fbpx
Browsing Category

Breaking News

୫୦ ପରେ ବିଦାହେବେ ସମସ୍ତ ଅପାରଗ ଅଫିସର, କାର୍ଯ୍ୟ ରିଭ୍ୟୁ କରିବେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଣ୍ଡର ସେକ୍ରେଟାରୀ ସ୍ତରର ଅଫିସରଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟ ରିଭ୍ୟୁ କରାଯିବା ସହ ଅପାରଗ ବାବୁମାନଙ୍କୁ ୫୦ ବର୍ଷ ପରେ…

ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଐତିହାସିକ ଘୋଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଐତିହାସିକ ଘୋଡ଼ାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଥିଲା । ନିକଟରେ ଘୋଡ଼ାକୁ ହଟାଇ ଦିଆଯିବ ବୋଲି କୁହାଯାଉଥିଲା । ଯାହାପରେ ବିଭିନ୍ନ ଦଳୀୟ ମହଲରୁ…

ବି.ଏଲ୍. ସନ୍ତୋଷ ହୋଇପାରନ୍ତି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: ବି.ଏସ୍. ୟେଦ୍ଦୁରାପ୍ପାଙ୍କ ଇସ୍ତାଫା ପରେ ଏବେ କର୍ଣ୍ଣାଟକ ରାଜନୀତି ଉପରେ ସାରା ଦେଶର ନଜର । ଆହୁରି ଦୁଇ ବର୍ଷ ଶାସନ ବାକିଥିବା ବେଳେ ୟେଦ୍ଦୁଙ୍କ ଇସ୍ତଫାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।…

ଭିଜିଲାନ୍ସ ଜାଲରେ ଧନକଉଡା ବିଇଓ ଅଫିସର ମୁଖ୍ୟ କିରାଣି

ସମ୍ବଲପୁର, (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କିରାଣି । ସମ୍ବଲପୁର ଜିଲ୍ଲା ଧନକଉଡ଼ା ବିଇଓ ଅଫିସ ମୁଖ୍ୟ କିରାଣିଙ୍କୁ ଧରିଛି ଭିଜିଲାନ୍ସ । ବିଇଓ ଅଫିସ ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ…

ଦେଶରେ ୩୦ ହଜାର ତଳକୁ ଖସିଲା ସଂକ୍ରମଣ୍, ଆଜି ୪୧୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ବାଲିଝଡ଼ ନେଲା ୪ ଶିଶୁ ସମେତ ୮ ଜଣଙ୍କ ଜୀବନ: ପରସ୍ପର ସହ ଧକ୍କା ହେଲା ୨୨ ଯାନ

ନୂଆଦିଲ୍ଲୀ: ଏକ ବାଲିଝଡ଼ ପାଇଁ ୪ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କ ପ୍ରାଣହାନୀ ହୋଇଛି । ତେବେ ଏହି ତୋଫାନ୍ ପାଇଁ ପ୍ରାୟ ୨୨ଟି ଯାନ ପରସ୍ପର ସହ ଧକ୍କା ହୋଇଥିଲେ । ଆମେରିକାର ଉଟାହରେ ସୃଷ୍ଟି ହୋଇଥିବା ଏକ ବାଲିଝଡ଼…

୧୬୦ ଫୁଟ ଉଚ୍ଚରେ ଭିଡିଓ କରୁଥିଲେ ମହିଳା, ଖସିଗଲା ଗୋଡ଼

ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଲୋକମାନେ କିଛି ଅଲଗା କରିବାକୁ ଚେଷ୍ଟା କରୁଛନ୍ତି । ଏହି ଚେଷ୍ଟାରେ ସେମାନେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ଏପରି କିଛି ଚୀନରେ ରହୁଥିବା ଜଣେ ଟିକ୍…

ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଯାଇଥିଲେ ମନ୍ଦିର, ଭିଡ଼ରେ କରୋନା କଟକଣାକୁ ବେଖାତିର, ଅନେକ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମନ୍ଦିର ପରିଦର୍ଶନ କରିବାକୁ ଯିବା ସମୟରେ କରୋନା କଟକଣାକୁ ବେଖାତିର କରାଯାଇଛି । ତେବେ ଅସମ୍ଭାଳ ଭିଡ଼ ଫଳରେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି ।…

ପଣସ ମଞ୍ଜି ବଢ଼ାଏ ଇମ୍ୟୁନିଟି, ଏହାର ଜବରଦସ୍ତ ଫାଇଦା ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅନେକ ଲୋକ ପଣସ ଖାଇବା ପସନ୍ଦ କରିଥାନ୍ତି । ପଣସକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆଯାଏ । ପଣସ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଲୋକ ପଣସ ଖାଇବା ପରେ ମଞ୍ଜିକୁ ଫୋପାଡିଦିଅନ୍ତି…

ଓଡ଼ିଶାରୁ ୬୦ ଜୀବନ ନେଲା ଘାତକ କରୋନା, ଆଜି ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…