Browsing Category
Breaking News
ସାରା ଦେଶରେ ଠପ୍ ହୋଇଗଲା ଜିଓ ସର୍ଭିସ୍: କଲିଂ ଓ ମେସେଜ୍ ସେବା ୩ ଘଣ୍ଟା ପାଇଁ ପ୍ରଭାବିତ
ନୂଆଦିଲ୍ଲୀ: ଭାରତର ସବୁଠାରୁ ଲୋକପ୍ରିୟ ତଥା ନମ୍ବର ୱାନ୍ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଆଜି ସକାଳୁ ଡାଉନ୍ ଚାଲିଥିଲା । ଜିଓ ଗ୍ରାହକଙ୍କ ଅଭିଯୋଗ ସୋସିଆଲ ମିଡିଆର ଦେଖିବାକୁ ମିଳୁଛି । ଗ୍ରାହକଙ୍କ କହିବା ମୁତାବକ,…
(ଅର୍ଚ୍ଚନା ନାଗ ମାମଲା) ମୁଁ ଇଡିରୁ ଫେରେ ସବୁକଥା କହିବି: ପ୍ରମୋଦ ସ୍ୱାଇଁ
ଭୁବନେଶ୍ୱର: ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗ ମାମଲା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଇଡି ଆକ୍ସନ ମୋଡକୁ ଆସିଛି । ଫଳରେ ଧୀରେ ଧୀରେ ଫିଟୁଛି ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର କଳା ଚିଠା। ତେବେ ଏହି…
ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ; ଆଜି ଇଡିରେ ହାଜର ହୋଇ ପାରନ୍ତି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ
ଭୁବନେଶ୍ୱର:ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ…
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଓଢଣୀ ଷଷ୍ଠୀ ନୀତି
ପୁରୀ: ଶ୍ରୀ ମନ୍ଦିରରେ ଆଜି ପାଳନ ହେଉଛି ଓଢଣୀ ଷଷ୍ଠୀ ନୀତି । ସକାଳ ଧୂପ ପରେ ଆରମ୍ଭ ହୋଇସାରିଛି ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି । ଏହା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଆଜି ସକାଳ ଧୂପ ପରେ…
ରାଜ୍ୟରେ କମିଛି ଶୀତର ପ୍ରକୋପ; ୩ରୁ ଥରିବ ସାରା ଓଡିଶା
ଭୁବନେଶ୍ୱର: ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ବର୍ତ୍ତମାନ ଉତ୍ତର ପୂର୍ବରୁ ପବନ ବହିବ । ଫଳରେ ରାଜ୍ୟରେ କିଛି ଦିନ କମ ମାତ୍ରାରେ ଶୀତ ଅନୁଭୂତ ହେବ । କିନ୍ତୁ ଡିସେମ୍ବର ୩ ରୁ ସାରା ରାଜ୍ୟରେ ପୁଣିଥରେ ଉତ୍ତରା…
ଦେଶବ୍ୟାପୀ ଗ୍ୟାଙ୍ଗଷ୍ଟର ଲିଙ୍କ ମାମଲାରେ ୨୦ ଟି ସ୍ଥାନରେ ରେଡ କରୁଛି NIA
ନୂଆଦିଲ୍ଲୀ :ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ନକ୍ସସ ମାମଲାର ଯାଞ୍ଚର ଏକ ଅଂଶ ଭାବରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦିଲ୍ଲୀ-ଏନସିଆର, ରାଜସ୍ଥାନ, ହରିୟାଣା, ଏବଂ ପଞ୍ଜାବର ସମେତ ୨୦ ଟି ସ୍ଥାନରେ ଚଢ଼ାଉ ଆରମ୍ଭ…
ସରକାରୀ ଦଲାଲ ମାମଲା, ଚାକିରୀରୁ ବିଦାହେଲେ ଫାର୍ମାସିଷ୍ଟ ଓ ଷ୍ଟାପ ନର୍ସ
ମାଲକାନଗିରି: ରାଜ୍ୟରେ ଚାକିରୀକୁ ନେଇ ଅନେକ ଦୁର୍ନୀତି ମାମଲା ସାମ୍ନାକୁ ଆସୁଛି । ସରାକାରୀ ହେଉ କି ବେସରକାରୀ ସବୁଆଡେ ଲାଂଚ କାରବାର ମମଲା ବନ୍ଦ ହେବାର ନାଁ ନେଉନାହିଁ । ଏହି କାରଣରେ ଚାକିରୀ ପଦବୀ ପାଇଁ ବଂଚିତ…
ଗ୍ରାମବାସୀ ଏବଂ ରେଞ୍ଜ ଅଧିକାରୀ ମୁହାଁମୁହିଁ; ୩ ଗୁରୁତର ୪ ନିଖୋଜ ଉଦ୍ଧାର
କେନ୍ଦୁଝର: କରଞ୍ଜିଆ ବନଖଣ୍ଡରେ ଗ୍ରାମବାସୀ ଓ ବନକର୍ମଚାରୀଙ୍କ ମଧ୍ୟରେ ମୁହାମୁହିଁ ହୋଇଛି । ଫଳରେ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…
ଓଡ଼ିଶାରୁ ଦୁଇ ଜଣଙ୍କୁ ଶିଳ୍ପଗୁରୁ ଏବଂ ୧୩ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୂଆଦିଲ୍ଲୀ ଠାରେ କୁଶଳୀ ଶିଳ୍ପକାରମାନଙ୍କୁ ଶିଳ୍ପଗୁରୁ ଏବଂ ଜାତୀୟ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୩୦ ଜଣଙ୍କୁ ଶିଳ୍ପ ଗୁରୁ ପୁରସ୍କାର ଏବଂ…
ଭାରତର GDP ଅଭିବୃଦ୍ଧି ପୂର୍ବାନୁମାନ ହ୍ରାସ କାଲ SBI, ଦ୍ୱିତୀୟ ତ୍ରୈୟମାସରେ ଅଭିବୃଦ୍ଧି ହାର ୫.୮% ହୋଇପାରେ
ନୂଆଦିଲ୍ଲୀ: ଉତ୍ପାଦନ କାର୍ଯ୍ୟକଳାପରେ ଦୁର୍ବଳତା ଏବଂ ମାର୍ଜିନ ଚାପ ବୃଦ୍ଧି ହେତୁ ଜୁଲାଇ-ସେପ୍ଟେମ୍ବର ତ୍ରୈୟମାସରେ ଦେଶର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ଏସବିଆଇ ରିସର୍ଚ୍ଚ ୫.୮ ପ୍ରତିଶତକୁ ହ୍ରାସ କରିଛି ।…