fbpx
Browsing Category

Breaking News

ନବୀନଙ୍କୁ ସଂସଦୀୟ କମିଟିର ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂସଦୀୟ ସ୍ଥାୟୀ କମିଟିର ପ୍ରଶଂସା । ପ୍ରଶଂସା କଲା ଶିକ୍ଷା ଓ କ୍ରୀଡ଼ା ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି । ଭାରତରେ ହକିର ବିକାଶରେ ନବୀନଙ୍କ ଅବଦାନ ପାଇଁ ପ୍ରଶଂସା…

୪ ବର୍ଷ ବୟସରେ ୬୫ କିଲୋମିଟର୍ ରେସ୍ ଦୌଡ଼ିଥିବା ବୁଦ୍ଧିଆ ସିଂ ଏବେ କେଉଁଠି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଦ୍ଧିଆ ସିଂ, ନାଁଟି ନିଶ୍ଚୟ ମନେ ଥିବ । ୨୦୦୬ ମସିହାରେ ୪ ବର୍ଷ ବୟସରେ ବୁଦ୍ଧିଆ ସଂ ପୁରୀରୁ ଭୁବନେଶ୍ୱର ମଧ୍ୟରେ ପୂରା ୬୫ କିମି ରେସ୍ ପୂରା କରିଥିଲେ । ଆଉ ତାପରେ ଏକ ଚର୍ଚ୍ଚିତ…

ଅକ୍ଟୋବରରୁ ଭାରତରେ ଦିଆଯିବ କୋଭାଭାକ୍ସ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବରରୁ ଭାରତରେ ଦିଆଯିବ କୋଭାଭାକ୍ସ ଟିକା । ପ୍ରାପ୍ତ ବୟସ୍କଙ୍କ ପାଇଁ ଅକ୍ଟୋବରରେ କୋଭାଭାକ୍ସ ଟିକା ଦିଆଯିବାକୁ ଥିବାବେଳେ, ୨୦୨୨ ପ୍ରଥମାର୍ଦ୍ଧରେ ପିଲାଙ୍କୁ ଟିକାକରଣ କରାଯାଇପାରେ…

ଆଫଗାନ୍ ସରକାରଙ୍କ ଗଣମାଧ୍ୟମ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲେ ତାଲିବାନ ସେନା

କାବୁଲ୍: ଆଫଗାନିସ୍ତାନ ସରକାର ଏବଂ ତାଲିବାନ ସେନା ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି । ଧୀରେ ଧୀରେ ତାଲିବାନ ସେନା ଆଫଗାନିସ୍ତାନର ଅଧିକାଂଶ ରାଜ୍ୟ ଉପରେ କବଜା କରିବାରେ ଲାଗିପଡ଼ିଛନ୍ତି । ଏହି…

ଭାରତକୁ ଖୁବ୍ ଶୀଘ୍ର ମିଳିପାରେ ସିଙ୍ଗଲ୍ ଡୋଜ୍ ଭାକସିନ୍, ଜନସନ୍ ଆଣ୍ଡ ଜନସନ୍ ମାଗିଲା ଅନୁମତି

ୱାଶିଂଟନ୍: ଆମେରିକୀୟ ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ଭାରତରେ ସିଙ୍ଗଲ୍ ଡୋଜ୍ ଭାକସିନ୍ ପାଇଁ ଜରୁରୀକାଳୀନ ବ୍ୟବହାର ନିମେନ୍ତ ଅନୁମତି ମାଗିଛି । ଯଦି ଏହାକୁ ସରକାର ଅନୁମୋଦନ ଦିଅନ୍ତି ତେବେ ଏହା ଚତୁର୍ଥ ଟିକା…

ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇଲା ଟ୍ୱିଟର୍, କାହିଁକି ଜାଣନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍ । ଭାରତର ଖ୍ୟାତନାମା କ୍ରିକେଟର୍ ତଥା ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ…

୬୭ ବର୍ଷୀୟ ବୃଦ୍ଧଙ୍କୁ ହୃଦୟ ଦେଇ ବସିଲେ ୧୯ ବର୍ଷୀୟ ଯୁବତୀ, ବିବାହ ପରେ ହାଇକୋର୍ଟରେ ମାଗିଲେ ସୁରକ୍ଷା

ହରିୟାଣା: କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ । ଉଚ୍ଚ, ନିଚ, ଜାତି, ବୟସ, ଧର୍ମ କିଛି ବି ଦେଖେନାହିଁ । ପ୍ରେମ ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ । ଆଉ ଥରେ ପ୍ରେମ ହୋଇଗଲେ କିପରି ତାକୁ ସଫଳ କରିବେ ସେହି ଚେଷ୍ଟାରେ…

ଯେଉଁ ସମୟରେ ସାବୁନ ନଥିଲା କେମିତି ଚମକୁଥିଲା ରାଜା-ରାଣୀଙ୍କ ପୋଷାକ ?

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ କେବେ ଧ୍ୟାନ ଭାବିଛନ୍ତି କି ଯଦି ସାବୁନ୍ ସର୍ଫ ନଥାନ୍ତା ତାହେଲେ କେମିତି ନିଜର କପଡ଼ା ଧୋଇଥାନ୍ତେ । ତାହେଲେ ପୂରାତନ କାଳରେ ଥିବା ରାଜା-ରାଣୀ ମାନଙ୍କ ମହଙ୍ଗା ପୋଷାକ ସବୁ କିପରି…

ଶନିବାର, ରବିବାର ନନ୍ଦନକାନନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତି ଶନିବାର ଏବଂ ରବିବାର ନନ୍ଦନକାନନ ବନ୍ଦ ରହିବ । ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ ଶନି,ରବି ବନ୍ଦ । କରୋନା କଟକଣା ପାଇଁ ପ୍ରତି ଶନିବାର ଏବଂ ରବିବାର ବନ୍ଦ ରହିବ । ସୋମବାର…

ଟୋକିଓ ଅଲିମ୍ପିକ୍: ସେମିରେ ହାରିଲେ ବଜରଙ୍ଗ, ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକର ୧୫ତମ ଦିବସ । ଆଜି ସେମିଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଫଳରେ ଭାରତର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଆଶା ମଉଳି ଯାଇଛି । ବଜରଙ୍ଗ ତାଙ୍କର…