Browsing Category
Breaking News
ଦୃଷ୍ଟିଶକ୍ତି ଜନିତ ସମସ୍ୟାକୁ ଦୂରାଉଛି ଭିଡିଓ ଗେମ ! ବୈଜ୍ଞାନିକଙ୍କ ଦାବି
ଆମର ମନୋରଞ୍ଜନ ପାଇଁ ବିଜ୍ଞାନର ଅବଦାନ ଅନେକ ରହିଛି । ଏଥି ସହିତ ମୋବାଇଲ୍ ଫୋନ୍ ଆସିଲା ପରଠୁଁ ମନୋରଞ୍ଜନର ପରିସର ଆହୁରି ବ୍ୟାପକ ହୋଇଯାଇଛି । ବିଶେଷ କରି ବିଭିନ୍ନ ପ୍ରକାର ଭିଡିଓ ଗେମ୍ ହିଁ ତାହାକୁ ପରିପୁଷ୍ଟ…
ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟପରାଗ: ଜାଣନ୍ତୁ ଭାରତରେ କିପରି ରହିବ ପ୍ରଭାବ ?
ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖରେ ଲାଗିବାକୁ ଯାଉଛି । ଏହା ଦୀପାବଳିର ଦିନକ ପରେ ଲାଗିବାକୁ ଯାଉଛି । ଏହି ଦିନ ଗୋବର୍ଦ୍ଧନ ପୂଜା ମଧ୍ୟ ଅନୁଷ୍ଠିତ ହେବ । ସୂର୍ଯ୍ୟ ପରାଗ ଭାରତୀୟ ସମୟ ଅନୁସାରେ ଅକ୍ଟୋବର…
ଅବପାତର ରୂପ ନେଲା ଲଘୁଚାପ: ସାରା ରାଜ୍ୟ ବେହାଲ, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ତେବେ ଏହା ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଉତ୍ତର ପଶ୍ଚିମ…
(Video) ହାର୍ ମାନିନାହାଁନ୍ତି ଦିବ୍ୟାଙ୍ଗ ମହିଳା: ହ୍ୱିଲଚେୟାରରେ କରୁଛନ୍ତି ଫୁଡ୍ ଡେଲିଭରି
କୁହାଯାଏ ଆତ୍ମବିଶ୍ୱାସ ଥିଲେ କୌଣସି କାମ ଅସମ୍ଭବ ନୁହେଁ । ଆତ୍ମବିଶ୍ୱାସ ଏବଂ ନିଜ ଉପରେ ବିଶ୍ୱାସ ଆପଣଙ୍କୁ କିଛି ବି ହାସଲ କରିବାରେ ସହାୟକ ହୋଇଥାଏ । ଚାହେ ସେ କାମକୁ ନେଇ ହେଉ କିମ୍ବା ନିଜ ଜୀବନର କୌଣସି ବଡ଼…
ଗୋଟିଏ ବର୍ଷରେ କେତେ ଥର ଆସେ ନବରାତ୍ରି ? ଜାଣନ୍ତୁ ଗୁପ୍ତ ନବରାତ୍ରିର ରହସ୍ୟ
ଧର୍ମ ଗ୍ରନ୍ଥରେ ଦେବୀ ଉପାସନା ପାଇଁ ଅନେକ ପୂଜା-ପର୍ବାଣୀ, ବ୍ରତ ବିଷୟରେ କୁହାଯାଇଛି । ଏଥିରେ ନବରାତ୍ରି ବହୁତ ଖାସ୍ ହୋଇଥାଏ । ବର୍ଷରେ ୧ ନୁହେଁ ୪ ନବରାତ୍ରି ପାଳନ କରାଯାଏ । କିନ୍ତୁ ଅଧିକାଂଶ ଲୋକେ କେବଳ ୨…
ହର୍ମୋନକୁ ନିୟନ୍ତ୍ରିତ କରେ ଏହି ମଞ୍ଜିର ସେବନ: ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ
ନୂଆଦିଲ୍ଳୀ: ନ୍ଦୈନନ୍ଦିନ ଜୀବନରେ ଆମେ ଯାହା କରିଥାନ୍ତି ସେଥିରେ ହର୍ମୋନ୍ ର ମୁଖ୍ୟ ଭୂମିକା ରହିଥାଏ । ଯେମିତି କେବେ ଶୋଇବାର ଅଛି, କ’ଣ ଖାଇବାର ଅଛି, କେବେ ଫିଲ୍ମ ଦେଖିବାର ଅଛି, ଅର୍ଥାତ୍ ଦିନରେ ଆପଣଙ୍କୁ ଯାହା…
ବୀମା ନିୟମ ପରିବର୍ତ୍ତନ ଉପରେ ବିଚାର କରୁଛନ୍ତି ସରକାର: କମ୍ ହେବ ସର୍ବନିମ୍ନ ପୁଞ୍ଜିର ଆବଶ୍ୟକତା
ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟ ଦେଶରେ ବୀମାର ପହଞ୍ଚ ବଢ଼ାଇବା ପାଇଁ ବୀମା ନିୟମରେ ପରିବର୍ତ୍ତନ ଉପରେ ବିଚାର କରୁଛି । ଏଥିରେ ସର୍ବନିମ୍ନ ପୁଞ୍ଜି ନିବେଶର ଆବଶ୍ୟକତାକୁ କମ୍ କରିବା ପାଇଁ ପ୍ରସ୍ତାବ ମଧ୍ୟ ସାମିଲ ଅଛି ।…
ସୋମବାରଠାରୁ OJEE ୱେବ୍ କାଉନସେଲିଂ: ଜାଣନ୍ତୁ କେଉଁ ଦିନ କେଉଁ ପାଠ୍ୟକ୍ରମ ପାଇଁ ହେବ କାଉନସେଲିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ଅନୂଯାୟୀ ସେପ୍ଟେମ୍ବର ୧୨ ରୁ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍ ଏବଂ ସେପ୍ଟେମ୍ବର ୧୩ ରୁ…
UPI ଏବଂ Credit Card ର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ: ଏକ୍ସପର୍ଟ
ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଏବଂ ୟୁପିଆଇ ପେମେଣ୍ଟର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ ମିଳୁଛି । ଏଭଳି କିଛି ଅନୁମାନ କରିଛନ୍ତି ଏକ୍ସପର୍ଟ ଏବଂ ବଜାର ସହ ଜଡ଼ିତ ବିଶେଷଜ୍ଞ । ବଢ଼ୁଥିବା ବ୍ୟବହାର କୋଭିଡ୍…
ଲଜ୍ରେ ଯୁବତୀଙ୍କ ଆତ୍ମହତ୍ୟା! ମୃତଦେହ ପାଖରୁ ୪୦ ଫର୍ଦ୍ଦର ସୁଇସାଇଡ୍ ନୋଟ୍ ଜବତ
ପୁରୀ: ବଡଦାଣ୍ଡର ବଡଶଙ୍ଖରେ ଥିବା ଏଚଆର୍ ହୋଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହୋଟେଲର ତିନିମହଲାରେ ଥିବା ୧୮ନମ୍ବର ବନ୍ଦ କୋଠରୀରୁ ପୋଲିସ ମୃତଦେହ ଉଦ୍ଧାର କରିଛି। ପ୍ରଥମେ ଧାରୁଆ ଅସ୍ତ୍ରରେ ନିଜ ହାତର…