fbpx
Browsing Category

Breaking News

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି: ପିତାମାତା ଓ ଶାଶୂ-ଶ୍ୱଶୁରଙ୍କ ସହ କ୍ୱାଲିଟି ଟାଇମ୍ ବିତାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିଲା ୨ ଦିନ…

ନୂଆଦିଲ୍ଲୀ: ନୂଆବର୍ଷ ଉପଲକ୍ଷେ ଆସାମ ରାଜ୍ୟ ସରକାର କର୍ମଚାରୀଙ୍କୁ ଏକ ସ୍ପେଶାଲ ଭେଟି ଦେଇଛନ୍ତି । କର୍ମଚାରୀମାନେ ବାପା-ମାଆ, ଶାଶୂ-ଶ୍ୱଶୁରଙ୍କ ସହ ସମୟ କାଟିବାକୁ ଛୁଟି ନେବେ । ସେଥିପାଇଁ ସରକାର ଚଳିତ ମାସ ୬ ୭…

ଏଣିକି ବିନା ଇଣ୍ଟରନେଟରେ ୨୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ଅଫଲାଇନ୍ ଡିଜିଟାଲ୍ ପେମେଣ୍ଟ୍, ଜାଣନ୍ତୁ ଆରବିଆଇର ନୂଆ ନିୟମ

ନୂଆଦିଲ୍ଲୀ: ଅଫଲାଇନ୍ ପେମେଣ୍ଟ କାରବାର ପାଇଁ ସୋମବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ନୂତନ ନିୟମ ଜାରି କରିଛି । ସ୍ବଳ୍ପ ମୂଲ୍ୟର ପେମେଣ୍ଟ୍ କରୁଥିବା ଗ୍ରାହକମାନଙ୍କୁ ଡିଜିଟାଲ୍ ପେମେଣ୍ଟ୍‌…

(VIDEO) ଚିଲିକା ପକ୍ଷୀ ଗଣନାରେ ବ୍ୟବହାର ହେବ ଜିପିଏସ୍ ଓ ବାଇନାକୁଲାର: DFO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆଜି ଶୀତକାଳୀନ ପକ୍ଷୀଗଣନା କରାଯିବ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ । ପକ୍ଷୀଗଣନା କାର୍ଯ୍ୟ ପାଇଁ ଗତକାଲି…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ମହାମାରୀ କାରଣରୁ ସରକାରୀ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଆଡେଣ୍ଡାନ୍ସ ଉପରେ ଲଗାଗଲା ରୋକ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ସମୟରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ କୁ ବନ୍ଦ କରି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ…

“ନିଭର‌୍ୟା କଢି’ ଯୋଜନା ସଫଳ , ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ: ସୂଚନା ଦେଲେ ଜିଲ୍ଲାପାଳ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଥିପାଇଁ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା…

ଆଜିଠୁ ଚିଲିକାରେ ପକ୍ଷୀ ଗଣନା, ୫ଟି ଜୋନ୍‌ରେ ୨୧ଟି ଟିମ୍‌ ନିୟୋଜିତ ହେବେ

ଚିଲିକା, (ଭାସ୍କର ନ୍ୟୁଜ୍‌): ମଙ୍ଗଳବାରଠାରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା  । ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀଗଣନା କରାଯିବ । ଏଥିପାଇଁ ସେମାବାର ଦିନ ଗଣନାକାରୀ ଟିମ୍‌କୁ ତାଲିମ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ: ମାସ ଶେଷ ପର୍ଯ୍ୟନ୍ତ ବଣଭୋଜି ମନା

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ଆଜିଠୁ କୋଭିଡ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦଉଦ୍ୟାନ । ଏଠାରେ ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ ପାଇଁ ମାସ୍କ ସାମାଜିକ ଦୂରତା…

‘ପ୍ରତିଦିନ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ, କହୁଛନ୍ତି ଦଳ ଗଢ଼ିବ ସପା’: ଅଖିଳେଶ ଯାଦବ

ଉତ୍ତରପ୍ରଦେଶ: ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ସୋମବାର କହିଛନ୍ତି ଯେ ଭଗବାନ କୃଷ୍ଣ ସବୁଦିନ ତାଙ୍କ ସ୍ୱପ୍ନ ଆସୁଛନ୍ତି ଏବଂ ତାଙ୍କୁ କହୁଛନ୍ତି ଯେ ସପା ସରକାର ଗଢ଼ିବ । ଅଖିଳେଶ ଦାବି କରିଛନ୍ତି ଯେ ଏମିତି…

ଅବସରପ୍ରାପ୍ତ ନୌସେନାଧିକାରୀ ଏସ୍.ଏଚ୍.ଶର୍ମାଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ

ଭୁବନେଶ୍ୱର: ଅବସରପ୍ରାପ୍ତ ନୌସେନାଧିକାରୀ ଏସ୍.ଏଚ୍.ଶର୍ମାଙ୍କ ପରଲୋକ । ମୃତ୍ୟୁ ବେଳକୁ ଏସ୍.ଏଚ୍.ଶର୍ମାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏସ୍.ଏଚ୍.ଶର୍ମା…

(Video) ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନବଜାତକର ଗଳିତ ଶବ: ପୋଲିସ୍ ତଦନ୍ତ ଜାରି

ପୁଣି ଅଲୋଡା ହେଲା ନବଜାତକ ଶିଶୁପୁତ୍ର । ପରିତ୍ୟକ୍ତ କୁଆରୁ ମୃତ ଶିଶୁର ଶବ ଉଦ୍ଧାର କରାଯାଇଛି  । ଏପରି ଦୁର୍ଭାଗ୍ୟ ଜନକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜୟନ୍ତପୁର ଗ୍ରାମରେ ।…