Browsing Category

Breaking News

(Video) ଗଧକୁ ପିଠିରେ ନେଇ ବସ ଉପରେ ଚଢ଼ିଲା ବ୍ୟକ୍ତି: ଲୋକ କହିଲେ-‘ପାକିସ୍ତାନରେ ସବୁ କିଛି ସମ୍ଭବ’

ଇଣ୍ଟରନେଟରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ କେବେ କେବେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଯାଏ ଯାହାକି ମନକୁ ଛୁଇଁଯାଏ ଓ ମଜାଦାର ହୋଇଥାଏ । ଗଧକୁ ସାଧାରଣତଃ ଆପଣମାନେ ଜିନିଷପତ୍ର ଲଦି କରି…

ମୋଦୀଙ୍କ ଚାକିରୀ ଭେଟି: ନିଯୁକ୍ତି ମେଳା ମାଧ୍ୟମରେ ପୁଣି ୭୧,୦୦୦ ନୂତନ ନିଯୁକ୍ତି ପତ୍ର ବଣ୍ଟନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବା ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।…

ଧୀରେ ଧୀରେ ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ; ଇଡିରେ ହାଜର ହେଲେ ବ୍ୟବସାୟୀ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଆକ୍ସନ ମୋଡରେ ଅଛି ଇଡି । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା…

ସୋସିଆଲ ମିଡିଆ ଇନଫ୍ଲୁଏନସର ରୋହିତ ଭାଟିଙ୍କ ପରଲୋକ; କାର ଦୁର୍ଘଟଣାରେ ଗଲା ଜୀବନ

ନୂଆଦିଲ୍ଲୀ:ଆଜି ସକାଳେ ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ରୋହିତ ଭାଟିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ତେବେ ଏକ କାର ଦୁର୍ଘଟଣାରେ ତଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।…

ଖୁସି ଖବର! ଶସ୍ତା ହୋଇଗଲା ଖାଇବା ତେଲ ଦର, ଜାଣନ୍ତୁ କେତେ ରହିଛି ନୂଆ ରେଟ୍ ?

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ବୃଦ୍ଧି ଘଟିଥିବା ବେଳେ ଆଜି ଘରୋଇ ବଜାରରେ ତୈଳ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଆଜି ସୋୟାବିନ ସମେତ ଅନେକ ତେଲର ମୂଲ୍ୟ ହ୍ରାସ ପାଇଛି । ଖାଇବା ତେଲର ମୂଲ୍ୟ ହ୍ରାସ ହେତୁ…

ରାଜ୍ୟରେ ବଢିବ ଶୀତର ପ୍ରକୋପ, ୨୩ତାରିଖରୁ ଖସିବ ପାରଦ

ଭୁବନେଶ୍ୱର: ଗତକାଲି ରାତିରେ ରାଜ୍ୟର ଶୀତ ପ୍ରଭାବ କମ ଥିବା ସହ ପାରଦ ବଢିଥିବାର ଦେଖାଦେଇଛି ।କାଲି କୋରାପୁଟ ଜିଲ୍ଲାରେ ଶୀତର ପ୍ରଭାବ ଅଧିକ ରହିଥିଲା । ସେଠାର ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା । ସେହିପରି…

ଏଣିକି ଚାଷୀଙ୍କ ଆୟ ହେବ ଦ୍ୱିଗୁଣ! ଅର୍ଥମନ୍ତ୍ରୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଚାଷୀଙ୍କ ଆୟ ବୃଦ୍ଧି ଓ ସେମାନଙ୍କ ଉନ୍ନତ ବିକାଶ ପାଇଁ ନିରନ୍ତର ଚେଷ୍ଟା କରିଆସୁଛନ୍ତି କେନ୍ଦ୍ର ସରକାର । ଏବେ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରୁ ଚାଷୀଙ୍କୁ ଅନେକ ଫାଇଦା ମିଳୁଛି ।…

ତୃତୀୟ ଟି-୨୦, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ନାପିଏର :  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ର ତୃତୀୟ ତଥା ଶେଷ ମ୍ୟାଚ । ପ୍ରଥମ ମ୍ୟାଚରେ ବର୍ଷା ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ୫୧ବଲରେ ୧୧୧ ରନ ଭାରତକୁ ଆଗରେ ରଖିଛି । ଫଳରେ…

ମସ୍କଙ୍କ ବଡ ଘୋଷଣା , ବ୍ଲୁ ଟିକ ପାଇଁ ଲାଗୁ ହେବ ନାହିଁ ଟଙ୍କା !

ନୂଆଦିଲ୍ଳୀ: ଟ୍ୱିଟକୁ ନେଇ ପୁଣି ଏକ ନୂଆ ଅପଡେଟ । ଟ୍ୱିଟ କରି ଘୋଷଣା କରିଲେ ଏଲନ ମସ୍କ । ଏଲନ ଟୁଇଟରରେ 'ବ୍ଲୁ ଭେରିଫାଏଡ୍' ପାଇଁ ଲାଗୁ ହେବାକୁ ଥିବା ଟଙ୍କା କୁ ଲାଗୁ ନକରିବାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ…

ଇଣ୍ଡୋନେସିଆରେ ଭୂମିକମ୍ପ; ୧୬୨ ମୃତ , ୭୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ବଡଧରଣର ଭୂମିକମ୍ପ ହୋଇଛି । ଫଳରେ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଭୂମିକମ୍ପରେ ୨ ହଜାରରୁ ଅଧିକ ଘର ଭାଙ୍ଗିଥିବା ସୂଚନା…