Browsing Category

Breaking News

‘ଝଲକ୍ ଦିଖଲା ଜା’୧୦ ରେ ଦୂତି: ଟ୍ରାକ୍ ପରେ ଏବେ ଡ୍ୟାନ୍ସ ଫ୍ଲୋର୍‌ରେ କରିବେ ଧମାଲ୍‌

ମୁମ୍ବାଇ: ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ସମସ୍ତେ ଡ୍ୟାନ୍ସ ରିଅଲିଟି ସୋ 'ଝଲକ୍ ଦିଖଲା ଜା'୧୦ ରେ ନଜର ଆସିବେ। ଟ୍ରାକ୍‌ରେ ଧମାଲ୍ କରିବା ପରେ ଏବେ ଫ୍ଲୋର୍‌ରେ କମାଲ କରିବାକୁ ଯାଉଛନ୍ତି। କଲର୍ସ ଚ୍ୟାନେଲରେ ପ୍ରସାରିତ…

କାହିଁକି ସୁଇସାଇଡ ଭଳି ବିପଜ୍ଜନକ ପଦକ୍ଷେପ ଆପଣାଉଛି ମଣିଷ ? କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଡିପ୍ରେସନ୍, ଅସହାୟତା ଏବଂ ଜୀବନରେ କିଛି କରିନପାରିବାରୁ ହତାଶ ହୋଇ ବା ଚିକିତ୍ସା ଯୋଗୁଁ ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୭ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । କେବଳ ଏତିକି ନୁହେଁ, ପ୍ରତିବର୍ଷ ଅନେକ…

(Video ) ସୀମା ଲଙ୍ଘିଲେ ପାପୀ ମଣିଷ! ଗାଡି ପଛରେ ଜଗନ୍ନାଥଙ୍କୁ ଦଉଡିରେ ବାନ୍ଧି ନେଇ …

ଜଳେଶ୍ୱର: କୋଟି ଓଡ଼ିଆର ମଉଡମଣୀ ବା ଜଗତର ନାଥ ଜଗନ୍ନାଥଙ୍କୁ ଅସମ୍ମାନ । ଜଗନ୍ନାଥଙ୍କୁ ଗାଡି ପଛରେ ଦୌଡିରେ ବାନ୍ଧି ବୁହା ଚାଲିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି…

ଡିସେମ୍ବରରୁ ବଦଳିଯିବ ନିୟମ: ଡେମାଟ ଆକାଉଣ୍ଟରେ ଆସିବ ବୀମା ପଲିସି, ସ୍ୱାସ୍ଥ୍ୟ, ଯାନ, ଜୀବନ ବୀମା, ଅଯଥା ଖର୍ଚ୍ଚରୁ ବଞ୍ଚିବେ ଲୋକେ

ନୂଆଦିଲ୍ଲୀ: ବୀମା ପଲିସି, ସ୍ୱାସ୍ଥ୍ୟ, ଯାନ, ଜୀବନ ବୀମା ଆଦି ଗୁଡିକରେ ଡିସେମ୍ବଡ଼ରୁ ବଦଳିବାକୁ ଯାଉଛି କିଛି ନିୟମ। ଏହାପରେ ଡକ୍ୟୁମେଣ୍ଟ ଫର୍ମରେ ଏକ ବୀମା ପଲିସି ରଖିବାର ଅସୁବିଧାରୁ ଆପଣ ଶୀଘ୍ର ମୁକ୍ତି ପାଇବାକୁ…

୧୫ ସୁଦ୍ଧା CUET-UG ରେଜଲ୍ଟ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସିୟୁଇଟି-ୟୁଜି ରେଜଲ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୧୫ ସୁଦ୍ଧା କିମ୍ବା ତା’ ପୂର୍ବରୁ ରେଜଲ୍ଟ ଘୋଷଣା କରିବ ଏନଟିଏ । ପରିକ୍ଷା ଫଳ ପ୍ରକାଶ ନେଇ ୟୁଜିସି ଅଧ୍ୟକ୍ଷ…

ପୁଣି MKCG ମେଡିକାଲରେ ଛାତରୁ ଖସିଲା ସିଲିଂ, ଦେଖନ୍ତୁ Video

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସା କେନ୍ଦ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୱାଡର ଛାତରୁ ଖସିଛି ସିଲିଂ । ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଆଜି ପୁଣି ଏକ ଅଘଟଣ ଘଟିଛି । ସୁପର ସ୍ପେଶାଲିଷ୍ଟ…

ପାକିସ୍ତାନକୁ ୪୫୦ ମିଲିୟନ ଡଲାର ସହାୟତା ଯୋଗାଇଦେବାକୁ ଆମେରିକା ନିଷ୍ପତ୍ତି, ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

ନୂଆଦିଲ୍ଲୀ: ଆମେରିକା ଏଫ୍-୧୬ ଯୁଦ୍ଧ ବିମାନ ସମ୍ବନ୍ଧରେ ପାକିସ୍ତାନକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଆମେରିକାର ଏହି ପଦକ୍ଷେପକୁ ନେଇ ପୂର୍ବତନ ଭାରତୀୟ କୂଟନୀତିଜ୍ଞ ଉଦ୍ବେଗ ପ୍ରକାଶ କରିଛନ୍ତି।…

ପ୍ରିନ୍ସ ଚାର୍ଲସ୍‌ ବ୍ରିଟେନର ନୂଆ ରାଜା: ନୂଆ ଶାସକ ଭାବେ ନେଲେ ଦାୟିତ୍ୱ

ନୂଆଦିଲ୍ଲୀ: ରାଣୀ ଏଲିଜାବେଥଙ୍କ ହେଦାନ୍ତ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ୍ ନୂଆ ଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୩ ବର୍ଷୀୟ ଚାର୍ଲସ୍ ଏବେ କିଙ୍ଗ ଚାଲର୍ସ-ଥ୍ରୀ ଭାବେ ପରିଚିତ ହେବେ । ସେ ଆଜି…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ବଡ଼ ଖବର, ଡାକ୍ତର କହିଲେ ବ୍ରେନ …

ମୁମ୍ବାଇ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏପର୍ଯ୍ୟନ୍ତ ହୋସକୁ ଆସିପାରି ନାହାଁନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜୁଙ୍କ ବ୍ରେନରେ କୌଣସି ଗତିବିଧି ନହେବା ପର୍ଯ୍ୟନ୍ତ ତାଙ୍କ ଚେତା ଫେରି ପାରିବ ନାହିଁ ବୋଲି…

ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଇଂଲଣ୍ଡ ଆକାଶରେ ଛାଇଗଲା ଇନ୍ଦ୍ରଧନୁ, ଭାବବ୍ୱିହଳ ହେଲେ ଲୋକେ

ନୂଆଦିଲ୍ଲୀ: ବ୍ରିଟେନ୍ ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁ ଖବର ଘୋଷଣା ହେବା ପରେ ୱିଣ୍ଡସର ଦୁର୍ଗ ସମେତ ବିଭିନ୍ନ ସ୍ଥାନରେ ଇନ୍ଦ୍ରଧନୁ ଦେଖାଯାଇଥିଲା। ଏହା ପରେ ବ୍ରିଟେନ୍‌ର ପତାକା ହ୍ରାସ କରାଯାଇଥିଲା ଏବଂ ବକିଂହମ୍…