Browsing Category

Breaking News

ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ : ଆଜିଠୁ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା

କଟକ : ବୁଧବାର ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ସମ୍ମେଟିଭ୍-୧ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥିନେି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ନୋଡାଲ ସେଣ୍ଟରମାନଙ୍କୁ…

UGC ଲାଗୁ କରିବ ୪ ବର୍ଷିଆ ସ୍ନାତକ କୋର୍ସ: ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ଠାରୁ ହେବ ଲାଗୁ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ନୂଆ ନିୟମ ଲାଗୁ କରିବାକୁ ଯାଉଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଆସନ୍ତା ଶିକ୍ଷା ବର୍ଷ ୨୦୨୩-୨୪ ଠାରୁ ଲାଗୁ ହେବାକୁ ଯାଉଛି ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ । ପ୍ରଥମେ…

NALCO ପକ୍ଷରୁ ଆଜି ବାହାରିଲା ୩୭୫ଟି ପଦବୀ: ଆସନ୍ତା ୧୫ ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଆଜି ୩୭୫ଟି ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

ପୃଥିବୀକୁ ଜଳ କେଉଁଠାରୁ ଆସିଲା: ୪୬୦ କୋଟି ବର୍ଷର ପୁରୁଣା ଉଲକାପିଣ୍ଡ ଖୋଲିବ ରହସ୍ୟ

ନୂଆଦିଲ୍ଳୀ: ଆମେ ସମସ୍ତେ ପୃଥିବୀରେ ବସବାସ କରୁଛେ । ଏଠାରେ ମଣିଷ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଜଳ, ବାୟୁ ପରି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପଲବ୍ଧ ରହିଛି । ତେବେ ଆପଣ କହିପାରିବେ ପୃଥିବୀ ପୃଷ୍ଠକୁ ଜଳ…

୧୨ ଜଣ ବିଜେପି ନେତା ଦଳରୁ ସସପେଣ୍ଡ: ଦଳ ବିରୋଧୀ କାର୍ଯ୍ୟ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୧ ଓ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଗୁଜରାଟ ବିଧାନସଭା ନିର୍ବାଚନ । ତେବେ ଏହା ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ମହଙ୍ଗା ପଡ଼ିଛି ଦୁଇ ଡଜନ ନେତାଙ୍କୁ । ଏଥିପାଇଁ ୧୨ ଜଣ…

ଯେଉଁ ନେତା ଦଳ ବଦଳାଇବେ, ସେ ନିର୍ବାଚନ ଲଢ଼ି ପାରିବେନି! କେନ୍ଦ୍ର ସରକାର ଲାଗୁ କରିବେ ନୂଆ ନିୟମ

ନୂଆଦିଲ୍ଲୀ: ସାରା ଦେଶରେ ବର୍ଷର ବିଭିନ୍ନ ସମୟରେ ଅଲଗା ଅଲଗା ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ତେବେ ନିର୍ବାଚନ ପୂର୍ବରୁ ଅଧିକାଂଶ ନେତା ନିଜର ଫାଇଦା ପାଇଁ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳକୁ ଡେଇଁଥାନ୍ତି । ରାଜନେତାଙ୍କ…

ମାତିଛନ୍ତି ୫ଟି ଭୟଙ୍କର ବ୍ୟାକ୍ଟେରିଆ: ଗୋଟିଏ ବର୍ଷରେ ବିଶ୍ୱରେ ମରିଛନ୍ତି ୧ କୋଟି ୩୭ ଲକ୍ଷ, ଭାରତରେ ୬.୭୮ ଲକ୍ଷ

ନୂଆଦିଲ୍ଲୀ: ଆମ ଶରୀରରେ ଓ ଆଖପାଖରେ ଏପରି ଅନେକ କ୍ଷୁଦ୍ର ଜୀବ ରହିଥାନ୍ତି, ତାହାକୁ ଆମେ ‘ବ୍ୟାକ୍ଟେରିଆ’ ବୋଲି କହିଥାଉ । ଏହି ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ ଦେଖାଯାଆନ୍ତି ନାହିଁ…

ଭୋଟ ପାଇଁ ଛୁଟି: କର୍ମଚାରୀଙ୍କ ପାଇଁ ଘୋଷଣା ହେଲା ଛୁଟି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଚାଲିଥିବା ବେଳେ ଛୁଟି ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୫ ତାରିଖରେ ଛୁଟି ଘୋଷଣା କରାଯାଇଛି । ଭୋଟ ଦେବା ପାଇଁ କର୍ମଚାରୀଙ୍କ ନିମନ୍ତେ ଛୁଟି ଘୋଷଣା…

FIFA World Cup 2022: ଶକ୍ତିଶାଳୀ ଆର୍ଜେଣ୍ଟିନାର ସ୍ୱପ୍ନ ଚୁରମାର୍ କଲା ଦୁର୍ବଳ ସାଉଦି ଆରବ, ଫେଲ୍ ମାରିଲା ମେସିଙ୍କ ଯାଦୁ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପ ୨୦୨୨ରୁ ଏକ ବଡ଼ ଅପଡେଟ୍ ଆସିଛି । ଆଜି ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ-ସିର ଏକ ମ୍ୟାଚରେ ସାଉଦି ଆରବ ପ୍ରତିପକ୍ଷ ଆର୍ଜେଣ୍ଟିକାକୁ ପରାସ୍ତ କରିଛି । ଫୁଟବଲ କ୍ରୀଡ଼ା…

ATM Cardରେ ମାଗଣାରେ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ବୀମା ସୁବିଧା: ଜାଣନ୍ତୁ କେଉଁ କାର୍ଡରେ ରହିଛି କେତେ ବେନିଫିଟ୍

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି । ତେବେ ଅନେକ ଲୋକ ଏଟିଏମ କାର୍ଡରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଜାଣି ନଥାନ୍ତି । ଆପଣମାନେ ଏଥିରୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ପାଇ…