CHARIDHAM
Browsing Category

Breaking News

ପୋଲିଂ ଅଫିସର ନଟବରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଜାଣନ୍ତୁ କ’ଣ କହିଲେ ?

ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଏହାରି ମଧ୍ୟରେ ମୃତ ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ନଟବରଙ୍କ ବିୟୋଗରେ ଗଭୀର…

ରାଜଧାନୀରେ ଚାଞ୍ଚଲ୍ୟ; ଭଡାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ପୋଲିସର ଛାନଭିନ୍

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ହତ୍ୟା, ଆତ୍ମହତ୍ୟା ପରି ଘଟଣା ବଢିବାର ଲାଗିଛି । କିଏ ପାରିବାରିକ କାରଣକୁ ନେଇ ଏପରି ଚରମ ନିଷ୍ପତି ନେଉଛି ତ, ଆଉ କିଏ ଅନ୍ୟ କୌଣସି କାରଣ ପାଇଁ ଏପରି କାଣ୍ଡ ଘଟାଉଛନ୍ତି ।…

ଧାମନଗର ଉପନିର୍ବାଚନ: ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ୧୫ ଲକ୍ଷ, ସହାୟତା ଘୋଷଣା କଲେ CEO

ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ଭୋଟିଂ ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ମୃତ ପୋଲିଂ ଅଧିକାରୀଙ୍କୁ…

ଦିଲ୍ଲୀବାସୀଙ୍କ ପାଇଁ ପୁଣି ବଢିଲା ଚିନ୍ତା; ନୋଏଡାରେ ୪୬୯ ଟପିଲା AQI, ବିଷ ବଳୟ ସାଜିଛି ବାୟୁମଣ୍ଡଳ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଶୀତଦିନ ଆରମ୍ଭ ହେବା ସହିତ ବାୟୁ ପ୍ରଦୂଷଣ ସମସ୍ୟା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ଏନସିଆରରେ ବିଷ ବଳୟ ସାଜିଛି ବାୟୁମଣ୍ଡଳ । ଦୀପାବଳି ପରଠାରୁ…

ଧାମନଗର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୨.୩୬% ମତଦାନ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏବେ ୨୫୨ଟି କେନ୍ଦ୍ରରେ ମତଦାନ ଚାଲିଛି । ତେବେ ଧାମନଗର ଉପନିର୍ବାଚନ ପାଇଁ ସକାଳ…

ପାନ୍ କାର୍ଡ ରଖୁଥିବା ଲୋକ ତୁରନ୍ତ କରନ୍ତୁ ଏହି କାମ: ନଚେତ୍ ଭରିବାକୁ ପଡ଼ିବ ୧୦ ହଜାର ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ପାନ୍ କାର୍ଡ ରଖିଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସାଧାରଣତଃ ଲୋକଙ୍କ ଜୀବନରେ ପାନ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର । ଲୋନ୍ ନେବା ହେଉ ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହେଉ, ଘର…

ଧାମନଗର ଉପନିର୍ବାଚନ: ପୋଲିଂ ଅଫିସରଙ୍କ ମୃତ୍ୟୁ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଧାମନଗର ଉପନିର୍ବାଚନ ପୂର୍ବରୁ…

୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ:୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ଦେଶର ୬ ଟି ରାଜ୍ୟର ୭ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ମୋଟ ୪୭ ଜଣ…

ଜଣାପଡ଼ିବା ପରେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ସୂଚନା ନଦେବା ଗମ୍ଭୀର ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାବାଳିକାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ବିଷୟରେ ସୂଚନା ଦେବାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ମତରେ, ଜଣେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ଖବର ନହେବା ଏକ…

ଶ୍ରୀମନ୍ଦିରରେ ହେଲା ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି, ଭିତରକାଠ ନିକଟରେ ରକ୍ତ ପଡ଼ିବାରୁ…

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ହୋଇଛି ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ । ଭିତରକାଠ ନିକଟରେ ରକ୍ତ ପଡ଼ିବାରୁ ଶ୍ରୀଜିଉଙ୍କର ମହାସ୍ନାନ ନୀତି ହୋଇଛି । ବଡ଼ ମହାସ୍ନାନ ପାଇଁ ଦୈନନ୍ଦିନ ନୀତିରେ ବିଳମ୍ବ ହୋଇପାରେ…