Browsing Category
Breaking News
Google ଉପରେ ୩୦୦୦ କୋଟିର ଜରିମାନା ଲଗାଇଲା ଋଷ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧକୁ ନେଇ ଭ୍ରମାତ୍ମକ ଖବର ଦେଖାଇବା ଅଭିଯୋଗରେ ଗୁଗଲ ଉପରେ ଋଷ ୩୦୦୦ କୋଟି ଟଙ୍କାର ଜରିମାନା ଲଗାଇଛି । ମସ୍କୋର ଏକ ଅଦାଲତ ଗୁଗଲକୁ ଋଷ ବିରୋଧରେ ଅବୈଧ ଏବଂ ଭ୍ରମାତ୍ମକ ଖବର ଦେଖାଇବା ଏବଂ…
ଧନ୍ୟ ତୁମେ ଦୁଷ୍ଟ ପାକିସ୍ତାନବାସୀ: ଅନ୍ଧାରରେ ଏକୁଟିଆ ଯାଉଥିବା ମହିଳାଙ୍କୁ ଏମିତି ଦେଉଛ ମାଆର ସମ୍ମାନ, ଦେଖନ୍ତୁ Video
ନୂଆଦିଲ୍ଲୀ: ଆଜି ବି ମହିଳାମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହନ୍ତି । ବିଶେଷ କରି ରାତ୍ରିର ଅନ୍ଧକାରରେ ମହିଳାମାନେ ଏକୁଟିଆ ଯିବା କେତେ ବିପଜ୍ଜନକ ତାହା ଜଣେ ଭୁକ୍ତଭୋଗୀ ହିଁ କହିପାରିବ । ତେବେ ଏପରି ଏକ ଲଜ୍ଜାନକ…
ମହିଳା ଜଣଙ୍କ ନିଜ ପାୱାର ଦେଖାଇ ଇନ୍ଦ୍ର, ଚନ୍ଦ୍ର ମାନୁନାହାନ୍ତି, ଯୁବକଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ଦେଖନ୍ତୁ Video
ନୂଆଦିଲ୍ଲୀ: ଆଜିକାଲି ସାମାନ୍ୟ କଥାକୁ କେନ୍ଦ୍ର କରି ଲୋକମାନଙ୍କୁ ପିଟିବା ଏକ ସାଧାରଣ କଥା ହୋଇଗଲାଣି । ଅନେକ ସମୟରେ ଏନେଇ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଏପରି ଏକ ଘଟଣା ଉତ୍ତରପ୍ରଦେଶର…
ଚଳିତବର୍ଷ ଆସୁଛି ବଡ଼ ଝଡ଼! ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀକୁ ନେଇ ବିଶ୍ୱ ଛାନିଆ
ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ଭବିଷ୍ୟବକ୍ତା ନୋଷ୍ଟ୍ରାଡମସଙ୍କର ଏକ ଅଲଗା ସ୍ଥିତି ଥିବା ବେଳେ ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି, ଯେଉଁଥିରେ ହିଟଲରଙ୍କ ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆକ୍ରମଣ ଓ…
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ମାର୍ଗେଟ୍ ଆଲଭା
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧି ଦଳଙ୍କ ସମର୍ଥିତ ପ୍ରାର୍ଥି ମାର୍ଗେଟ୍ ଆଲଭା ଆଜି ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଏନସିପି ମୁଖ୍ୟ…
(Video) ଭାସି ଯାଉଥିଲେ ଛାତ୍ର: ଜୀବନକୁ ପାଣି ଛଡ଼ାଇ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ଗଞ୍ଜାମ(ଓଡ଼ିଶା ଭାସ୍କର): ବର୍ଷା ପାଣିରେ ଭାସି ଯାଉଥିବା ବେଳେ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ମୃତ୍ୟୁ ମୁହଁରୁ ସେ ଛାତ୍ରକୁ ଫେରାଇ ଆଣିଛନ୍ତି । ଜମର ଜଳଶ୍ରୋତରୁ ଦେବଦୂତ ସାଜି ଜଣେ…
ମୋକିମଙ୍କୁ ହେବ କାରଣ ଦର୍ଶାଅ ନୋଟିସ୍!
କଟକ(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ଭୋଟିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସମସ୍ତ ବିଧାୟକମାନେ ଭୋଟ ଦେଇଛନ୍ତି । ଏହାରି ମଧ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ…
ଅରୁଣାଚଳ ପ୍ରଦେଶରେ ୧୯ ଶ୍ରମିକ ନିଖୋଜ; ଗୋଟିଏ ମୃତଦେହ ଉଦ୍ଧାର, ଏବେବି ୧୮ ଜଣଙ୍କ ମିଳୁନି ପତ୍ତା
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ କୁରୁଙ୍ଗ କୁମେ ଜିଲ୍ଲାର ଭାରତ-ଚାଇନା ସୀମା ନିକଟରୁ ୧୯ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ଏ ସମସ୍ତ ଶ୍ରମିକ ଏକ ରୋଡ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିଲେ। ଏମାନେ ୫ ଜୁଲାଇରୁ ନିଖୋଜ ଅଛନ୍ତି।…
ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଗୃହରେ ଏନେଇ ଅବଗତ କରାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏହାକୁ ଅବଗତ…
ଆଜି ପୁଣି ଶସ୍ତା ହୋଇଗଲା ସୁନା ଓ ରୂପା ରେଟ୍: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ?
ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବା ବେଳେ ସୁନା-ରୂପା ଉପରେ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଆଜି ପୁଣି ସୁନା-ରୂପା ଦାମରେ ହ୍ରାସ ଘଟିଥିବା ଜଣାପଡିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର…