fbpx
Browsing Category

Breaking News

ମାର୍ଚ୍ଚରେ ବିବାହ କରିବେ ଅଲୀ ଫଜଲ୍-ରିଚା ଚଢା! ଜାଣନ୍ତୁ କଣ କହିଲେ ଅଭିନେତା

ମୁମ୍ବାଇ: ବଲିଉଡ୍ ଅଭିନେତା ଅଲୀ ଫଜଲ୍ ଓ ରିଚା ଚଡ୍ଢା ଲମ୍ବା ସମୟରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ଦୁହେଁ ୨୦୨୦ ଏପ୍ରିଲ୍ ମାସରେ ବିବାହ କରିବାର ଯୋଜନା ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ବିବାହ…

ନାଗ ସହ ଲଢ଼ିଲା କୁକୁର: ଘମାଘୋଟ ଲଢ଼େଇରେ ନାଗ ମଲା, ବଞ୍ଚିଗଲେ ଘର ମାଲିକ

ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ୱରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଏକ ଭୟଙ୍କର ନାଗକୁ ରୋକିବାରେ ସକ୍ଷମ ହୋଇଛି ବଫାଦାର କୁକୁର । କୁକୁରଟି ନିଜ ଜୀବନକୁ ବାଜିରେ…

ମହାକାଶକୁ ଯାତ୍ରା କଲା ଯୁବରାଜଙ୍କ ସ୍ମରଣୀୟ ବ୍ୟାଟ୍, ଦେଖନ୍ତୁ ଏହି ଐତିହାସିକ ମୁହୂର୍ତ୍ତର VIDEO

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଅରା ପୂର୍ବତନ ଧୁରନ୍ଧର ଅଲରାଉଣ୍ଡର ତଥା ସିକ୍ସର କିଙ୍ଗ ଭାବେ ପରିଚିତ ଯୁବରାଜ ସିଂହ ନିଜର ସ୍ମରଣୀୟ ବ୍ୟାଟକୁ ମହାକାଶକୁ ପଠାଇଛନ୍ତି । ଏନେଇ ସେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି । ଗତ…

ଆସନ୍ତା ଜାନୁଆରୀ ୩ରୁ ୧୫-୧୮ ବର୍ଷ ବୟସର ଶିଶୁଙ୍କ ଟିକାକରଣ: ଜାଣନ୍ତୁ କିପରି ରହିପାରେ ସାଇଡ୍ ଇଫେକ୍ଟ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ସମଗ୍ର ଦେଶରେ ୧୫ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏଥିସହ ଆଗଧାଡ଼ିର କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ ୧୦ ତାରିଖରୁ ଆରମ୍ଭ…

ପରୀକ୍ଷାରେ ପଚରାଗଲା କରୀନା କପୁରଙ୍କ ପୁଅର ନାମ କଣ? ଏବେ ସ୍କୁଲକୁ ଜାରି ହେବ ନୋଟିସ୍, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଏକ ଘରୋଇ ସ୍କୁଲ ପରୀକ୍ଷାରେ ଅଭିନେତ୍ରୀ କରୀନା କପୁର ଓ ସୈଫ୍ ଅଲୀ ଖାନ୍ ଙ୍କ ପୁଅର ପୂରା ନାମ ପଚରାଯିବା ମାମଲାରେ ଏବେ ଶିକ୍ଷା ବିଭାଗ ପକ୍ଷ ରୁ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।…

ଓମିକ୍ରନ୍‌ ପରେ ଡେଲମିକ୍ରୋନ ସଂକ୍ରମଣ ନେଇ ଆତଙ୍କ, ନୂଆବର୍ଷ ପୂର୍ବରୁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଓମିକ୍ରନ କରୋନା ଭୁତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି । ତେବେ ଏହା ପରେ ଡେଲମିକ୍ରନ ଭୂତାଣୁ ପୁଣି ଆସିବ ବୋଲି ସୂଚନା ମିଳିବା ପରେ ଚାରିଆଡେ ଭୟ ଜାତ ହୋଇଛି । ଆମେରିକା ଓ ଯୁରୋପରେ…

ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ, ୨୮ରୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ କାର୍ଯ୍ୟାଳୟ

କଟକ (ଭାସ୍କର ନ୍ୟୁଜ୍‌): ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି । ଆସନ୍ତା ଜାନୁଆରି ୩ ତାରିଖରେ ହାଇକୋର୍ଟ ଖୋଲିବ । ଶୀତ ଅବକାଶ ସମୟରେ ଜଷ୍ଟିସ୍‌ ବି.ଆର୍‌. ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ୱରେ…

୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର ସୁଲିନ, ଦେଖନ୍ତୁ ଭିଡିଓ

ସମ୍ବଲପୁର(ଓଡ଼ିଶା ଭାସ୍କର): ବୟସ ମାତ୍ର ସାଢେ ତିନି ବର୍ଷ ହେଲେ ମୁଣ୍ଡରେ ଭରିରହିଛି ଅସାଧାରଣ ଜ୍ଞାନ । ସେ ହେଉଛନ୍ତି ସମ୍ବଲପୁରର ସୁଲିନ ସଂକଳ୍ପ ଦାସ । ବିୟସ ହିସାବରେ ତାଙ୍କ ବୁଦ୍ଧିକୁ ଆକଳନ କରିବା ଭଳି ଭୁଲ…

ଆଜି ପ୍ରଥମ ଟେଷ୍ଟ ମ୍ୟାଚ୍‌: ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା

ସେଞ୍ଚୁରିୟନ : ଆଜିଠୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ । ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଉଭୟ ଦଳ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇ ସାରିବା ପରେ…

ଆଜି ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ, ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜି ବିଜୁ ଜନତା ଦଳ (ବିଜେଡ଼ି) ପାଳନ କରିବ ୨୫ତମ ପ୍ରତିଷ୍ଠା ଦିବସ । ରାଜ୍ୟର ସମସ୍ତ ବ୍ଲକ୍‌ ଏବଂ ସହରାଞ୍ଚଳରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ହେବ । ଦଳର ସମସ୍ତ ନିର୍ବାଚିତ…