Browsing Category
Breaking News
ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ନୂଆ ବୃଦ୍ଧାଶ୍ରମ: ସମସ୍ତ ଜିଲ୍ଲାପାଳଙ୍କଠାରୁ ପ୍ରସ୍ତାବ ମାଗିଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଲୋକଙ୍କର ଜୀବନଧାରଣର ସମୟ ବୃଦ୍ଧି ପାଇଛି । ତେଣୁ ଅଧିକାଂଶ ଲୋକ ବେଶି ବର୍ଷ ବଞ୍ଚୁଥିବା ଦେଖାଯାଉଛି । ତେବେ ମଣିଷ ଦୀର୍ଘାୟୁ ହେବା ବୃଦ୍ଧବ୍ୟକ୍ତିଙ୍କ ପାଇଁ ଦୁଃଖର କାରଣ…
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ରେଡ; ଏକକାଳୀନ ୪ଟି ସ୍ଥାନରେ ଚଢାଉ
ଗଜପତି:ବର୍ତ୍ତମାନ ରାଜ୍ୟରେ ଦୁର୍ନିତୀ ଖୋର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଆକ୍ସନ ମୋଡକୁ ଆସିଛି ଭିଜିଲାନ୍ସ ଟିମ୍ । ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଏହି ଭିଦିଲାନ୍ସ ଜାଲରେ ଛନ୍ତି…
Bengaluru: ଡିସେମ୍ବର ୧୭ ଓ ୧୮ରେ କିଛି ଅଞ୍ଚଳରେ ହେବ ପାୱାର କଟ୍, ଦେଖନ୍ତୁ ପ୍ରଭାବିତ ଅଞ୍ଚଳର ସମ୍ପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ: ଡିସେମ୍ବର ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁର କିଛି ଅଞ୍ଚଳରେ ପାୱାର କଟ୍ ହେବ । ସକାଳ ୧୦ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବାଙ୍ଗାଲୋର ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ…
GST ପରିଷଦ ବୈଠକ ଆଜି: ମହଙ୍ଗା ହେବ ପାନ ମସଲା, ଗୁଟଖା, ସରକାର ବଢ଼ାଇବେ ଅତିରିକ୍ତ ଟ୍ୟାକ୍ସ!
ନୂଆଦିଲ୍ଲୀ: ଆଜି ଦ୍ରବ୍ୟ ଓ ସେବା କର (ଜିଏସଟି) କାଉନସିଲର ୪୮ତମ ବୈଠକ ବସିବ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ବୈଠକରେ ସମସ୍ତ ରାଜ୍ୟର…
JNUରେ ଖୋଲିବ ଓଡ଼ିଆ ଭାଷା ଓ ଅଧ୍ୟୟନ କେନ୍ଦ୍ର: ଛାତ୍ରଛାତ୍ରୀଙ୍କୁ ମିଳିବ PG ଓ Ph.D ସୁଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର । ଦିଲ୍ଲୀ ସ୍ଥିତ ଜବାହର ଲାଲ ନେହରୁ (ଜେଏନୟୁ) ବିଶ୍ୱିଦ୍ୟାଳୟରେ ଖୋଲିବ ଓଡ଼ିଆ ଭାଷା ଓ ଅଧ୍ୟୟନ କେନ୍ଦ୍ର । ଏହାଫଳରେ ଓଡ଼ିଆ…
ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍; ୧୫ ତାରିଖ ସୁଦ୍ଧା ଜବାବ ରଖିବେ ଓକିଲ ସଂଘ
ସମ୍ବଲପୁର:ସମ୍ବଲପୁରରେ ଡିସେମ୍ବର ୧୨ ତାରିଖରେ ହୋଇଥିବା ଓକିଲ ଆନ୍ଦୋଳନ ଘଟଣାରେ ୫୪ ଜଣ ସଦସ୍ୟଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ଲାଇସେନ୍ସ ରଦ୍ଦ କଟକଣାକୁ ହଟା ଯାଇଛି । ତେବେ ଯେଉଁ ୫୪ଜଣଙ୍କ ଲାଇସେନ୍ସ ସସମପେଣ୍ଡ ହୋଇଛି…
ନୂଆ ବର୍ଷ ପୂର୍ବରୁ ମହଙ୍ଗା ମାଡ, CNG ଦରରେ ଘଟିଲା ପରିବର୍ତ୍ତନ
ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହେବାକୁ ମାତ୍ର ଅଳ୍ପଦିନ ରହିଲା । ଏହା ପୂର୍ବରୁ ଜନସାଧାରଣ ଦରଦାମ ବୃଦ୍ଧିର ଶିକାର ହେବାକୁ ଯାଉଛନ୍ତି । ଆଜିଠାରୁ ରାସ୍ତାରେ ଗାଡ଼ି ଚଳାଇବା ଲୋକଙ୍କ ପାଇଁ ମହଙ୍ଗା ହେଲା । କହିବାକୁ ଗଲେ…
MECON Limited ପକ୍ଷରୁ ବାହାରିଲା ୧୬୧ଟି ପଦବୀ, ଅନଲାଇନରେ ଆବେଦନ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମେକନ ଲିମିଟେଡ ପକ୍ଷରୁ ୧୬୧ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଡେପୁଟି ଇଞ୍ଜିନିୟର, ଏଗଜିକ୍ୟୁଟିଭ, ଆସିଷ୍ଟାଣ୍ଟ ଏଗଜିକ୍ୟୁଟିଭ, ଜୁନିୟର ଇଞ୍ଜିନିୟର ଓ…
CUET-UG ୨୦୨୩ ଆବେଦନ ପାଇଁ ପ୍ରକାଶ ପାଇଲା ତାରିଖ, ମେ ୨୧ ରୁ ଆରମ୍ଭ ହେବ ପରୀକ୍ଷା
ନୂଆଦିଲ୍ଲୀ: ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା- ସିୟୁଇଟି - ସ୍ନାତକୋତ୍ତର ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହି ପରୀକ୍ଷା ୨୧ ରୁ ୩୧ ମେ ପର୍ଯ୍ୟନ୍ତ ଅନୁଷ୍ଠିତ…
‘Baby Pod’ ଦେବ ଛୁଆଙ୍କୁ ଜନ୍ମ! ମାଆର ଆବଶ୍ୟକତା ପଡ଼ିବନି, ବର୍ଷକୁ ଫ୍ୟାକ୍ଟିରେ ସୃଷ୍ଟି ହେବେ ୩୦ ହଜାର ଶିଶୁ, କ’ଣ ଏହି…
ନୂଆଦିଲ୍ଲୀ: ଆପଣମାନେ କେବେ ଭାବିଛନ୍ତି କି ଏକ ଫ୍ୟାକ୍ଟ୍ରିରେ ଶିଶୁମାନେ ଜନ୍ମଗ୍ରହଣ କରିବେ? ତା’ ପୁଣି ଗୋଟିଏ ବର୍ଷରେ ୩୦ ହଜାର ଶିଶୁ ସୃଷ୍ଟି ହେବେ । ମାତ୍ର ଏହା ସତ୍ୟରେ ପରିଣତ ହେବାକୁ ବୋଧହୁଏ ଆଉ ବେଶି ଡେରି…