Browsing Category

Breaking News

ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀରେ ବାହାରିଲା ନିଯୁକ୍ତି, ଦରମା ୧,୪୪,୩୦୦ ଟଙ୍କା; ଶୀଘ୍ର କରନ୍ତୁ ଆବେଦନ

ପଶ୍ଚିମବଙ୍ଗ ଜନସେବା ଆୟୋଗ (ଡବ୍ଲୁବିପିଏସ୍ସି) ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ କରିଛି। ପ୍ରାର୍ଥୀମାନେ ଏହି ୱେବସାଇଟ୍ ପାଇଁ…

ଶ୍ରୀମନ୍ଦିର ନୀତିରେ ମହାବିଳମ୍ବ, ଗତକାଲିର ନୀତି ଆଜି ହେଲା ସମ୍ପନ

ପୁରୀ: ଶ୍ରୀମନ୍ଦିରରେ ନୀତିରେ ମହାବିଳମ୍ବ। ଗତକାଲିର ନୀତି ଆଜି ସମାପନ ହେବାରୁ ଆଜି ଭୋର ୫ଟା ସମୟରେ ହୋଇଛି ପହୁଡ। ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତି ପୂଜା ଏବଂ ଚାଚେରି ପାଇଁ…

ଋଷର କ୍ଷେପଣାସ୍ତ୍ର ଆଉ ଡ୍ରୋନ ମାଡ଼ରେ ୟୁକ୍ରେନରେ ୧୨ ମୃତ:ରିପୋର୍ଟ

ନୂଆଦିଲ୍ଲୀ: ଋଷ ଗୁରୁବାର ଦିନ ୟୁକ୍ରେନ ସହରରେ ଦଶହଜାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଯେଉଁଥିରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହେଇଛି ।ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ…

ରେଳବାଇର ଅଜବ ବିଜ୍ଞପ୍ତି,ହନୁମାନ ଜୀଙ୍କୁ ନିଜେ ତାଙ୍କ ମନ୍ଦିରକୁ ଭାଙ୍ଗିବା ପାଇଁ ଦେଲେ ନିର୍ଦ୍ଦେଶ

ବାନ୍ଦା:କୋର୍ଟଙ୍କ ନିର୍ଦ୍ଦେଶ ପରେ ୟୁପିର ବାନ୍ଦା ରେଳ ଷ୍ଟେସନରେ ନିର୍ମିତ ପାଇଁ ଶହ ଶହ ବର୍ଷ ପୁରୁଣା ହନୁମାନ ମନ୍ଦିରକୁ ଖାଲି କରିବାକୁ ବାନ୍ଦା ରେଳ ପ୍ରଶାସନ ନୋଟିସ ଦେଇଛି। ହନୁମାନ ମନ୍ଦିର ବାହାରେ ପେଷ୍ଟ…

ସୂର୍ଯ୍ୟଙ୍କ ଅଧ୍ୟୟନ କରିବ ଭାରତ, ଜୁନ୍ ମାସରେ ସୂର୍ଯ୍ୟ ମିଶନ୍‌

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ ମିଶନ୍ ସୂର୍ଯ୍ୟ ଲଞ୍ଚ କରିବାକୁ ଯାଉଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜ୍ୟୋତିର୍ବିଜ୍ଞାନ (IIA ) ଗୁରୁବାର 'ଭିଜିବଲ୍ ଏମିସନ୍ ଲାଇନ୍ କରୋନାଗ୍ରାଫ୍‌' (VELC) କୁ ଇସ୍ରୋ'କୁ ହସ୍ତାନ୍ତର…

ରାଜ୍ୟରେ ବଦଳୁଛି ପାଣିପାଗ, କମିଛି ଶୀତ ବଢୁଛି ତାତି

ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ପାଣିପାଗ, କମିଛି ଶୀତ। ମାଘ ମାସରେ ବାଘୁଆ ଶୀତ ହେବା କଥା କିନ୍ତୁ ରାଜ୍ୟରୁ ଶୀତ ଏବେ ଗାଏବ ହେଉଛି। ଏହି ସମୟରେ ଖରା ମାଡ଼ି ଆସିଲାଣି। କିଛି ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪…

ଉଲ୍ଲେଖନୀୟ ସେବାପାଇଁ ଲୋକସେବା କନଭେନସନ ସେଣ୍ଟରରେ ୩୪ ଜଣଙ୍କୁ ପୁଲିସ ପଦକ ପ୍ରଦାନ

ରାଜ୍ୟର ୩୪ ଜଣ ପୁଲିସ୍‍ କର୍ମଚାରୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ୍‍ ମେଡାଲ୍‍ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ କଟକଭୁବନେଶ୍ୱର ପୁଲିସ୍‍ କମିଶନର୍‍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସୁରକ୍ଷା ଏସ୍‍.ପି. ସରୋଜ…

କେନ୍ଦ୍ର ବଜେଟ୍ ୨୦୨୩-୨୪ର ଚୂଡ଼ାନ୍ତ ପର୍ଯ୍ୟାୟ ହାଲୱା ଉତ୍ସବ ସହ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି (୨୬-୦୧-୨୦୨୩) ନର୍ଥ ବ୍ଲକର ହାଲୱା ଉତ୍ସବ ସହ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ…

ଛାତିରେ ଯନ୍ତ୍ରଣା ପରେ ବରିଷ୍ଠ ବଲିଉଡ୍ ଅଭିନେତା ଅନ୍ନୁ କପୁର ହସପିଟାଲରେ ଭର୍ତ୍ତି: ସାମ୍ନାକୁ ଆସିଲା ହେଲ୍ଥ ଅପଡେଟ୍

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ଅନ୍ନୁ କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ରହିଛି । ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଅନ୍ନୁ କପୁରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା…

ବିନା ପରୀକ୍ଷାରେ SBIରେ ମିଳିବ ଚାକିରି: ଗ୍ରାଜୁଏଟମାନଙ୍କ ପାଇଁ ଅଫିସର ପଦବୀରେ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ପେଶାଲ କ୍ୟାଡର ଅଫିସର ପଦ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏଠାରେ ପୋଗ୍ରାମର ମ୍ୟାନେଜର, କମାଣ୍ଡ ସେଣ୍ଟର ମ୍ୟାନେଜର ସମେତ ଅନେକ ପଦବୀ ପାଇଁ ଆବେଦନ କରିବାକୁ…