଦିଲ୍ଲୀ:ପାକିସ୍ତାନ କ୍ରମାଗତ ଭାବରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି, ଯେଉଁ କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଦେଶର ଅନିଶ୍ଚିତ ଅର୍ଥନୈତିକ ପରିସ୍ଥିତି ମଧ୍ୟରେ, ରାଜ୍ୟର…

ପାପୁଲିରେ ଏହି ରେଖା ନିଶ୍ଚିତ ଭାବରେ ଜୀବନ କରାଇଥାଏ ଧନୀ, ଆପଣଙ୍କ ପାପୁଲିରେ ଅଛି କି?

ନୂଆଦିଲ୍ଲୀ:ଜ୍ୟୋତିଷ ଶାସ୍ତ୍ରର ଏକ ଶାଖା ହେଉଛି ହସ୍ତ ରେଖା । ଏବଂ ଏହା ଜଣେ ବ୍ୟକ୍ତିର ପ୍ରକୃତି, ଆଚରଣ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନେକ ସୂଚନା ଦେଇଥାଏ। ପାପୁଲିର ବିଭିନ୍ନ ଧାଡ଼ି, ସେମାନଙ୍କର ଲମ୍ବ, ସେମାନଙ୍କ…