Browsing Category

Breaking News

SBI ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା: ଏଣିକି ଫଣ୍ଡ ଟ୍ରାନ୍ସଫର ପାଇଁ ଅତିରିକ୍ତ ଅର୍ଥ ଲାଗିବନି

ନୂଆଦିଲ୍ଲୀ: ଦେଶର ସର୍ବୃହତ ଋଣପ୍ରଦାନକାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ମୋବାଇଲରେ ଫଣ୍ଡ ଟ୍ରାନ୍ସଫର ପାଇଁ ଗ୍ରାହକଙ୍କୁ କୌଣସି ଏସଏମଏସ ଶୁଳ୍କ ଦେବାକୁ ପଡ଼ିବ ନାହିଁ…

ବାଲି, ପାଉଁଶ, ଚିପସ୍ ଓଭରଲୋଡିଂ ଯାନରୁ ଆଦାୟ ହେବ ୨୦ ହଜାର ଫାଇନ୍: ଆସନ୍ତା ୧୯ରୁ ଚେକିଂ ଆରମ୍ଭ କରିବ STA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଓଭରଲୋଡ଼ି ଯାନକୁ ଆଉ ନିସ୍ତାର ନାହିଁ । ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) । ଆସନ୍ତା ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି…

ଶସ୍ତାରେ ପାଆନ୍ତୁ Education Loan: ଦେଶର ୭ଟି ପ୍ରମୁଖ ବ୍ୟାଙ୍କ କମ ସୁଧରେ ଦେଉଛନ୍ତି ୨୦ ଲକ୍ଷର ଲୋନ୍

ନୂଆଦିଲ୍ଲୀ: ସମସ୍ତ ପିତାମାତା ସେମାନଙ୍କର ସନ୍ତାନଙ୍କୁ ଉଚ୍ଚଶିକ୍ଷା ଦେବାକୁ ସର୍ବଦା ପ୍ରୟାସ କରିଥାନ୍ତି । ତେବେ ଅନେକ ମଧ୍ୟବିତ ଓ ଗରିବ ପରିବାର ଏଥିପାଇଁ ଶିକ୍ଷା ଲୋନ ଉପରେ ଭରସା କରିଥାନ୍ତି । ମାତ୍ର ଅନେକ ସମୟରେ…

ଆକ୍ସନ ମୋଡରେ ବଲାଙ୍ଗିର ଏସପି: SDPOଙ୍କୁ କଡା ନିର୍ଦ୍ଦେଶ

ବଲାଙ୍ଗୀର: କଣ୍ଟାବାଞ୍ଜିରେ ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଏବେ ଆକ୍ସନ ମୋଡକୁ ଆସିଛନ୍ତି ବଲାଙ୍ଗିର ଏସପି ନୀତିନ କୁଶଲକର । ଏସପିଙ୍କ ସ୍କାନରେ କଣ୍ଟାବାଞ୍ଜି SDPO ହୃଶିକେଶ ମେହେର । କୌଣସି ଅପରାଧଜନିତ ଘଟଣାର…

ନକଲି ମେଡିସିନ ମଣିଷ ବ୍ୟବହାର ଯୋଗ୍ୟ ନୁହେଁ: ରାଜ୍ୟ ଡ୍ରଗସ୍ ଟେଷ୍ଟିଂ ଓ ରିସର୍ଚ୍ଚ ଲାବରେଟୋରୀ ପକ୍ଷରୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ନକଲି ଔଷଧକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି । ନକଲି ଔଷଧର ଚେର ଓଡ଼ିଶାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ବ୍ୟାପିଥିବା ଜଣାପଡ଼ିଛି । ଏ ବାବଦରେ ଅଧିକ ଛାନଭିନ୍ କରିବା ପାଇଁ…

Brain Tumorର ଆକାରକୁ ଛୋଟ କରିବା ସମ୍ଭବ: ବୈଜ୍ଞାନିକମାନେ ବିକଶିତ କଲେ ଏକ ନୂଆ ଡିଭାଇସ୍

ନୂଆଦିଲ୍ଲୀ: ବ୍ରେନ ଟ୍ୟୁମର ମଣିଷ ପାଇଁ ଏକ ଭୟଙ୍କର ସମସ୍ୟା ଡାକି ଆଣିଥାଏ । ଏହା ବ୍ରେନ ସେଲରେ ସୃଷ୍ଟି ହୋଇ ବ୍ରେନ ଟିସୁ ଉପରେ ଚାପ ପକାଇବା ସହିତ ଅନେକ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥାଏ । ଯାହାର ପରିଣାମ…

ବ୍ଲୁଫ୍ଲାଗ ବିଚରେ ଜଲୱା ଦେଖାଉଛନ୍ତି ବାୟୁବୀର: ଏକା ସାଙ୍ଗେ ଉଡିଲା ୯ଟି ଲଢୁଆ ହକ୍ ବିମାନ

ପୁରୀ: ପୁରୀ ବ୍ଲୁଫ୍ଲାଗ୍ ବେଳାଭୂମିରେ ଚାଲିଛି ସୂର୍ଯ୍ୟକିର ଶୋ । ନିଜ ନିଜର ପରାକ୍ରମ ଦେଖାଉଛନ୍ତି ବାୟୁ ବୀର । ପାଗରେ ସୁଧାର ପରେ ପଦର୍ଶିତ ହେଉଛି ଏହି ଶୋ । ଏରୋବେଟିକ୍ ଟିମ ଆକାଶ ମାର୍ଗରେ ଦେଖାଉଛି ତାର ସାହାସିକ…

Banking Fraud ଉପରେ ଲାଗିବ ରୋକ୍: ବ୍ୟାଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକ ବ୍ୟାଙ୍କିଂ ସେବା ସହିତ ଜଡ଼ିତ ହୋଇଛନ୍ତି । ଅନେକ ସମୟରେ ବ୍ୟାଙ୍କ ସହିତ ଜଡ଼ିତ କିଛି ଠକାମି ସାମ୍ନାକୁ ଆସିଥାଏ । ଏହାଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସାମ୍ନା କରିଥାନ୍ତି ।…

ବିଳମ୍ବରେ ଖାଦ୍ୟ ସେବନ କରିବା ଦ୍ୱାରା ଆପଣଙ୍କ ବ୍ରେନ୍ ପ୍ରଭାବିତ ହୋଇଥାଏ: ରିସର୍ଚ୍ଚ

ନୂଆଦିଲ୍ଲୀ: ଖାଇବାକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ପସନ୍ଦ ଓ ତରିକା ଥାଏ । ଅନେକ ଲୋକ ବ୍ୟସ୍ତବହୁଳ ବା ଅନ୍ୟ କାରଣରୁ ଠିକ୍ ସମୟରେ ଖାଦ୍ୟ ଖାଇ ପାରି ନଥାନ୍ତି । ତେବେ ଏହା ପରବର୍ତ୍ତୀ ସମୟରେ ଅନେକ ରୋଗର କାରଣ…

ଦୁଷ୍କର୍ମକାରୀଙ୍କ ଶରୀରକୁ ଅଧା ପୋତି ପଥର ମାରିବା ଦରକାର: ସପା ସାଂସଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାରୁ ସମାଜବାଦୀ ପାର୍ଟିର ସାଂସଦ ଥିବା ଡା. ଏସଟି ହସନ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଲଖୀମପୁର ଖେରି ଗ୍ୟାଙ୍ଗ ରେପ ମାମଲାକୁ ନେଇ ସେ ଏଭଳି ବୟାନ ଦେଇଛନ୍ତି ।…